• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Air India to buy 500 Boeing
ସବୁଠୁ ବଡ଼ ବିମାନ ଡିଲ୍‌: ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ

ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ। ଏଥିପାଇଁ ହୋଇଛି ଶହେ ବିଲିୟନ୍ ଡଲାରର ଡିଲ୍।

Delhi man kills live-in partner
ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

ଦିନରେ ଲିଭ୍‌-ଇନ୍‌-ପାର୍ଟନରକୁ ହତ୍ୟା କଲା ଓ ରାତିରେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଲା ପ୍ରେମିକ। ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। 

Cheetahs
ପୁଣି ଭାରତ ଆସିବେ ୧୨ ଚିତା

ଗତବର୍ଷ ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୮ଟି ଚିତାଙ୍କୁ କୁନୋ ନାସନାଲ ପାର୍କକୁ ଛାଡିଥିଲେ।

echhapuram news
ଚତୁର୍ଥୀରେ ଜଳିଲା ଚିତା; ଦୁର୍ଘଟଣା ନେଲା ଦମ୍ପତିଙ୍କ ଜୀବନ

କାନ୍ଥରୁ ଲିଭିନି ବାହାଘର ଚିତା, ଲିଭିଗଲା ଜୁଇ

echhapuram news
କେମିତି ଏ ବିଧିର ବିଧାନ ? ଚତୁର୍ଥୀରେ ଜଳିଲା ନବଦମ୍ପତିଙ୍କ ଚିତା

କାନ୍ଥରେ ଚମକୁଛି ନାଁ, ହେଲେ ନାହାନ୍ତି ବରକନ୍ୟା

A heart-wrenching sight from Turkey
ତୁର୍କୀରୁ ଆସିଲା ହୃଦୟ ଥରା ଦୃଶ୍ୟ; କନ୍ଦେଇଲା କୁନି ପୁଅର କଥା

ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ କରୁଛି ଛଳଛଳ।

marriage portal
୬୫ ବର୍ଷରେ ଖୋଜୁଥିଲେ ପ୍ରେମିକା, ହରାଇଲେ ୬୦ ଲକ୍ଷ

ଧୋକା ଦେଇଦେଲା ବିଧବା ପ୍ରେମିକା

Firing In Marriage Procession
ବିବାହ ଶୋଭାଯାତ୍ରା ପହଞ୍ଚୁ ପହଞ୍ଚୁ ବାଣ ବଦଳରେ ଫୁଟିଲା ଗୁଳି...

ବାଜା ରୋଷଣୀ ଧରି ବର ଆସୁଥାଏ। ଆଉ କିଛି ସମୟ ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ ଶୋଭାଯାତ୍ରା। ଠିକ୍ ଏତିକି ବେଳେ ଶୁଭିଲା ଗୁଳିଶବ୍ଦ।

Abdur Rehman
ଅବଦୁର ରେହମାନ ସମେତ ଆତଙ୍କବାଦରେ ଲିପ୍ତଥିବା ୪ ଦୋଷୀଙ୍କୁ ସଶ୍ରମ କାରାଦଣ୍ଡ

ଅବଦୁର ରେହମାନ ପାକିସ୍ତାନ ଯାଇ ଆତଙ୍କବାଦୀ ତାଲିମ ନେଇଥିଲା

DA May Hike Of Government Employees Before Holi
ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର...

ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ବୃଦ୍ଧି ନେଇ ଆଶା କରାଯାଉଛି।

Tax Survey At BBC's Delhi, Mumbai Offices
BBC ଅଫିସରେ ଆଇଟି ଯାଞ୍ଚ; ନେଇଗଲେ କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌...

ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଯାଞ୍ଚ କରିଥିବା ସୂଚନା ମିଳିଛି। ଯାଞ୍ଚ ପାଇଁ ଆଇଟି ଅଧିକାରୀ ବିବିସିର କିଛି କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ନେଇ ଯାଇଥିବା ଜଣାପଡ଼ିଛି।

Gold Price Today
Gold Price Today 14th Feb 2023: କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୬୦୦ ଟଙ୍କା ରହିଛି ।

Woman techie drugged, raped in car
ନିଶା ଦେଇ କାର୍‌ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ! ଚାକିରି ଆଶାରେ ଭେଟିବାକୁ ଯାଇଥିଲେ...

୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କୁ ପାଣିରେ ନିଶାଦ୍ରବ୍ୟ ମିଶାଇ ଏହାକୁ ପିଇବା ପାଇଁ ଅଫର କରିବା ପରେ କାର୍‌ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

Union Home Minister Amit Shah On 2024 General Elections
ଅମିତ ଶାହଙ୍କ ବଡ଼ ବୟାନ- ‘୨୦୨୪ରେ ବିଜେପିକୁ କେହି ଟକ୍କର ଦେଇପାରିବେନି’

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କଲାବାଲା କେହି ନାହାନ୍ତି । ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। 

Mother-Daughter Die In Fire During Demolition Drive
‘ସବୁ ଦେଖୁଥିଲେ, ହେଲେ କେହି ବଞ୍ଚାଇବାକୁ ଆସିଲେନି’....ଜବରଦଖଲ ଉଚ୍ଛେଦ ବେଳେ ଘରେ ନିଆଁ ଲାଗି ମା’-ଝିଅ ମୃତ

ବେଆଇନ୍‌ ଉଚ୍ଛେଦ ଅଭିଯାନ ବେଳେ ଘରେ ନିଆଁ ଲଗାଇ ଦେବାରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ମା’ ଓ ଝିଅକୁ ହତ୍ୟା କରାଯାଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି। 

Pulwama
ପୁଲୱାମା ଘଟଣାକୁ ୪ ବର୍ଷ : ସେଦିନ ଗୋଲାପ ନୁହେଁ ରକ୍ତରେ ଲାଲ୍‌ ହୋଇଥିଲା ଭାରତ

ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା

Aiims
ଭୁବନେଶ୍ୱର ଏମ୍‌ସକୁ ବିରଳ ଅସ୍ତ୍ରୋପଚାର ପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିୟ ମଧ୍ୟ ଏମସ ଅସ୍ତ୍ରୋପଚାର ସଫଳତା ନେଇ ପ୍ରଂଶସା କରିଥିଲେ ।

Quack brands two-month-old with hot iron rod to cure cough, held
ଭୟଙ୍କର କ୍ୱାକ୍; କାଶ ଭଲ କରିବାକୁ ଦୁଇ ମାସର ଶିଶୁ ପେଟରେ ଦେଲା ଚେଙ୍କ

ବର୍ତ୍ତମାନ ଶିଶୁଟିକୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି

Cabbie shows porn video
କ୍ୟାବ୍ ଭିତରେ ନାବାଳିକାକୁ ପର୍ଣ୍ଣ ଭିଡିଓ ଦେଖାଇଲା ଡ୍ରାଇଭର, ତା’ପରେ...

ସ୍କୁଲରୁ ଆଣିବା ବେଳେ କରିଥିଲା ଦୁର୍ବ୍ୟବହାର

15-year-old falls into elevator shaft, crushed to death in delhi
ଲିଫ୍ଟରେ ଖସିଗଲା ଗୋଡ଼, ଚାପି ହୋଇ ଖଣ୍ଡ ଖଣ୍ଡ ହୋଇଗଲେ ୧୫ ବର୍ଷର ବାଳକ

ଗୋଡ଼ ଖସି ଯିବାରୁ ଜଣେ ୧୫ ବର୍ଷୀୟ ବାଳକ ଲିଫ୍ଟରେ ଚାପି ହୋଇ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଛନ୍ତି। ମୃତକଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଫ୍ୟାକ୍ଟ୍ରିରର ଜଣେ କର୍ମଚାରୀ ତାଙ୍କ ପୁଅକୁ ଠେଲି ଦେଇଛନ୍ତି।

  • Monday, 13 February 2023
Gold Price Today
Gold Price Today 13th Feb 2023: ସ୍ଥିର ରହିଛି ସୁନା, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ…

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୫୦ ଟଙ୍କା ରହିଛି ।

Earthquake Will Occur In India Afghanistan And Pakistan Predicts Dutch Researcher
ଭବିଷ୍ୟବାଣୀ- ଭାରତ ସମେତ ୩ ଦେଶକୁ ଆସିପାରେ ଏହି ବଡ଼ ବିପଦ !

ତୁର୍କୀରେ ବଡ଼ଧରଣର ଭୂକମ୍ପ ଆସିବାର ୩ ଦିନ ପୂର୍ବରୁ ନେଦରଲ୍ୟାଣ୍ଡର ଜଣେ ଗବେଷକ ଏହାର ଭବିଷ୍ୟବାଣୀ କରିଥିଲେ। ଯାହାକି ପରେ ସତ ସାବ୍ୟସ୍ତ ହୋଇଥିଲା। ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି।