Kolkata Doctor Death Case
ଅଭୟାଙ୍କ ମୃତ୍ୟୁକୁ ଲୁଚାଇଥିଲା କି ଆରଜି କର୍ ମେଡିକାଲ୍? ବାପା ମାଆଙ୍କୁ ବିଳମ୍ବରେ ଓ ଜାଣିଶୁଣି ବିଭ୍ରାନ୍ତି କଲା ଭଳି ଖବର ଦେଇଥିଲେ କି ମେଡିକାଲ୍ କତ୍ତୃପକ୍ଷ ? ଓଟିଭି ହାତରେ ଲାଗିଛି ୯ ତାରିଖ ଦିନ ଘଟଣା ପରର EXCLUSIVE ଫୋନ୍ କଲ୍ । ଯେଉଁଠି ଆର୍ ଜି କର ମେଡିକାଲର ଡେପୁଟି ସୁପରିଟେଣ୍ଟଣ୍ଡ କହୁଥିବା ଜଣେ ମହିଳା ଅଧିକାରୀ, ଅଭୟାଙ୍କ ଘରକୁ ଫୋନ୍ କରିଥିଲେ। ୯ ତାରିଖ ଅର୍ଥାତ ମୃତଦେହ ମିଳିଥିବା ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରି ପରିବାରକୁ ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)