• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gaganyaan
କିଏ ଯିବେ ମହାକାଶ: ଘୋଷଣା ହୋଇପାରେ ଭାରତୀୟ ମହାକାଶଚାରୀଙ୍କ ନାଁ !

ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍ । ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Rajya Sabha Election
ରାଜ୍ୟସଭା ନିର୍ବାଚନ: ୫୬ ଆସନରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନ ପାଇଁ ହେବ ଭୋଟ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥୀ । ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି ।

Bengaluru Metro Station Viral Video
ଅସନା କପଡ଼ା ପିନ୍ଧିଥିଲେ ବୋଲି ଚାଷୀଙ୍କୁ ମେଟ୍ରୋରେ ମିଳିଲାନି ଏଣ୍ଟ୍ରି ! ଦେଖନ୍ତୁ ଭିଡିଓ...

ବେଙ୍ଗାଲୁରୁ ସହରର ଏହି ଘଟଣା । ଜଣେ ଚାଷୀ ମୁଣ୍ଡରେ କିଛି ଲୁଗାପଟା ଗଣ୍ଠିଲି ମୁଣ୍ଡାଇ ମେଟ୍ରୋ ଷ୍ଟେସନ୍‌ରେ ପହଞ୍ଚିଥିଲେ । ସେ ପିନ୍ଧିଥିବା ପୋଷାକ ମଳି ହୋଇଯାଇଥିଲା ।

  • Monday, 26 February 2024
  • Metro
5 Working Day In Bank
ଏଣିକି ସପ୍ତାହକୁ ୫ ଦିନ ଚାଲିବ ବ୍ୟାଙ୍କ...! ଜାଣନ୍ତୁ କ’ଣ କହୁଛି କର୍ମଚାରୀ ସଂଘ

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ସମୀକ୍ଷା କରିବା ସହ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।

School
ଏଣିକି କଡ଼ାକଡ଼ି ହେବ, ୬ ବର୍ଷ ନହେଲେ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ମନା !

୨୦୨୦ରେ NEP ଆରମ୍ଭ ହେବା ପରଠୁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଅନେକ ଚିଠି ଲେଖିଛି । ଯେଉଁଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି ।

forest officer suspended for naming lion
ସିଂହ ଯୋଡ଼ିଙ୍କ ନାମ ‘ଆକବର-ସୀତା’ ଦେଇ ଫସିଲେ ଜଙ୍ଗଲ ଅଧିକାରୀ, ହେଲେ ନିଲମ୍ୱିତ...

ସିଂହ ଯୋଡ଼ିଙ୍କ ନାମ ରଖିବା ପଡ଼ିଲା ମହଙ୍ଗା । ସିଂହ ଯୋଡ଼ିଙ୍କ ନାମ ‘ଆକବର-ସୀତା’ ଦେଇ ଫସିଲେ ଜଙ୍ଗଲ ଅଧିକାରୀ । ଶେଷରେ ଚାକିରିରୁ ହେଲେ ନିଲମ୍ୱିତ ଜଙ୍ଗଲ ଅଧିକାରୀ । 

Amrit Bharat Station Scheme
ବଦଳିବ ରେଳ ଷ୍ଟେସନର ଚେହେରା...ମିଳିବ ବିମାନବନ୍ଦର ଭଳି ସୁବିଧା...ଜାଣନ୍ତୁ କ’ଣ ଏହି ଯୋଜନା

ଷ୍ଟେସନଗୁଡ଼ିକରେ ଚାଲୁଥିବା ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ରହିଛି । ଏଥିରେ ବିଭିନ୍ନ ଷ୍ଟେସନରେ ସୁବିଧା ବଢ଼ାଇବା ପାଇଁ ମାଷ୍ଟର ପ୍ଲାନ୍‌ ତିଆରି ହେବା ସହ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ।

5-Year-Old Takes Legal Stand: Files PIL To Shut Liquor Shop Near School
ବୟସ କମ୍‌, କାମ ବଡ଼; ସ୍କୁଲ ପାଖରେ ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପହଞ୍ଚିଲେ ୫ ବର୍ଷର ଶିଶୁ...

ବୟସରେ ଛୋଟ କିନ୍ତୁ କାମରେ ବଡ଼ । ୫ ବର୍ଷ ପିଲାର ନିଆରା ପ୍ରୟାସ । ଶୁଣିଲେ ହେବେ ତାଜୁବ । ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପହଞ୍ଚିଛନ୍ତି ୫ ବର୍ଷର ଛାତ୍ର ।

Anant Ambani & Radhika Merchant Pre-Wedding
ଅନନ୍ତ ଓ ରାଧିକାଙ୍କ ପ୍ରି ୱେଡିଂରେ ଯୋଗ ଦେବେ ଖାସ୍ ଅତିଥି; ଲିଷ୍ଟରେ ଅଛନ୍ତି ଜୁକରବର୍ଗ, ସୁନ୍ଦର ପିଚାଇ...

ଖୁବ୍‌ଶୀଘ୍ର ପିଲା ଦିନର ବନ୍ଧୁରୁ ଜୀବନସାଥୀ ହେବେ ଅନନ୍ତ ଅମ୍ୱାନି ଓ ରାଧିକା ମର୍ଚାଣ୍ଟ । ପ୍ରି ୱେଡିଂରେ ଯୋଗ ଦେବେ ଖାସ୍ ଅତିଥି...ଲିଷ୍ଟରେ ଅଛନ୍ତି ଜୁକରବର୍ଗ, ବିଲ୍ ଗେଟ୍ସ...

 Gyanvapi cellar
ଜ୍ଞାନବାପୀ ମସଜିଦ ମାମଲା...ମୁସଲିମ୍ ପକ୍ଷକୁ ଶକ୍ତ ଝଟକା...ଜାରି ରହିବ ପୂଜାର୍ଚ୍ଚନା

ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ।

NITI AAyog
ଖୁବଶୀଘ୍ର ଦେଶରୁ ହଟିବ ଗରିବୀ...୫ପ୍ରତିଶତ ତଳକୁ ଖସିଲା ଦାରିଦ୍ର୍ୟ ହାର...ରିପୋର୍ଟରେ ଖୁଲାସା

ଗ୍ରାମାଞ୍ଚଳରେ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୩,୭୭୩ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬,୪୫୯ ଟଙ୍କା ରହିଛି।

PM Modi
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ

୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ।

Nafe Singh Rathi Shot Dead
ହରିୟାଣାର INLD ମୁଖ୍ୟଙ୍କୁ ଗୁଳି କରି ହତ୍ୟା...୪୦ରୁ ୫୦ ରାଉଣ୍ଡ ଫାୟାରିଂ କଲେ ଦୁର୍ବୃତ୍ତ...

INLD ହରିୟାଣା ମୁଖ୍ୟ ନଫେ ସିଂ ରାଠିଙ୍କୁ ଗୁଳିକରି ହତ୍ୟା । ନଫେ ସିଂଙ୍କ ଉପରକୁ ଦୁର୍ବୃତ୍ତ ୪୦ରୁ ୫୦ ରାଉଣ୍ଡ ଗୁଳି କରି ଫେରାର ମାରିଛନ୍ତି। 

government officer
ଛୋଟ ଭୁଲ୍‌ ପାଇଁ ଟ୍ରକ୍ ଆଗକୁ ଠେଲି ଦେଲେ ସରକାରୀ ଅଫିସର୍‌...ଚାଲିଗଲା ଜୀବନ...

ଛୋଟ ଭୁଲ୍‌ ନେଇଗଲା ଜୀବନ । ଗାଡ଼ି ସଫା କରି ଟଙ୍କା ମାଗୁଥିଲେ କିନ୍ତୁ ମିଳିଲା ମୃତ୍ୟୁର ଉପହାର । ଟ୍ରକ ତଳେ ଚାପି ହୋଇ ଚାଲିଗଲା ଜୀବନ... 

