Advertisment

ମୋଦି ମୋଦି ନାରାରେ କଂପିଲା ସିଡନୀ ସୁପରଡୋମ୍

ଏହି ଅବସରରେ ପ୍ରବାସୀ ଭାରତୀୟ ଯେତିକି ଉତ୍ସାହିତ ଥିଲେ, ସେତିକି ଉତ୍ସାହିତ ଥିଲେ ବହୁ ଅଷ୍ଟ୍ରେଲୀୟ ନେତା ।

author-image
Satyendu Shekher Mishra

ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା । ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍। ଏହି ଅବସରରେ ପ୍ରବାସୀ ଭାରତୀୟ ଯେତିକି ଉତ୍ସାହିତ ଥିଲେ, ସେତିକି ଉତ୍ସାହିତ ଥିଲେ ବହୁ ଅଷ୍ଟ୍ରେଲୀୟ ନେତା ।

Advertisment
Narendra Modi
Advertisment
Advertisment