• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Passport Seva

କ’ଣ କୁହେ ପାସ୍‌ପୋର୍ଟର ରଙ୍ଗ
Indian Passport: ଭାରତୀୟ ପାସପୋର୍ଟରେ ରଙ୍ଗ ବିଭେଦ କାହିଁକି ? ୪ ରଙ୍ଗର ପାସପୋର୍ଟ ପଛରେ କ‘ଣ ରହିଛି ରହସ୍ୟ ?  

ଭାରତୀୟ ପାସପୋର୍ଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଆଇନସିଦ୍ଧ ଭାବେ ଗଣାଯାଏ । ୨୦୨୫ ମସିହାରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ ଭାରତୀୟ ପାସପୋର୍ଟ ବିଶ୍ୱର ୮୫ ନମ୍ବରରେ ରହିଛି । ଏହି ରାଙ୍କରେ ଥିବା ଦେଶମାନଙ୍କୁ ବିନା ଭିଜାରେ ବିଦେଶ ଯାତ୍ରା କରିପାରୁଥିବା ଦେଶ ମଧ୍ୟରେ ଗଣାଯାଇଥାଏ । ଭାରତୀୟ ପାସପୋର୍ଟ ମାଧ୍ୟମରେ ଜଣେ ବିନା ଭିଜାରେ ୫୭ ଦେଶ ଯାତ୍ରା କରିପାରିବ । କିଛି ଦେଶରେ ଭାରତୀୟଙ୍କୁ ଭିଜା ଅନ ଆରାଇଭାଲର ସୁବିଧା ବି ଦିଆଯାଇଛି ।

Passport Seva Portal
ଏବେ ବନ୍ଦ ରହିବ ପାସପୋର୍ଟ ସେବା ପୋର୍ଟାଲ, ଜାଣନ୍ତୁ ପୁଣି କେବେ ହେବ କାର୍ଯ୍ୟକ୍ଷମ

ପାସପୋର୍ଟ ସେବା ପୋର୍ଟାଲ ୨୯ ଅଗଷ୍ଟ ୨୦୨୪ ଗୁରୁବାର ରାତି ୮ଟାରୁ ୨ ସେପ୍ଟେମ୍ବର ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ।

Passport Office
ବଦଳିଲା ଆଞ୍ଚଳିକ ପାସପୋର୍ଟ ଅଫିସ୍‌ ଠିକଣା, ଜାଣନ୍ତୁ କେଉଁଠି ଖୋଲିଲା ନୂଆ କାର୍ଯ୍ୟାଳୟ ...

ନୂଆପଲ୍ଲୀରେ ଥିବା ଏହି ପାସ୍‌ପୋର୍ଟ ଅଫିସ୍‌ ଏବେ ରସୁଲଗଡ଼ସ୍ଥିତ ଓଡ଼ିଶା ବିଜନେସ୍‌ ସେଣ୍ଟର କୋଠାରେ ରହିବ।

get passport become easy
ପାସ୍‌ପୋର୍ଟ ପାଇଁ ଏଣିକି ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ

ନୂଆ ପାସ୍‌ପୋର୍ଟ ପାଇଁ ଆବେଦନ କରୁଛନ୍ତି ? ସେଥିପାଇଁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ମିଳିବାରେ ସମସ୍ୟା ହେଉଛି କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଏଣିକି ସହଜରେ ମିଳିପାରିବ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ। ଆପଣ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରରେ (POPSKs) ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ।

Passport
ଘରେ ବସି କେମିତି କରିବେ ପାସ୍‌ପୋର୍ଟ ଆବେଦନ ? ଜାଣନ୍ତୁ ସରଳ ଉପାୟ..

‘ପାସପୋର୍ଟ ସେବା’ ମାଧ୍ୟମରେ ପାସପୋର୍ଟ ଆବେଦନ କରିବା ସହ ଆନୁଷଙ୍ଗିକ ସେବା ଖୁବ୍‌ ସହଜରେ ମିଳିପାରୁଛି ।