Student Suicide
ଚାଷୀ ଆତ୍ମହତ୍ୟାକୁ ବଳିଗଲା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା । ଦେଶର ଜନସଂଖ୍ୟା ବୃଦ୍ଧିଠାରୁ ବି ଅଧିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ହାର । ଜନସଂଖ୍ୟା ଯେତିକି ଦ୍ରୁତ ଗତିରେ ବଢୁଛି ତାଠୁ ଅଧିକ ହାରରେ ଆତ୍ମହତ୍ୟା କରୁଛନ୍ତି ଛାତ୍ରଛାତ୍ରୀ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ରିପୋର୍ଟରେ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)