• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gold necklace
Gold Price Today 12th May 2024: ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆଜି ବଢିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୩୬୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୨୫୦ ଟଙ୍କା ରହିଛି

Amit Shah
ତିନି ପର୍ଯ୍ୟାୟ ପରେ ଶାହଙ୍କ ଦୃଢ଼ୋକ୍ତି; କହିଲେ, NDA ଓ ବିଜେପିକୁ ମିଳିବ ପାଖାପାଖି ୨୦୦ ଆସନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ପର୍ଯ୍ୟାୟରେ ଅଧିକ ସଫଳତା ମିଳିବ ବୋଲି କହିଛନ୍ତି ଶାହ ।

Election
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ, ୧୩ ରେ ପଡିବ ଭୋଟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୩ ତାରିଖରେ ପଡିବ ଭୋଟ । ଓଡ଼ିଶା ସମେତ ୧୦ ରାଜ୍ୟର ୯୬ ଆସନରେ ଭୋଟିଂ ହେବ ।

Influencer
ରାଜରାସ୍ତାରେ ଯୁବତୀଙ୍କ ବୋବାଲ୍, ହାତରେ ବନ୍ଧୁକ ଧରି ଡ୍ୟାନ୍ସ; ଭିଡିଓ ଭାଇରାଲ

ରିଲ୍ ତିଆରି କରିବା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ସୌକ ପାଲଟିଛି । ଏଥି ପାଇଁ ଯାହା ଯେତେ ପ୍ରକାର କାରନାମା । କିଏ ଗଛ ଚଢ଼ୁଛି ତ ଆଉ କିଏ ପାହାଡ଼ ଉପରୁ ଡେଉଁଛି । ଭ୍ୟୁଜ୍ ପାଇବା ପାଇଁ ଅନେକ ନିଜ ଜୀବନ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି ।

Crime
ମଧ୍ୟପ୍ରଦେଶରୁ ଅପହରଣ କଲେ, ମହାରାଷ୍ଟ୍ରରେ ବିକ୍ରି କଲେ...

ଏକ ଛଅମାସର ଶିଶୁକୁ ମଧ୍ୟପ୍ରଦେଶରୁ ନେଇ ମହାରାଷ୍ଟ୍ରରେ ବିକ୍ରି କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମହାରାଷ୍ଟ୍ରର ଏକ ସନ୍ତାନହୀନ ଦମ୍ପତ୍ତିଙ୍କୁ ଉକ୍ତ ଶିଶୁକୁ ୩୦ ଲକ୍ଷରେ ବିକ୍ରି କରାଯାଇଥିଲା ।

  • Saturday, 11 May 2024
  • Baby
Crime
ମାଆ-ପତ୍ନୀ-ଝିଅ-ପୁଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ନିଶାଖୋର୍ ବାପା

ଦିନେ ଯେଉଁ ଘର ହସଖୁସିରେ ଉଛୁଳି ଉଠୁଥିଲା ଏବେ ସେଠି ସମ୍ପୂର୍ଣ୍ଣ ନୀରବତା। ଯିଏ ନିଜ ପରିବାର ସଦସ୍ୟଙ୍କ ରକ୍ଷାକର୍ତ୍ତା ସାଜିବା କଥା, ସିଏ ହିଁ ନିଜ ଘରେ ରଚିଲେ ମୃତ୍ୟୁର ତାଣ୍ଡବ । ଜଣକ ପରେ ଜଣଙ୍କୁ କଲା ହତ୍ୟା ।

Odisha Politics
ଦିନକ ପରେ ଦେଶରେ ଚତୁର୍ଥ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ ।

Padma Awards
ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ

ଅନନ୍ୟ ସାଧନାକୁ ସମ୍ମାନ, ଅତୁଳନୀୟ ଅବଦାନକୁ ସ୍ବୀକୃତି। ଚର୍ଚ୍ଚାରେ ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ । ରାଷ୍ଟ୍ରପତି ଭବନରେ ଗତକାଲି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଦେଶ ସାମ୍ନାକୁ ଆସିଛି ଅନେକ ଅସାଧାରଣ ବ୍ୟକ୍ତିତ୍ବଙ୍କ ବିରଳ କୃତିତ୍ବ। ଏହି ଅବସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୨ ଓଡ଼ିଆ ଓ ଜଣେ ଦିବ୍ୟାଙ୍ଗ ପଦ୍ମଶ୍ରୀ ବିଜେତା।

Arvind Kejriwal
ଜେଲ୍‌ରୁ ବେଲ୍‌.. ହେଲେ CM ଅଫିସ୍ ମନା, ଯାହା କରିବେ ପଚାରିକି କରିବେ..!