PM Modi Prays at Krishna’s Dwarka
ଦ୍ୱାରକାରେ ପ୍ରଧାନମନ୍ତ୍ରୀ; ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ କଲେ ପ୍ରାର୍ଥନା

ଆଜି ଦ୍ୱାରକା ଯାଇ ସମୁଦ୍ର ଭିତରେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ । ପରେ ନିଜର ଅନୁଭୂତିକୁ ସୋସିଆଲ ମିଡିଆ ‘X’ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।

Mann Ki Baat
‘ମନ୍ କି ବାତ୍‌’ରେ ଓଡ଼ିଆ ଦମ୍ପତିଙ୍କୁ ମୋଦିଙ୍କ ପ୍ରଶଂସା

ଆଜି ୧୧୦ ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଆ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି ମୋଦି।

Ritesh Pandey
ମୋଦିଙ୍କ ସହ କରିଥିଲେ ଲଞ୍ଚ, ଏବେ BSP ଛାଡ଼ି BJPରେ ମିଶିଲେ ସାଂସଦ ରିତେଶ ପାଣ୍ଡେ

ସଂସଦର ବଜେଟ୍ ଅଧିବେଶନରେ ସଂସଦ ଗୃହର କ୍ୟାଣ୍ଟିନରେ ମଧ୍ୟାହ୍ନ ଭୋଜନ କରିଥିବା ୯ ସାଂସଦଙ୍କ ମଧ୍ୟରେ ରିତେଶ ପାଣ୍ଡେ ମଧ୍ୟ ଥିଲେ।

Train Run Without Driver
ଚା’ ପିଇବାକୁ ଯାଇଥିଲେ ଡ୍ରାଇଭର, ଆପେ ଆପେ ଗଡ଼ିଲା ଟ୍ରେନ୍‌

ଟ୍ରେନ୍‌ଟି ଷ୍ଟେସନରେ ରହିବା ପରେ ଡ୍ରାଇଭର ଚା’ ପିଇବାକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନ୍‌ଟି ହଠାତ ଗଡ଼ିବା ଆରମ୍ଭ କରିଥିଲା।

  • Sunday, 25 February 2024
  • Train
Son Killed Mother
ସଇତାନ୍ ପୁଅ...ଅନଲାଇନ୍ ଗେମ୍ ଖେଳି କରିଥିଲା ଋଣ...ସୁଝିବାକୁ ମା’କୁ କଲା ହତ୍ୟା

ହିମାଂଶୁ ନିଜ ମାଉସୀଙ୍କ ସୁନା ଗହଣା ଚୋରିକରି ବିକ୍ରି କରିଦେଇଥିଲେ। ପରେ ଏହି ଟଙ୍କାରେ ସେ ବାପା-ମା’ଙ୍କ ନାଁରେ ୫୦ଲକ୍ଷର ଇନସ୍ୟୁରାନ୍ସ କରିଥିଲେ।

Sudarshan Setu
ଲୋକାର୍ପିତ ହେଲା ଦେଶର ସବୁଠୁ ବଡ଼ କେବୁଲ୍ ବ୍ରିଜ୍, ‘ସୁଦର୍ଶନ ସେତୁ’ର ଉଦଘାଟନ କଲେ ମୋଦି

ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପାଇଁ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି।

Sudarshan Setu,
ଆଜି ଲୋକାର୍ପିତ ହେବ ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍, ଖର୍ଚ୍ଚ ହୋଇଛି ୯୮୦ କୋଟି

୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି।

General Election
କେବେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ ?

ଭୋଟ୍ ତାରିଖ କେବେ ଘୋଷଣା କରିବେ ନିର୍ବାଚନ କମିଶନ ? ଜୋର ଧରିଲାଣି ଚର୍ଚ୍ଚା, ଭାଇରାଲ୍ ହେଲାଣି ଫେକ୍ ସ୍କେଡ୍ୟୁଲ୍ ।

General Election
କେବେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ ? ଭାଇରାଲ୍‌ ହେଲାଣି ମିଛ କାର୍ଯ୍ୟସୂଚୀ

ସୋସିଆଲ ମିଡିଆରେଭାଇରାଲ୍ ହେଉଛି ସାଧାରଣ ନିର୍ବାଚନର ମିଛ କାର୍ଯ୍ୟସୂଚୀ। ଏହାକୁ ବିଶ୍ୱାସ ନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

BJP
ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି !

ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉ ଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ।

Rapido driver stabbed 23 times
ରାପିଡୋ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା...୨୩ଥର ଛୁରି ଭୁସି ନେଇଗଲେ ଜୀବନ

ନରେନ୍ଦ୍ରଙ୍କ ବନ୍ଧୁ ସେଠାକୁ ଆସି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ।ଡକାୟତମାନେ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟାଗ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।