• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Microsoft
ଦିଲ୍ଲୀରୁ ଲଣ୍ଡନ, ଭୁବନେଶ୍ୱରରୁ ନ୍ୟୁୟର୍କ; ଗୋଟିଏ ଝଟକାରେ ଜରୁରୀ ସେବା ଗୁଲ୍

ସବୁଠି ଅଚଳାବସ୍ଥା, ହାହାକାର ସ୍ଥିତି । ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ସୋସିଆଲ ମିଡିଆରେ ବିଶ୍ୱ ବ୍ୟାପୀ ଟ୍ରେଣ୍ଡ୍ କରୁଛି ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ । ତେବେ ଏହା କଣ ଏବଂ କାହିଁକି ବିଶ୍ୱର ସବୁଠୁ ବଡ଼ ଓ ପ୍ରତିଷ୍ଠିତ କଂପାନୀରେ ଏଭଳି ସ୍ଥିତି ଉପୁଜିଲା ।

radhika ananta wedding
ଅମ୍ୱାନୀଙ୍କ ବାହାଘରରେ ଇଏ କିଏସେ ?

ଅନନ୍ତ ଅମ୍ୱାନୀ ଓ ରାଧିକାଙ୍କ ବିବାହରେ ଦେଖିବାକୁ ମିଳିଛି ଗୋଟିଏ ରୋଚକ ଘଟଣା। ତାଙ୍କ ବିବାହରେ ଜଣେ ବୃଦ୍ଧା ସାମିଲ ହୋଇଥିଲେ। ଏବଂ ଅମ୍ବାନୀ ଦମ୍ପତି ତାଙ୍କୁ ମୁଣ୍ଡିଆ ବି ମାରିଥିଲେ। ହେଲେ କିଏ ଏହି ମହିଳା ତାକୁ ନେଇ ସମସ୍ତଙ୍କ ଭିତରେ ସସପେନ୍ସ ।

  • Friday, 19 July 2024
Gold Price Today
Gold Price Today 19th July 2024: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସାମାନ୍ୟ କମିଛି ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

home delivery of liquor
ଏଣିକି ଘରେ ବସି ଅର୍ଡର କରି ପାରିବେ ମଦ ! ଏହି ସବୁ ରାଜ୍ୟ କରୁଛନ୍ତି ବଡ଼ ପ୍ଲାନ୍‌...

ଘରେ ମଦ ଡେଲିଭରି ଆରମ୍ଭ ହେବାକୁ ଯାଉଛି ! ଏନେଇ ଚାଲିଛି ପାଇଲଟ୍ ପ୍ରୋଜେକ୍ଟ । ସ୍ବିଗି, ବିଗ୍ ବାସ୍କେଟ୍, ଜୋମାଟୋ ଓ ବ୍ଲିଙ୍କିଟ୍‌ରେ ମଦ ଡେଲିଭରି ହେବ । 

Hardik Pandya
ଭାଙ୍ଗିଲା ୪ ବର୍ଷର ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନରୁ ଅଲଗା ହେଲେ ହାର୍ଦ୍ଦିକ-ନତାଶା

କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ୍ ହଟାଇବାରୁ ଚର୍ଚ୍ଚା ଆହୁରି ବଢ଼ିଥିଲା ।

NEET
CBIକୁ ପୁଣି ସଫଳତା, ହଷ୍ଟେଲରୁ ଚାରି MBBS ଛାତ୍ରଙ୍କୁ କଲା ଗିରଫ

ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। 

Train Accident
ଓଲଟି ପଡ଼ିଛି ଅନେକ ବଗି, ପୁଣି ବଡ଼ ଟ୍ରେନ ଦୁର୍ଘଟଣା; ଲାଇନ୍‌ଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସ

ପୁଣି ବଡ଼ ରେଳ ଦୁର୍ଘଟଣା । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି ।

Abhay Daga Success Story
ଅଭିନେତାରୁ IAS ଅଫିସର....ଅଭୟଙ୍କ ସଫଳତାର କାହାଣୀ

ଥିଲେ ଅଭିନେତା କିନ୍ତୁ ଏବେ ଆଇଏଏସ୍ ଅଫିସର । ଆଜି ଆମେ ଆପଣଙ୍କୁ ଜଣେ IIT ଗ୍ରାଜୁଏଟଙ୍କ ବିଷୟରେ ଜଣେଇବୁ ଯିଏ କି ପୂର୍ବରୁ ଅଭିନେତା ଥିଲେ ଆଉ ଏବେ IAS ଅଫିସର । ଜାଣିବା ଅଭୟଙ୍କ ସଫଳତାର କାହାଣୀ....

