• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Election 2024
ଆଜି ବିଜେପିର CEC ବୈଠକ; ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ୧୦୦ ଜଣିଆ ପ୍ରାର୍ଥୀ ତାଲିକା

ଆଜିର ବୈଠକ ପରେ ଖୁବ୍ ଶୀଘ୍ର ବିଜେପି ପ୍ରଥମ ପର୍ଯ୍ୟାୟରେ ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହ ଓ ରାଜନାଥଙ୍କ ଭଳି କିଛି ହେଭିୱେଟ୍‌ଙ୍କ ନାଁ ଘୋଷଣା ହୋଇପାରେ ।

DMK newspaper
ତାମିଲରେ ଏ କି ଚିନ୍ତାଧାରା ? ମୋଦିଙ୍କ ସହ ISRO ବଦଳରେ ଲାଗିଲା ଚାଇନା ରକେଟ୍‌ ଫଟୋ

ତାମିଲନାଡୁ ସରକାରଙ୍କ ଖବରକାଗଜ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନା କରାଯାଇଛି । ବିଜ୍ଞାପନରେ ଇସ୍ରୋ ବଦଳରେ ଚୀନ୍ ରକେଟ୍ ଚିତ୍ର ପ୍ରଦର୍ଶିତ କରାଯାଇଛି ।

Cancer
କ୍ୟାନସର ଚିକିତ୍ସାରେ ନୂଆ ସମ୍ଭାବନା; କର୍କଟ ରୋଗକୁ ମାତ୍‌ ଦେବ ୧୦୦ ଟଙ୍କିଆ ଟାବଲେଟ୍

କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।

Core committee meeting
ଦିଲ୍ଲୀରେ BJPର କୋର୍ କମିଟି ବୈଠକ; ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ୧୦୦ ପ୍ରାର୍ଥୀଙ୍କ ନାଁ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତିଯେ, ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଟ୍ ଲିଷ୍ଟ୍ ହୋଇଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା ହୋଇପାରେ ।

Tata Memorial Centre
କ୍ୟାନ୍‌ସର ପାଇଁ No Tension; ଆସୁଛି ଟାବ୍‌ଲେଟ୍‌, ୧୦୦ ଟଙ୍କାରେ ହେବେ ସୁସ୍ଥ !

ଟାଟାର ଦାବି ଅନୁସାରେ କ୍ୟାନ୍ସର ନଷ୍ଟ କରିବାକୁ ପ୍ରସ୍ତୁତ ହୋଇଛି ଏକ ଟାବ୍‌ଲେଟ୍‌ । ଯାହା ଖୁବ୍‌ଶୀଘ୍ର ବଜାରକୁ ଆସିବ । ସବୁଠାରୁ ବଡ଼ କଥା ହେଉଛି ଏହା ଶସ୍ତାରେ ବଜାରରେ ଉପଲବ୍ଧ ହେବ ।

Tamilnadu Politics
ତାମିଲନାଡ଼ୁରେ ଶକ୍ତି ଦେଖାଇଲା BJP; ୬ ମାସରେ ୨୩୪ ଆସନରେ କଲା ପଦଯାତ୍ରା

ତାମିଲନାଡୁ BJPର ମୁଖ୍ୟ କେ. ଅନନାମାଲାଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ‘X’ରେ ଏ ସମ୍ପର୍କରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

3300 kg of drugs seized
NCBର ବଡ଼ ଚଢ଼ାଉ: ଜାହାଜରୁ ଜବତ ହେଲା ୩,୩୦୦ କେଜିର ଡ୍ରଗ୍ସ...

ନୌସେନା ଓ NCBର ବଡ଼ ଚଢାଉ । ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ ।  ଜବତ ନିଶାଦ୍ରବ୍ୟର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି । 

online betting
ଅନଲାଇନ୍ ବେଟିଂରେ ହରାଇଲେ ଟଙ୍କା...ଋଣ ପରିଶୋଧ କରିନପାରି ଝୁଲି ପଡ଼ିଲେ ଇଂଜିନିୟରିଂ ଛାତ୍ର

ସେ ସାଙ୍ଗମାନଙ୍କଠାରୁ ଧାର ମଧ୍ୟ ଆଣିଥିଲେ। ପ୍ରାୟ ୩ଲକ୍ଷ ଟଙ୍କା ଋଣ କରିଥିଲେ। ଏହି ବିଷୟରେ ଜଣାପଡିବା ପରେ ପରିବାର ଲୋକ ଋଣ ପରିଶୋଧ କରିଥିଲେ।

rock collapses in Chhattisgarh mines
ଧସିଲା ଲୁହାପଥର ଖଣି, ୪ ଶ୍ରମିକ ମୃତ, ଅନେକ ପୋତି ହୋଇରହିଥିବା ସୂଚନା

ଅତିରିକ୍ତ ପୋଲିସ ଅଧୀକ୍ଷକ ଆର.କେ ବର୍ମନ କହିଛନ୍ତି, ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Gaganyaan
ହଟିଲା ସସପେନ୍ସ, ବଢିଲା ଉତ୍ସାହ...‘ଗଗନଯାନ’ରେ ମହାକାଶ ଯିବେ ୪ ମହାକାଶଚାରୀ

କିପରି ମହାଶୂନ୍ୟରେ, ଜିରୋ ଗ୍ରାଭିଟିରେ ରହିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ୪ ସମ୍ଭାବ୍ୟ ମହାକାଶଚାରୀ।

Rahul Gandhi
ଧର୍ମସଂକଟ ! ୱେନାର୍ଡ ଆସନରେ ରାହୁଲଙ୍କ ବିରୁଦ୍ଧରେ ପ୍ରାର୍ଥୀ ଘୋଷଣା କରିସାରିଛି ବାମମେଣ୍ଟ

ବାମମେଣ୍ଟର ପ୍ରାର୍ଥୀ ଘୋଷଣାରେ ସରିନି ରାହୁଲଙ୍କ ଅଡୁଆ। କେରଳରେ କଂଗ୍ରେସର ସହଯୋଗୀ ଇଣ୍ଡିଆନ ମୁସଲିମ୍ ଲିଗ୍ ଏଥର ୨ ବଦଳରେ ୩ଟି ଆସନ ଦାବି କରୁଛି। ଏହି ଆସନ ଭିତରେ ରହିଛି ୱେନାର୍ଡ।

Cross Voting
ହିମାଚଳ ପ୍ରଦେଶରେ କ୍ରସ୍ ଭୋଟିଂ, ବିଜେପିକୁ ସମର୍ଥନ ଦେଲେ କଂଗ୍ରେସର ୬ ବିଧାୟକ

ୟୁପିରେ ସମାଜବାଦୀ ପାର୍ଟିର ୭ ବିଧାୟକଙ୍କ କ୍ରସ୍ ଭୋଟିଂ ।

Gaganyaan
କିଏ ଏହି ୪ ମହାକାଶଚାରୀ, ଯିଏ ‘ଗଗନଯାନ’ରେ ଯିବେ ମହାକାଶ

ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣ ହେଲେ ଭାରତୀୟ ବାୟୁସେନାର ୪ ପାଇଲଟ୍।

Patanjali
ବଢ଼ିଲା ବାବା ରାମଦେବଙ୍କ ଅଡ଼ୁଆ, ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳିକୁ ଅବମାନନା ନୋଟିସ୍‌

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାଲାର ଶୁଣାଣି କରିଛନ୍ତି।

CAA
ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ CAA !

ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଦେଶରେ CAA ଲାଗୁ କରିପାରନ୍ତି ବୋଲି କୁହାଯାଉଛି ।

 Anant Radhika Wedding
Anant-Radhika pre Wedding: ଅନନ୍ତଙ୍କ ପ୍ରି ୱେଡ଼ିଂରେ ଅତିଥିଙ୍କୁ ପରସା ଯିବ ୨୫୦୦ ଆଇଟମ୍‌...ଜାଣନ୍ତୁ କ’ଣ ରହିଛି ଖାସ୍...

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପୂର୍ବରୁ ପ୍ରି ୱେଡ଼ିଂ ଉତ୍ସବ ଆୟୋଜନ କରାଯାଉଛି । ଯେଉଁଥିରେ ଅତିଥିଙ୍କୁ ପରସା ଯିବ ୨୫୦୦ ଆଇଟମ୍‌...ଜାଣନ୍ତୁ କଣ ରହିଛି ଖାସ୍...