ଜୁନ ୨ରେ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ସରେଣ୍ଡର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Padma Awards
ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ, ଖୋଜି ଖୋଜି ବିରଳ କୃତିତ୍ୱଙ୍କୁ ପଦ୍ମ ସମ୍ମାନ

ଆସାମର ହସ୍ତିକନ୍ୟା ପାର୍ବତୀଙ୍କୁ ବି ମିଳିଲା ପଦ୍ମଶ୍ରୀ । ଓଡ଼ିଶାର ଗୁରୁ ବିନୋଦ ଓ ଭାଗବତଙ୍କ ସାଧନାକୁ ମିଳିଛି ସ୍ୱୀକୃତି ।

Maoist Killed
ଛତିଶଗଡ଼ରେ ପୁଣି ବଡ଼ ଏନକାଉଣ୍ଟର; ୧୨ ମାଓବାଦୀ ନିହତ

ସୁକମା, ଦନ୍ତେୱାଡା, ବିଜାପୁର ଆଦି ୩ ଜିଲ୍ଲା ପୋଲିସ ସହ CRPF ର କୋବ୍ରା ଯବାନଙ୍କ ମିଳିତ ଅପରେସନରେ ମିଳିଛି ଏହି ସଫଳତା।

Rahul Dravid
ବଢ଼ିବନି ରାହୁଲଙ୍କ କାର୍ଯ୍ୟକାଳ, ସେ ଚାହିଁଲେ ପୁଣି କରିପାରିବେ ଆବେଦନ...

ଏଥର ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୁଣି ଥରେ ବିଜ୍ଞାପନ ବାହାରିବ । ଆଉ ରାହୁଲ ଦ୍ରାବିଡ଼ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । 

Viral Video
ମଦ ପିଇ ମାତାଲ୍ ଯୁବତୀ; ପୋଲିସକୁ କାମୁଡ଼ିଲେ, ସାର୍ଟ ଚିରିଦେଲେ ! ଦେଖନ୍ତୁ ଭିଡିଓ...

ନିଶାରେ ଆଉଟ ଅଫ୍‌ କଣ୍ଟ୍ରୋଲ ଯୁବତୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ କିନ୍ତୁ କିଛି ଶୁଣିବା ମୁଡରେ ନ ଥିଲେ। ଓଲଟା ସେମାନେ ପୋଲିସ୍‌ ସହ ଟଣାଓଟରା କରିଥିଲେ।

  • Friday, 10 May 2024
Arvind Kejriwal
ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି; ଅନ୍ତରୀଣ ଜାମିନ୍‌ ଦେଲେ ସୁପ୍ରିମକୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି।

Mani Shankar Aiyar
ମଣିଶଙ୍କରଙ୍କ ବିବାଦୀୟ ବୟାନ; କହିଲେ ପାକିସ୍ତାନକୁ ସମ୍ମାନ ଦିଅ, ନହେଲେ...ବୋମା ପକେଇଦେବ

ପାକିସ୍ତାନ ଏକ ସାର୍ବଭୌମ ଓ ସମ୍ମାନିତ ଦେଶ। ଆମେ ପାକିସ୍ତାନ ସହ କଥା ହୋଇପାରିବା। ମାତ୍ର ଆମେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଉଛେ, ଯାହାଦ୍ୱାରା କିଛି ହାସଲ ହୋଇପାରିବ ନାହିଁ। ଏହାଦ୍ୱାରା ସଂପର୍କ ବିଗୁଡୁଛି, ଉତ୍ତେଜନା ବଢୁଛି।

Kantilal Bhuria
କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ‘ଦୁଇ ସ୍ତ୍ରୀ ଥିଲେ ମିଳିବ ୨ ଲକ୍ଷ’

ଯଦି ଆମ ସରକାର ଆସେ ତେବେ ଆମେ ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ । ଆଉ ଯେଉଁମାନଙ୍କ ଦୁଇଟି ପତ୍ନୀ ଥିବ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିବ ।

Google Pay
ଚାକିରି ପାଇଁ ନୋ ଟେନସନ୍‌! ଘରେ ବସି ୨ହଜାର ରୋଜଗାର!

ରୋଜଗାର ଦେବ Google Pay ! ଘରେ ବସି ପ୍ରତିଦିନ ଇନକମ୍‌ କରିପାରିବେ ୨ହଜାର ଟଙ୍କା । ଡିଜିଟାଲ୍‌ ପେମେଣ୍ଟ୍‌ ଆପ୍‌ ଜରିଆରେ ଆପଣ କରିପାରିବେ ରୋଜଗାର ।

Kedarnath
ଅପେକ୍ଷାର ଘଟିଲା ଅନ୍ତ; ଖୋଲିଲା କେଦାରନାଥ ଧାମ..ଏକାଠି ହେଲେ ଭକ୍ତ ଓ ଭଗବାନ

ଚାରିଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ମଧ୍ୟାହ୍ନ ୧୨ଟା ୨୦ରେ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯିବ।

PadmaAward
ପଦ୍ମ ପୁରସ୍କାର ପାଇଲେ ଏହି ଦୁଇ ଓଡ଼ିଆ; ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା। ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।

Padma Award
ଚିରଞ୍ଜୀବି-ବୈଜୟନ୍ତୀମାଳାଙ୍କୁ ପଦ୍ମବିଭୂଷଣ, ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

ବର୍ଷିଆନ୍ ଅଭିନେତ୍ରୀ ବୈଜୟନ୍ତୀମାଳା ଓ ତେଲୁଗୁ ଅଭିନେତା ଚିରଞ୍ଜୀବିଙ୍କୁ ପଦ୍ମବିଭୂଷଣ । ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

NEET UG Student
ପକେଟ୍‌ରେ ୮ ହଜାର ଧରି ଘର ଛାଡ଼ିଲେ NEET ପରୀକ୍ଷାର୍ଥୀ..କହିଲେ..

କୋଟାରେ ଥମୁନି ଛାତ୍ର ଆତ୍ମହତ୍ୟା ମାମଲା। ତେତେବେଳେ କିଏ ଆତ୍ମହତ୍ୟା କରିଦେଉଛି ତ ଆଉ କିଏ ଚିଠି ଲେଖି ନିଖୋଜ ହୋଇଯାଉଛନ୍ତି।

Bulldozer
ବୁଲଡୋଜର କଲା ଡ୍ୟାନ୍ସ, ଯୋଗୀଙ୍କ ସଭାରେ ହଇଚଇ; ଦେଖନ୍ତୁ ଭିଡିଓ

ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ବୁଲଡୋଜର୍ ଉପରେ ବ୍ରେକଡ୍ୟାନ୍ସ । ଗତକାଲି ଉତ୍ତର ପ୍ରଦେଶର ଫାରୁଖବାଦ୍ ଲୋକସଭା ଆସନ ଅନ୍ତର୍ଗତ ଏଟା ଜିଲ୍ଲାର ଆଲିଗଞ୍ଜ ସବଡିଭିଜନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଲି କରିଥିଲେ ।

Air Indian Express
ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ କର୍ମଚାରୀ, ବାତିଲ ହେଲା ବିମାନ ଉଡ଼ାଣ

ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ କର୍ମଚାରୀ । ବାତିଲ ହେଲା ବିମାନ ଉଡ଼ାଣ । କର୍ମଚାରୀଙ୍କ ଛୁଟି ପାଇଁ ପ୍ରାୟ ୮୬ଟି ବିମାନ ଉଡ଼ାଣ ଭରଣା କରିନାହିଁ ।

  • Thursday, 09 May 2024
Gold Price Today
Gold Price Today 9th May 2024: କାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।

Cyber Lootera
'ହେଲୋ, ମୁଁ କ୍ରାଇମବ୍ରାଞ୍ଚ ଡିସିପି କହୁଛି'..ଏମିତି କହି ଲୁଟିନେଲେ ୧ କୋଟି ୪୮ ଲକ୍ଷ ଟଙ୍କା

ସାଇବର ଫ୍ରଡଙ୍କ ଶିକାର ହୋଇଛନ୍ତି ଜଣେ ବୟସ୍କ ମହିଳା। ଚୋରଙ୍କ ଜାଲରେ ପଡ଼ି ଗଣିଲେ ୧ କୋଟି ୪୮ ଲକ୍ଷ ଟଙ୍କା। ତିନିଦିନ ଧରି ମହିଳାଙ୍କ ସମସ୍ତ ତଥ୍ୟ ନେଇ ତାଙ୍କୁ ବୁଲାଇଲେ କଳାକନା। ବୃଦ୍ଧାଙ୍କୁ ଡିସିପି ବୋଲି ପରିଚୟ ଦେଇ ତାଙ୍କ ଆକାଉଣ୍ଟ ଖାଲି କରିଦେଇଛନ୍ତି।