Gold Price Today
Gold Price Today 18th July 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ୧୦ ଗ୍ରାମ୍‌କୁ କେତେ

ସୁନା ଦରରେ ପରିବର୍ତ୍ତନ । ଆଜି ସାମାନ୍ୟ କମିଛି ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Nita Ambani
ମୁକେଶଙ୍କ ଆଖିରେ ଲୁହ; କନ୍ଦାଇ ଦେଲେ ନୀତା ଅମ୍ବାନୀ, ଭାଇରାଲ ହେଲା ଭିଡିଓ

ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ହୋଇଯାଇଛି । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କନ୍ୟାଦାନର ମହତ୍ତ୍ୱ ବିଷୟରେ କହିଥିଲେ ।

ias officer puja khedkar
ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ; ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପାଇଁ ଦେଇଥିଲେ ଭୁଲ୍‌ ଠିକଣା 

ଟ୍ରେନି  IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ନକଲି ଠିକଣା ଓ ରାସନ କାର୍ଡ ଦେଇଥିଲେ ପୂଜା ହେଡକର । 

Union Cabinet
ଆଜି ବସିପାରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ସାଢ଼େ ୧୦ଟାରେ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Anant Ambani & Radhika Merchant
Video: ବିବାହ ପରେ ଏହି ସ୍ଥାନକୁ ଗଲେ ଅନନ୍ତ-ରାଧିକା; ମିଳିଲା ଭବ୍ୟ ସ୍ବାଗତ...

ବିବାହ ପରେ ପ୍ରଥମ ଥର ପାଇଁ ଏହି ନବବିବାହିତ ଦମ୍ପତ୍ତି ଜାମନଗର ଯାଇଛନ୍ତି । ଯାହକୁ ନେଇ ଉତ୍ସାହିତ ଜାମନଗର ବାସୀ ।

Gold Price Today
Gold Price Today 17th July 2024: ପୁଣି ବଢିଲା ସୁନା ଦର, ୨୨ କ୍ୟାରେଟ୍ ଦାମ୍ କେତେ...

ବୋଲ ମାନୁନି ସୁନା ଦର। ହୁ ହୁ ହୋଇ ବଢୁଛି ସୁନା ଦର । ଆଜି ସୁନା ଦର ବୃଦ୍ଧି ପାଇଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

5 Days Of Surviving In The Sea
୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ; ବର୍ଷା ପାଣି ପିଇ ବଞ୍ଚିଥିଲେ...

ଟ୍ରଲର ଲେଉଟିବାର ୫ ଦିନ ପରେ ମତ୍ସ୍ୟଜୀବୀ ଉଦ୍ଧାର । ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳର ଘଟଣା...

NEET
CBIକୁ ବଡ଼ ସଫଳତା, ଗିରଫ ସଂଖ୍ୟା ୧୪ରେ ପହଞ୍ଚିଲା

ମାମଲାରେ ଗିରଫଦାରୀ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। କିଛି ଦିନ ତଳେ ମାମଲାର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ୍ ରକିକୁ ପାଟନାରୁ ଗିରଫ କରି, ୧୦ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।

Puja Khedkar
ଆଇଏଏସ୍‌ ପୂଜା ଖେଡକରଙ୍କୁ ଝଟକା, ପୁଣି ଥରେ ନେବେ ଟ୍ରେନିଂ

ମହାରାଷ୍ଟ୍ର ପୁଣେର ଟ୍ରେନି IAS ଅଧିକାରୀ ହେଉଛନ୍ତି ପୂଜା ଖେଡକର । ପୂଜାଙ୍କ ବିରୋଧରେ ରହିଛି ଏକାଧିକ ଅନିୟମିତତା ଅଭିଯୋଗ ।

Success Story
୨୦ ହଜାର ପାଖରେ ଥିଲାବେଳେ ଚାକିରି ଛାଡ଼ିଥିଲେ, ଏବେ ତାଙ୍କର ୨୦୦ କୋଟିର କମ୍ପାନୀ !

ବିରଜା ରାଉତ ବେଙ୍ଗାଲୁରୁର ବାସିନ୍ଦା । ବେଙ୍ଗାଲୁରୁକୁ ଭାରତର ଷ୍ଟାର୍ଟଅପ୍ ହବ୍ ମଧ୍ୟ କୁହାଯାଏ । ରାଉତ ଇନଫୋସିସ୍ ଭଳି ଏକ ବଡ ଆଇଟି କମ୍ପାନୀରେ କାମ କରୁଥିଲେ । ଦିନେ ତାଙ୍କୁ ବହୁତ ସ୍ୱାଦିଷ୍ଟ ବରଗର ଖାଇବାକୁ ମିଳିଥିଲା ।

Vegetable Price Highest In Odisha
ଯେଉଁ ତାଲିକାରେ କେହି ଆସିବାକୁ ଚାହାନ୍ତି ନାହିଁ, ସେହି ତାଲିକାରେ ଓଡ଼ିଶା ନଂ.୧..!