Narendra Modi
ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ମୋଦି ! ଚଣ୍ଡିଖୋଲରେ ହେବ କାର୍ଯ୍ୟକ୍ରମ

ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Arvind Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଇଡିର ସମନ, ମାର୍ଚ୍ଚ ୪ରେ ହାଜର ହେବାକୁ ନିର୍ଦ୍ଦେଶ

ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଇ ମାର୍ଚ୍ଚ ୮ରେ ଯାଞ୍ଚ ଏଜେନ୍ସି ସାମ୍ନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛି ଇଡି।

Mera Pehla Vote Desh Ki Liye
‘ଗଣତନ୍ତ୍ରର ସବୁଠୁ ବଡ଼ ପର୍ବରେ ସାମିଲ ହୁଅନ୍ତୁ, ଦେଶ ପାଇଁ ପ୍ରଥମ ଭୋଟ୍‌ ଦିଅନ୍ତୁ’

ଏହି ଥିମ୍‌ ସଙ୍ଗକୁ ଆଜି କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ପୋଷ୍ଟ କରିବା ସହ କହିଛନ୍ତି ଯେ, ଲୋକମାନେ ନିଜେ ଭୋଟ୍‌ ଦେବା ସହ ଯୁବକମାନଙ୍କୁ ଭୋଟ୍‌ ଦେବାକୁ ପ୍ରୋତ୍ସାହିତ କରିବା ଉଚିତ୍‌।

 Man Dies After Heart Attack
ସାଙ୍ଗ ହୋଇ ଯାଇଥିଲେ ବୁଲି; ସ୍ୱାମୀଙ୍କୁ ହେଲା ହାର୍ଟ ଆଟାକ୍‌, ଆତ୍ମହତ୍ୟା କଲା ସ୍ତ୍ରୀ...

ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ତିନିମାସ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ସ୍ୱାମୀର ମୃତ୍ୟୁପରେ ଜୀବନ ହାରିଦେଲା ସ୍ତ୍ରୀ ।

Gaganyaan
ମହାଶୂନ୍ୟରେ ପାଦ ଥୋଇବ ଭାରତ, ଜାଣନ୍ତୁ...ମହାକାଶ ଯାତ୍ରାରେ ଯିବେ କେଉଁମାନେ...

୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ ଘୋଷଣା ହୋଇଛି ।

man swallows 39 coins
 ବଡ଼ି ବିଲ୍ଡିଂ ପାଇଁ ଯୁବକଙ୍କ ଅଜବ କାରନାମା; ଗିଳିଦେଲେ ୩୯ କଏନ୍‌, ୩୭ ଚୁମ୍ୱକ...

ଯୁବକଙ୍କ ଅଜବ କାରନାମା ଶୁଣିଲେ ହେବେ ତାଜୁବ । ବଡ଼ି ବିଲ୍ଡିଂ ପାଇଁ ଗିଳିଦେଲେ ୩୯ଟି କଏନ୍‌ ଓ ୩୭ଟି ଚୁମ୍ୱକ ।

paytm
କମ୍ପାନୀକୁ ବାଜିଲା RBI ଛାଟ, ଚାକିରି ଯିବା ଭୟରେ ଆତ୍ମହତ୍ୟା କରିଦେଲେ କର୍ମଚାରୀ

ଚାକିରି ଯିବା ଭୟରେ କଲେ ଆତ୍ମହତ୍ୟା । ପେଟିଏମକୁ ନେଇ ଲାଗି ରହିଥିବା ବିବାଦ, ଜଣେ କର୍ମଚାରୀଙ୍କର ଜୀବନ ନେଇଛି ।

BJP
ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବୈଜୟନ୍ତ ପଣ୍ଡା

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ।

Paytm
Paytmକୁ RBI ଚୋଟ, ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରତିଷ୍ଠାତା; ବୋର୍ଡରେ ଓଡ଼ିଆ ସାମିଲ୍

ଅନଲାଇନ୍ ପେମେଣ୍ଟ ସର୍ଭିସ୍ ସଂସ୍ଥା ପେଟିଏମକୁ RBI ଝଟକା ପ୍ରସଙ୍ଗ । ବହୁ ବାଦବିବାଦ ପରେ କଂପାନୀର ଅଧ୍ୟକ୍ଷ ପଦ ଛାଡ଼ିଲେ ଏହାର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ।