ସ୍ୱିଗି କି ଜୋମାଟୋ ନୁହେଁ...ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍ କି ଅଫ୍ ଲାଇନ୍ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ
ପ୍ରେମିକାର କଥା ଶୁଣି ପ୍ରେମିକର ଉଡ଼ିଗଲା ହୋସ୍ । ତା’ପରେ..
ନାବାଳିକା ଜଣକ ଉଭୟ ସାମାଜିକ ଓ ମାନସିକ ଉପରେ ଯଥେଷ୍ଟ ସମସ୍ୟା ଭୋଗିବାର କାରଣ ହୋଇପାରେ ବୋଲି କୋର୍ଟ କହିଛନ୍ତି।
ବର୍ତ୍ତମାନ ସମୟରେ ବିବାହ ପରେ ‘USE AND THROUGH’ ମାନସିକତା ବଢ଼ି ଯାଇଛି। ସ୍ୱାର୍ଥ ସରିଗଲେ ମୁହଁ ମୋଡ଼ି ନେବା ଦ୍ୱାରା ବିବାହ ବିଚ୍ଛେଦ ବଢ଼ୁଛି।
ସଡ଼କ ଦୁର୍ଘଟଣାରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ଏଥିପାଇଁ ଦାୟୀ କିଏ ରହିବ ?
ତେବେ ପୂର୍ବରୁ ଅଗଷ୍ଟ ୧ରେ ମୁମ୍ବାଇ POCSO କହିଥିଲେ, କୌଣସି ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୁହେଁ। କେବଳ ଏତିକି ନୁହେଁ ବରଂ ଏପରି ମାମଲାରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ ମଧ୍ୟ କରିଦେଇଥିଲେ କୋର୍ଟ। ତେବେ ମାମଲାଟି ଏବେ ର ନୁହେଁ ବରଂ ୨୦୧୭ ମସିହାରେ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରେ ଏହି ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା
ଜଣେ ମହିଳା ସମ୍ପୂର୍ଣ୍ଣ ଆଇନ ପ୍ରଣାଳୀକୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। ସେ LLB ଡିଗ୍ରୀ ନ ପାଇ ଦୁଇ ବର୍ଷ ଆଡ୍ଭୋକେଟ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ବାର୍ କାଉନ୍ସିଲ୍ରେ ପଞ୍ଜୀକୃତ ମଧ୍ୟ ହୋଇଥିଲେ।