• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Loc

Terrorist
ଆତଙ୍କବାଦୀଙ୍କୁ କଭର୍‌ ଫାୟର୍‌ ଦେଉଛି ପାକ୍‌ ସେନା: ଭାରତୀୟ ସେନା

ପାକିସ୍ତାନ ସେନାର ପକ୍ଷରୁ ଗୁଳି ମାଡ଼ କରି ଏଥିରେ ହସ୍ତକ୍ଷେପ କରୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Rajnath Singh
ରାଜନାଥଙ୍କ ଫୋକସରେ 'ନାରୀଶକ୍ତି' : LOCରେ ମୁତୟନ ହେବେ ମହିଳା

ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରୀ ।

Fighter Air Craft
ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି !

ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି । ଚୀନ୍‌କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ ।

Terrorist attack
ସୀମାରେ ଅନୁପ୍ରବେଶ କରିବା ପାଇଁ ଅପେକ୍ଷା କରିଛନ୍ତି ୩୦୦ ଆତଙ୍କବାଦୀ?

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଏଲଓସିରେ ନୁହେଁ ବରଂ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ୪୦ ରୁ ଅଧିକ ଆତଙ୍କବାଦୀ ରହିଥିବା ନେଇ ସୂଚନା ମିଳିଛି। ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଜୈସ୍‌-ଇ-ମହମ୍ମଦ ଭଳି ପ୍ରମୁଖ ଆତଙ୍କବାଦୀ ସଙ୍ଗଠନ ରହିଥିଲେ ମଧ୍ୟ ପାକିସ୍ତାନ ଅଲ୍‌ବାଦର ନାମକ ଏକ ନୂଆ ସଙ୍ଗଠନ ସୃଷ୍ଟି କରିଛି ।

india
ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ; ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡ଼ାଇଲା ଭାରତ

ଶ୍ରୀନଗର: ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଏଲ୍ଓସି ସୀମା ପାକିସ୍ତାନ ଅଧିକୃତ କଶ୍ମୀରରେ ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡାଇଲା ଭାରତ। ରଜୌରି ଓ ପୁଂଚ ଅଂଚଳରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏହାର ଦୃଢ ଜବାବ ଦିଆଯାଇଛି। ଗତ କିଛି ଦିନ ହେବ ଜାମ୍ମୁଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଗତକାଲି ଭାରତର ଆଗୁଆ ଘାଟିକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ […]