• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Story of Aasumal to Asaram from tea shop assistant to become a baba
ଆସୁମଲରୁ ଆଶାରାମ - ମଦ ବେପାରୀରୁ ଧର୍ମଗୁରୁ; କିପରି ଥିଲା ଯାତ୍ରା

ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୋଟିଏ ସମୟ ଥିଲା ଯେତେବେଳେ ଆଶାରାମ ଏକ ଚା’ ଷ୍ଟଲ୍ ଚଳାଉଥିଲେ। ଏହାପରେ ମଦ ବେପାର ଓ କ୍ଷୀର ଦୋକାନରେ ମଧ୍ୟ କାମ କରିଛନ୍ତି। ହେଲେ କିପରି ହେଲା ଆଧ୍ୟାତ୍ମିକ ଗୁରୁ ଆସନ୍ତୁ ଜାଣିବା।

Gautam Adani
ସଂପତ୍ତି ପରିମାଣରେ ବୃହତ୍ ହ୍ରାସ...ବିଶ୍ୱର ଟପ୍ ଟେନ୍ ଧନୀ ତାଲିକାରୁ ଆଦାନୀ ଆଉଟ୍

ହିଡେନ୍‌ବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୧୧ ନମ୍ବର ସ୍ଥାନକୁ ଖସି ଟପ୍ ଟେନ୍ ଧନୀ ତାଲିକାରୁ ଆଉଟ୍ ହୋଇଯାଇଛନ୍ତି।

Andhra Pradesh Capital
ବିଶାଖାପାଟଣା ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନୂଆ ରାଜଧାନୀ ସମ୍ପର୍କରେ ଘୋଷଣା କରିଛନ୍ତି

death
ଘରକୁ ଆସିଲା ଲକ୍ଷ୍ମୀ : ଖୁସିର ମାହୋଲରେ ଆତ୍ମହତ୍ୟା କଲେ ବାପା, ଅଜା ଓ କାକା

କୁନି ଝିଅର ମୁହଁକୁ ଚାହିଁଲେନି । ଝିଅ ଜନ୍ମ ଦିନ ପରିବାରର ତିନି ଜଣ ଆତ୍ମହତ୍ୟା କରିଦେଲେ ।

Pesticides found in breast milk ?
ଚାଞ୍ଚଲ୍ୟକର ତଥ୍ୟ: ମା’ କ୍ଷୀରରେ କୀଟନାଶକ ! ୧୦ ମାସରେ ଆଖି ବୁଜିଲେଣି ୧୧୧ ଶିଶୁ...

ଗତ ୧୦ ମାସ ମଧ୍ୟରେ ୧୧୧ ଜଣ ନବଜାତକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ମଧ୍ୟ ରହସ୍ୟଜନକ ରହିଛି।

Woman shot dead while returning from office
ଅଫିସ୍‌ରୁ ଘରକୁ ଫେରୁଥିଲେ ଯୁବତୀ, ବାଇକ୍‌ରେ ଆସି ଗୁଳି ମାରିଦେଲେ...

ଅଫିସ୍ କାମ ସାରି ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଫାୟାରିଂ। ଫ୍ଲିପ୍‌କାର୍ଟର କୋରିଅର ବିଭାଗରେ ସେ କାମ କରନ୍ତି।

Know how to read WhatsApp delete messages
Trick: ଜାଣନ୍ତୁ, କେମିତି ପଢ଼ିବେ WhatsApp ଡିଲିଟ୍‌ ମେସେଜ୍‌...

 କେମିତି ପଢ଼ିବେ ହ୍ୱାଟ୍ସଆପ୍‌ ଡିଲିଟ୍‌ ମେସେଜ୍ ? ତେବେ ଅନେକ ଥାର୍ଡ ପାର୍ଟି ଆପ୍‌ ରହିଛି, ଯାହାକୁ ବ୍ୟବହାର କରି ଆପଣ ଡିଲିଟ୍‌ ମେସେଜ ପଢ଼ିପାରିବେ।

By 2047, we have to build a nation that will be poverty free says president
‘୨୦୪୭ ସୁଦ୍ଧା ଆମକୁ ଗରିବ ମୁକ୍ତ ଭାରତ ଗଢ଼ିବାର ଅଛି’

ଆଜିଠୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମିଳିତ ସଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି।

