ଗୁରୁ ନାଁରେ କଳଙ୍କ। ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଜଣେ ଶିକ୍ଷକ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .
ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।
ମନସୁରପୁର ପୋଲିସ ଷ୍ଟେସନରେ ଏକ ଚୋର ପୋଲିସ ଆଗରେ ଆତ୍ମସମର୍ପଣ କରିଛି । ଯାହାର ସରେଣ୍ତର ଷ୍ଟାଇଲ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ସ୍ତ୍ରୀ, ଛୁଆକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ଏକ ଫ୍ଲାଟ୍ରୁ ୪୪ ବର୍ଷୀୟ ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଓ ୮ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି।
ବୋହୂକୁ ଚାକିରି କରିବା ପାଇଁ ପ୍ରେରଣା ଦେବା ବଦଳରେ ପ୍ରତିବାଦ କରି ମରଣାତ୍ମକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦିଲ୍ଲୀର ଜଣେ ବୟସ୍କ ଲୋକ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବାରମତି ତହସିଲ ଅଧିନରେ ଥିବା ଏକ ଡ୍ରେନେଜ୍ କୂଅ ମଧ୍ୟରେ ପଶି ସଫେଇ କରିବା ସମୟରେ ଜଣକ ପରେ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିବା ସିହ ସମସ୍ତ ୪ଜଣଙ୍କ ମୃତଦେହ ଜବତ କରିଛି ।
Rent Agreement କାହିଁକି କରାଯାଏ, କ’ଣ ସୁବିଧା ମିଳେ ?
ଚପଲକୁ ଏଭଳି ଭାବେ ତିଆରି କରାଯାଇଛି ଯେ, ବାହାରୁ ଦେଖିଲେ କାହାକୁ ଅନୁମାନ ବି ହୋଇପାରିବନି କି ଏଥିରେ ସୁନା ଅଛି ବୋଲି ।
ମାୟାନଗରୀ ମୁମ୍ବାଇରେ ୨୫୨ କୋଟିରେ ତିନି ମହଲା କୋଠାର ଡିଲ୍ । ସ୍କୋୟାର ଫୁଟ୍ ପିଛା ମୂଲ୍ୟ ୧.୪ ଲକ୍ଷ ।
ବନ୍ଦେଭାରତ ଏକ୍ସପ୍ରେସ୍ । ଭାରତର ଦ୍ରୁତଗାମୀ ଟ୍ରେନ୍ । ଆଉ ସେହି ଟ୍ରେନର ଏବେ ସାରଥୀ ହୋଇଛନ୍ତି ଜଣେ ମହିଳା । ଆପଣ କହିପାରନ୍ତି ଆଜିକାଲି ଅନେକ ମହିଳା ଲୋକୋ ପାଇଲଟ୍ ହୋଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ସୁରେଖାଙ୍କୁ ନେଇ ଏଇଥି ଲାଗି ଚର୍ଚ୍ଚା ହେଉଛି କାରଣ ସେ ବନ୍ଦେ ଭାରତ ଏକ୍ସପ୍ରେସ ପରି ଦ୍ରୁତଗାମୀ ଟ୍ରେନ୍କୁ ସୁରୁଖୁରୁରେ ଚଳାଉଛନ୍ତି ।
ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।
ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିବା ଦଣ୍ତନୀୟ । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ୨୮ ବର୍ଷୀୟ ଯୁବକ ଦୁଇଟି ବିବାହ କରି ମଧ୍ୟ ଉଭୟଙ୍କ ସହ ଖୁସିରେ ରହୁଛନ୍ତି ।
ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତା’ର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ ।
୫ ବର୍ଷରୁ କମ୍ ବୟସର ପିଲା ଏହି H3N2 ଇନ୍ଫ୍ଲୁଏନ୍ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି ।
ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।
ସାରା ବିଶ୍ୱରେ ଆଜି ଖାଉଟି ଅଧିକାର ଦିବସ ପାଳନ କରାଯାଉଛି । ଖାଉଟି ସୁରକ୍ଷା ତତ୍ତ୍ୱ ଆମେରିକାରେ ପ୍ରଥମେ ସୃଷ୍ଟି ହୋଇଥିଲା ।
ପୋଲିସ ମଧ୍ୟ ଏଭଳି ଚିନ୍ତାଧାରା ଦେଖି ଆଶ୍ଚର୍ଯ୍ୟ । ତେବେ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଧନ୍ୟବାଦ ଜଣାଇବା ଆଳରେ କେନ୍ଦ୍ରକୁ ଟାଗେର୍ଟ କରିଛନ୍ତି । ଓସ୍କାର ପାଇଁ କୌଣସି ଦଳ ବି ଶ୍ରେୟ ନେବା ଉଚିତ ନୁହେଁ । ସମସ୍ତେ ଭାରତର ଓସ୍କାର ବୋଲି ଗର୍ବ ଅନୁଭବ କରିବା ଜରୁରୀ ବୋଲି ସେ ଦୋହରାଇଥିଲେ ।
ରବିବାର ପଞ୍ଜାବ ଅମୃତସର୍ରୁ କୋଲକାତାକୁ ଆସୁଥିବା ଅକଲ୍ ତଖ୍ତ ଏକ୍ସପ୍ରେସର ଟିଟିଇଙ୍କ ବିରୁଦ୍ଧରେ ଯାତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଟ୍ରେନ ଚାଲୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଟିଟିଇ ଶୋଇଥିବା ମହିଳା ଯାତ୍ରୀଙ୍କ ମୁଣ୍ତ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଛି ।
ଏୟାରହୋଷ୍ଟେସ୍ ଅର୍ଚ୍ଚନା ଧିମନ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ଆଦେଶଙ୍କୁ ପୋଲିସ୍ ଗିରଫ କରିଛି। ବେଙ୍ଗାଲୁରୁରେ ଏକ ରେସିଡେନ୍ସିଆଲ୍ ବିଲ୍ଡିଂର ୪ର୍ଥ ମହଲା ବାଲ୍କୋନିରୁ ଅର୍ଚ୍ଚନା ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୯୮୦ ଟଙ୍କା ହୋଇଛି।
ଦ୍ୱାଦଶ ପରୀକ୍ଷାରେ କମ୍ ନମ୍ବର ରଖିଥିଲା କନ୍ୟା। ଏହା ଜାଣିବା ପରେ ସହଜେ ହଜମ କରିପାରିଲାନି ବର। ଶେଷରେ ବାହାଘର ଭାଙ୍ଗି ଦେଲା।
ପିଲାଙ୍କ ପଢେଇବାକୁ ଆସିଥିଲେ ସାର୍। ପ୍ୟାଣ୍ଟ ପକେଟରେ ହାତ ପୁରାଇ ମଦ ବାହାର କଲେ ମହିଳା।
କେନ୍ଦ୍ର ପକ୍ଷରୁ ଦାୟର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