ଏମାନେ ଦୀର୍ଘଦିନ ହେବ ଜାଲ ନୋଟ କାରବାରରେ ଲିପ୍ତ ଥିଲେ। ପୋଲିସ ସେମାନଙ୍କ ଠାରୁ ୨୭୪ଟି ୫୦୦ ଟଙ୍କିଆ ନୋଟ ଜବତ କରିଛି, ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ।
ଭାଇରାଲ ହେଉଥିବା ପୋଷ୍ଟରେ ୫୦୦ ଟଙ୍କିଆ ନୋଟ୍ର ଏକ ଫଟୋ ଦେଖିବାକୁ ମିଳୁଛି। ଯେଉଁଥିରେ ଲାଲ୍ କିଲ୍ଲା ସ୍ଥାନରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧିଙ୍କ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି।
ଗତକାଲି ଜାଲ୍ ନୋଟ୍ ଜବତ ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ STF । ଜାଲ୍ ନୋଟ୍ ଜବତ ସହ ଉଲୁଣ୍ଡାର ଦୀପକ ମେହେର ଗିରଫ । ପଡ଼ୋଶୀ ଛତିଶଗଡ଼ରୁ ଫେକ୍ ନୋଟ୍ ଆସିଥିବା ସନ୍ଦେହ ।
କୌଣସି ବ୍ୟକ୍ତି ଯଦି ବ୍ୟାଙ୍କର କୌଣସି ବ୍ରାଞ୍ଚକୁ ୨ ହଜାର ଟଙ୍କିଆ ନୋଟ୍ ଜମା କରିବାକୁ ଆସିଛନ୍ତି ଓ ଏହି ନୋଟ୍ ମଧ୍ୟରୁ ନକଲି ନୋଟ୍(Fake Note) ମିଳେ, ତା’ହେଲେ ଏଭଳି ସ୍ଥିତିରେ ବ୍ୟାଙ୍କ ଉକ୍ତ ନୋଟ୍କୁ ଜବତ କରିବ।
ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଖାରବେଳ ନଗର ଅଞ୍ଚଳରୁ ପୋଲିସ୍ ଏହିସବୁ ଜାଲ୍ ନୋଟ୍ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।