NEET Aspirant Dies By Suicide
ହଷ୍ଟେଲ୍‌ ରୁମ୍‌ରେ ଆତ୍ମହତ୍ୟା କଲେ NEET ଆଶାୟୀ, ମିଳିଲା ହାତଲେଖା ନୋଟ୍‌

ଜଣେ ୨୨ ବର୍ଷୀୟ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହଷ୍ଟେଲ୍‌ ରୁମ୍‌ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

rahul-priyanka enjoy snowball fight in srinagar
ସରିଲା ‘ଭାରତ ଯୋଡୋ’ ଯାତ୍ରା; ବରଫ ଫିଙ୍ଗାଫିଙ୍ଗି ହେଲେ ରାହୁଲ-ପ୍ରିୟଙ୍କା

ଶେଷ ହୋଇଛି ‘ଭାରତ ଯୋଡୋ’ ଯାତ୍ରା। ୧୩୫ ଦିନ ବ୍ୟାପୀ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ ହଜାର କିଲୋମିଟର ଅତିକ୍ରାନ୍ତ କରିବା ପରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରର ଶ୍ରୀନଗରରେ ଶେଷ ହୋଇଛି। ଏହି ଅବସରରେ ଦେଖିବାକୁ ମିଳିଛି ବରଫରେ ରାହୁଲ-ପ୍ରିୟଙ୍କାଙ୍କ ଝଗଡା।

Asaram bapu
ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ, ଅନ୍ୟ ୬ ଜଣ ଦୋଷମୁକ୍ତ

ଆଶାରାମ ବାପୁଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ମହିଳା ଅନୁଗାମୀ ।

Car Theft
ଗ୍ୟାଙ୍ଗ୍‌ ଲିଡରର କେମୋଥେରାପି ପାଇଁ ଚୋରି କରିଥିଲେ ୫୦ ଗାଡ଼ି, ଧରିଲା ପୋଲିସ...

ଗ୍ୟାଙ୍ଗ୍‌ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।

Crime
ଗର୍ଲଫ୍ରେଣ୍ଡକୁ ଲଦାକ୍‌ ଟ୍ରିପ୍‌ରେ ନେବା ପାଇଁ ଆଣ୍ଟି ଦେଲେନି ଟଙ୍କା, ଜୀବନ ନେଇଗଲା ପୁତୁରା..

କୁକୁର ଧରାଇଦେଲା ପ୍ରକୃତ ଦୋଷୀ । ଆଉ ଦୋଷୀକୁ ଧରିବା ପରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ ।

  • Monday, 30 January 2023
  • Murder
Man carried his specially-abled friend on his back to watch Pathaan Movie
ବନ୍ଧୁ ହେବ ତ ଏମିତି...ଦିବ୍ୟାଙ୍ଗ ବନ୍ଧୁଙ୍କୁ ପିଠିରେ ବୋହି ‘ପଠାନ୍’ ଫିଲ୍ମ ଦେଖାଇଲେ

ଫିଲ୍ମ ଦେଖିବାର ନିଶା କଥା କହିଲେ ଆପଣ ଜମା ଆଶ୍ଚର୍ଯ୍ୟ ହେବେନି। କାରଣ ଏମିତି ନିଶାରେ ପଡ଼ିବା ଆଜିକାଲିର ଯୁବପିଢ଼ି ମାହିର୍। କିନ୍ତୁ ଜଣେ ଆଉ ଜଣଙ୍କୁ ଫିଲ୍ମ ଦେଖେଇବାର ନିଶା କଥା କହିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।

Girl's hair gets stuck in giant wheel, scalp comes off
ଅଭାବନୀୟ ଘଟଣା: ଦୋଳି ଖେଳିବା ବେଳେ ପଶିଗଲା ଚୁଟି, ମୁଣ୍ଡରୁ ଚମଡ଼ା ଉତୁରିଗଲା...

ରାମ ଦୋଳି ଖେଳୁଥିବା ବେଳେ ପଶିଗଲା ଚୁଟି, ମୁଣ୍ଡରୁ ଚମଡ଼ା ଉତୁରିଗଲା। ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସହ ଏହି ଅଭାବନୀୟ ଘଟଣା ଘଟିଛି।

  • Monday, 30 January 2023
Chhattisgarh Tribal Villagers Protest Against Police Camp
ନଦୀ ଉପରେ ଉଡୁଛି ଡ୍ରୋନ୍‌ କ୍ୟାମେରା, ଉଠୁଛି ମହିଳାଙ୍କ ଗାଧୁଆ ଦୃଶ୍ୟ !

