• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Passport

କ’ଣ କୁହେ ପାସ୍‌ପୋର୍ଟର ରଙ୍ଗ
Indian Passport: ଭାରତୀୟ ପାସପୋର୍ଟରେ ରଙ୍ଗ ବିଭେଦ କାହିଁକି ? ୪ ରଙ୍ଗର ପାସପୋର୍ଟ ପଛରେ କ‘ଣ ରହିଛି ରହସ୍ୟ ?  

ଭାରତୀୟ ପାସପୋର୍ଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଆଇନସିଦ୍ଧ ଭାବେ ଗଣାଯାଏ । ୨୦୨୫ ମସିହାରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ ଭାରତୀୟ ପାସପୋର୍ଟ ବିଶ୍ୱର ୮୫ ନମ୍ବରରେ ରହିଛି । ଏହି ରାଙ୍କରେ ଥିବା ଦେଶମାନଙ୍କୁ ବିନା ଭିଜାରେ ବିଦେଶ ଯାତ୍ରା କରିପାରୁଥିବା ଦେଶ ମଧ୍ୟରେ ଗଣାଯାଇଥାଏ । ଭାରତୀୟ ପାସପୋର୍ଟ ମାଧ୍ୟମରେ ଜଣେ ବିନା ଭିଜାରେ ୫୭ ଦେଶ ଯାତ୍ରା କରିପାରିବ । କିଛି ଦେଶରେ ଭାରତୀୟଙ୍କୁ ଭିଜା ଅନ ଆରାଇଭାଲର ସୁବିଧା ବି ଦିଆଯାଇଛି ।

documents
ID Closure After Death: ଆତ୍ମୀୟଙ୍କ ମୃତ୍ୟୁ ପରେ କ’ଣ କରିବେ ଆଧାର, ପାନ୍ ଭଳି ଜରୁରୀ ଡକ୍ୟୁମେଣ୍ଟ ? ଜାଣନ୍ତୁ...

ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କର ପାନ୍ ଏବଂ ଆଧାର ଭଳି ଡକ୍ୟୁମେଣ୍ଟ ଅଛି । କିନ୍ତୁ ଯଦି କେହି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ, ତେବେ ଏହି ଡକ୍ୟୁମେଣ୍ଟଗୁଡ଼ିକର କ’ଣ ହେବ? ଏହି ଡକ୍ୟୁମେଣ୍ଟ ଆପେ ବାତିଲ ହୋଇଯିବା ନା ମୃତକଙ୍କ ସମ୍ପର୍କୀୟମାନେ ଏଗୁଡିକୁ ବାତିଲ କରିବେ? ଆସନ୍ତୁ ଜାଣିବା ।

Passport Seva Portal
ଏବେ ବନ୍ଦ ରହିବ ପାସପୋର୍ଟ ସେବା ପୋର୍ଟାଲ, ଜାଣନ୍ତୁ ପୁଣି କେବେ ହେବ କାର୍ଯ୍ୟକ୍ଷମ

ପାସପୋର୍ଟ ସେବା ପୋର୍ଟାଲ ୨୯ ଅଗଷ୍ଟ ୨୦୨୪ ଗୁରୁବାର ରାତି ୮ଟାରୁ ୨ ସେପ୍ଟେମ୍ବର ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ।

get passport become easy
ପାସ୍‌ପୋର୍ଟ ପାଇଁ ଏଣିକି ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ

ନୂଆ ପାସ୍‌ପୋର୍ଟ ପାଇଁ ଆବେଦନ କରୁଛନ୍ତି ? ସେଥିପାଇଁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ମିଳିବାରେ ସମସ୍ୟା ହେଉଛି କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଏଣିକି ସହଜରେ ମିଳିପାରିବ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ। ଆପଣ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରରେ (POPSKs) ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ।

Passport Verification
ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବନି

ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହାରାହାରି ୪ ଦିନ ମଧ୍ୟରେ ହେଉଛି ପାସ୍‌ପୋର୍ଟ ଭେରିଫିକେସନ୍। ପୂର୍ବାପେକ୍ଷା କମ୍ ସମୟ ମଧ୍ୟରେ ପାସ୍‌ପୋର୍ଟ ଭେରିଫିକେସନ ହେଉଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।