ଗାଁଗୁଡିକରେ ମୁଦ୍ରାସ୍ଫୀତିର ପ୍ରଭାବ ଅଧିକ ଦେଖାଯାଏ । ଜୁନ୍ ମାସରେ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ପନିପରିବା ମୂଲ୍ୟରେ ୨୯.୩୨ ପ୍ରତିଶତ ବୃଦ୍ଧି ।

IAS Officer
ସତ ନା ମିଛ ! ଦିବ୍ୟାଙ୍ଗ ବୋଲି IAS ପାଇଥିଲେ..ଏବେ ପୂରା ଫିଟ୍‌..ଭିଡିଓ ଭାଇରାଲ

ଥିଲେ IAS ଅଫିସର ଆଉ ଏବେ ଜଣେ ଅଭିନେତା। ନକଲି ସାର୍ଟିଫିକେଟ ଦେଇ ପାଇଛନ୍ତି IAS ଚାକିରି। ୨୦୧୧ ବ୍ୟାଚ୍‌ IAS ଅଫିସର୍‌ ଅଭିଷେକ ସିଂଙ୍କୁ ନେଇ ଏବେ ଚର୍ଚ୍ଚା ଥମୁନି।

IPS Officer
ମାଟ୍ରିକ୍‌ରେ ଥାର୍ଡ ଡିଭିଜନ୍‌..ବିନା UPSC ପରୀକ୍ଷାରେ IPS ଅଫିସର୍‌..

ଆପଣମାନେ ଜାଣିଥିବେ IPS ଚାକିରି ପାଇବା ପାଇଁ ଦେଶର ସର୍ବୋଚ୍ଚ ପରୀକ୍ଷା UPSC ଦେବାକୁ ପଡ଼େ। କିନ୍ତୁ ଅନିଲ୍‌ ବିନା UPSC ପରୀକ୍ଷା ଦେଇ IPS ଅଫିସର୍‌ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କର ପରିଶ୍ରମ ଓ ବାପାଙ୍କ ପ୍ରେରଣା ଆଜି ତାଙ୍କୁ ଏତେ ବଡ଼ ଅଫିସର୍‌ ଭାବେ ପରିଚିତ କରାଇଛି।

Gold Price Today
Gold Price Today 16th July 2024: ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ହୋଇଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Encounter
ଜମ୍ମୁ-କାଶ୍ମୀରରେ ଆତଙ୍କୀ-ସେନା ମୁହାଁମୁହିଁ; ୪ ଯବାନ ଶହୀଦ

ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଆତଙ୍କୀ-ସେନା ମୁହାଁମୁହିଁ। ଗୁଳି ବିନିମୟରେ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରେ ଜଣେ ସେନା ଅଧିକାରୀ ରହିଛନ୍ତି।

Hospital Lift
ଚେକ୍‌ଅପ୍‌ ପାଇଁ ଯାଇଥିଲେ ମେଡିକାଲ; ଚାଲିଲାନି ଲିଫ୍ଟ, ଫଶି ରହିଲେ ଦୁଇ ରାତି !

ମେଡିକାଲ ଯାଇଥିଲେ ଚିକିତ୍ସା କରାଇବାକୁ । କିନ୍ତୁ ତାପରେ ଯାହା ହେଲା ଜାଣିଲେ ଆପଣଙ୍କ ଦେହ ମଧ୍ୟ ଶିତେଇ ଉଠିବ । ଥିରୁଭାନନ୍ତପୁରମ୍‌ରେ ଏମିତି ଏକ ଆଭାବନୀୟ ଘଟଣା ଘଟିଛି ।

A year to Chandrayaan-3 launch
ଚନ୍ଦ୍ରାୟନ-୩କୁ ପୂରିଲା ବର୍ଷେ; ଜାଣନ୍ତୁ କିପରି ଥିଲା ସଂପୂର୍ଣ୍ଣ ଯାତ୍ରା..

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭର ପ୍ରଜ୍ଞାନକୁ ବାହାର କରାଯାଇଥିଲା। ଯାହା ଚନ୍ଦ୍ର ପୃଷ୍ଠର ଅନୁସନ୍ଧାନ ଆରମ୍ଭ କରିଥିଲା ​।