ପୋଲିସ୍‌ ନକ୍ସଲ ଗତିବିଧି ଉପରେ ନଜର ରଖିବା ଆଳରେ ଗାଁରେ ଡ୍ରୋନ୍‌ ଉଡାଉଛନ୍ତି। ଗାଁର ମହିଳାମାନେ ନଦୀ ଓ ପୋଖରୀରେ ଗାଧୋଇବା ବେଳର ଦୃଶ୍ୟ ଡ୍ରୋନ୍‌ କ୍ୟାମରାରାରୁ କଏଦ କରାଯାଉଥିବା ଅଭିଯୋଗ ହୋଇଛି।

  • Monday, 30 January 2023
mouse
ପରିବାର ପାଇଁ ମୂଷା ପାଲଟିଲା ଭଗବାନ୍ : ବଞ୍ଚାଇଦେଲା ୫ ଜଣଙ୍କ ଜୀବନ

ନୂଆ ଜୀବନ ଦେଲା ମୂଷା । ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲେ ୫ ଜଣ । କ’ଣ ଥିଲା ପୂରା ଘଟଣା ?

Rakhi Sawant mother died due to brain tumour and cancer
ମା’ଙ୍କ ମୃତ୍ୟୁରେ ଭୋ ଭୋ ହୋଇ କାନ୍ଦିଲେ ରାଖୀ ସାୱନ୍ତ

ମୁମ୍ବାଇରେ ମାରାତ୍ମକ ରୋଗ ସହ ଦୀର୍ଘ ଦିନର ଲଢେଇ ପରେ ରାଖୀ ସାୱନ୍ତଙ୍କ ମା’ ଶନିବାର ସନ୍ଧ୍ୟାରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାଖୀ ଶେଷ ମୁହୂର୍ତ୍ତରେ ତାଙ୍କ ମା’ଙ୍କ ସହ ଥିଲେ। ମା’ଙ୍କ ମୃତ୍ୟୁରେ ରାଖୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Man marries daughter in law in Uttar Pradesh
ଛି ! ଛି ! ବୁଢ଼ା ବୟସରେ ବୋହୂକୁ ବାହା ହେଲେ ଶ୍ୱଶୁର

ଛି ! ଛି ! ପୁଅ ପାଇଁ ଯାହାକୁ ବାଛିଥିଲେ । ଘରର ଲକ୍ଷ୍ମୀ କରି ଯାହାକୁ ଆଣିଥିଲେ । ଉପହାର ଦେଇ ଯାହାକୁ ଦୁହିତା ଭାବେ ଗ୍ରହଣ କରିଥିଲେ । ଶେଷରେ ତାକୁ ମନ୍ଦିରରେ ବିବାହ କରି ପତ୍ନୀର ମାନ୍ୟତା ଦେଇଛନ୍ତି ଜଣେ 70 ବର୍ଷୀୟ ବୃଦ୍ଧ ।

Budget
ସରଳ ହେବ କି ଆୟକର ସ୍ଲାବ ? ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା ?

ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି ? ୨୦୧୪ରୁ ବଢ଼ିନି ଆୟକର ସୀମା ।

  • Saturday, 28 January 2023
  • Budget
Fighter Plane Crash
ବାୟୁସେନାକୁ ପଡ଼ିଲା କି ଶନିଦଶା ? ଗୋଟିଏ ଦିନରେ ଖସିପଡ଼ିଲା ତିନି ତିନିଟି ଯୁଦ୍ଧ ବିମାନ

ଅଭ୍ୟାସ ସମୟରେ ମଝି ଆକାଶରେ ସୁୁଖୋଇ-ମିରାଜ ଧକ୍କା ଆଶଙ୍କା । ମିରାଜ୍ ପାଇଲଟ୍ ୱିଙ୍ଗ୍ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ପ୍ରାଣହାନୀ ।

  • Saturday, 28 January 2023
Mughal garden
ବଦଳିଲା ମୋଗଲ ଗାର୍ଡେନର ନାଁ ! ମିଳିଲା ନୂଆ ପରିଚୟ

ଖୁବଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

  • Saturday, 28 January 2023