କୋଲକାତା ଆରିଜି କର ମେଡକାଲ କଲେଜର ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ସହ ହତ୍ୟା ଘଟଣା ମନରୁ ନ ଲିଭୁଣୁ ପୁଣି ଏଭଳି ଅସଦାଚରଣ ନେଇ କ୍ଷୋଭ ପ୍ରକାଶ ପାଇଛି।
ଜଣେ ୧୫ ବର୍ଷୀୟ ବାଳକ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଛି। ଏହା ସହ ତାଙ୍କୁ ଚପଲ୍ରେ ନିଜକୁ ମାରିବାକୁ ବାଧ୍ୟ କରିଥିବା ଅଭିଯୋଗ ବି ହୋଇଛି।