ଏଣିକି ଲାଇଟ୍ ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ। ଏଥିପାଇଁ ଆଉ ଅଲଗା ଅଥରାଇଜେସନର ଆବଶ୍ୟକତା ନାହିଁ।
ପରିବହନ ବିଭାଗର ବଡ଼ ନିଷ୍ପତ୍ତି । ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି ।
ବଦଳିଲା ଡ୍ରାଇଭିଂ ଲାଇସେନ୍ସ ପ୍ରଣାଳୀ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି ।
ରାଜ୍ୟରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । ୬ଟି ସ୍ଥାନରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । କମ୍ପ୍ୟୁଟର, କ୍ୟାମେରା ଓ AI ଦ୍ବାରା ହେବ ତଦାରଖ ।
ଇଣ୍ଟରନେଟ୍ ମାଧ୍ୟମରେ ବର୍ତ୍ତମାନ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ବହୁ ଜରୁରୀ ସେବାଗୁଡିକର ଲାଭ ଉଠାଇ ପାରିବେ । ଅତି ସହଜରେ ସବୁ କିଛି ଡକ୍ୟୁମେଣ୍ଟ କରିପାରିବେ ।
ଡିଏଲ୍ ବା ଏଲ୍ଏଲ୍ ଆବେଦନ କରୁଥିବା ବ୍ୟକ୍ତିଙ୍କ ମେଡିକାଲ୍ ସାର୍ଟିଫିକେଟ ଇଲେକ୍ଟଟ୍ରୋନିକାଲି ପଞ୍ଜୀକୃତ ଡାକ୍ତର ଅପ୍ଲୋଡ୍ କରିବେ।
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ବାହାର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଲାଇସେନ୍ସ ବାହାର କରିବାକୁ ହେଲେ ଏଣିକି ସେମାନଙ୍କୁ ଆଉ ପରୀକ୍ଷା ଦେବା ଦରକାର ପଡ଼ିବନି। କାରଣ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମ…