• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hindu marriage
‘ହିନ୍ଦୁ ବିବାହରେ ମ୍ୟୁଚୁଆଲ ଡିଭୋର୍ସ ହୋଇପାରିବ ନାହିଁ ’

ହିନ୍ଦୁ ବିବାହରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇପାରିବ ନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ଜିଏସ୍‌ ଅହଲୁୱାଲିଆ ଏକ ମାମଲା ଶୁଣାଣି ବେଳେ ଏହା କହିଛନ୍ତି । 

Tinkesh to reach Everest Base
ଦିବ୍ୟାଙ୍ଗ ଚଢ଼ିଲେ ପାହାଡ଼

କୃତ୍ରିମ ଅଙ୍ଗ ଦ୍ୱାରା ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି ଟିଙ୍କେଶ କୌଶିକ ।

Civil Judge's pet dog stolen
କିଏ ନେଇଗଲା ବିଚାରପତିଙ୍କ କୁକୁର ?

ଚୋରି ହୋଇଗଲା ସିବିଲ ଜର୍ଜଙ୍କ ପୋଷା କୁକୁର। ଖୋଜି ଖୋଜି ନାକେଦମ ପୋଲିସ ।

SBI
SBIରେ ଆକାଉଣ୍ଟ ଥିଲେ ସାବଧାନ ! ଏହି ଲିଙ୍କରେ କ୍ଲିକ୍ ନକରିବାକୁ ଚେତାବନୀ ଜାରି କଲା ବ୍ୟାଙ୍କ

ଏନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ବ୍ୟାଙ୍କ କେବେବି ଏସଏମଏସ କିମ୍ବା ହ୍ୱାଟସ୍‌ଆପ୍ ଉପରେ ଲିଙ୍କ୍ କିମ୍ବା ଅବାଞ୍ଛିତ APK ପଠାଏ ନାହିଁ। ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ ଡାଉନଲୋଡ୍ ନକରିବା ପାଇଁ SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ।

gold price today
Gold Price Today 25th May 2024: କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ଅଛି ଦାମ୍...

କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ହ୍ରାସ୍‌ ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Pregnant Woman
କେମିତିକା ସ୍ୱାମୀ !! ସ୍ତ୍ରୀର ପେଟ ଚିରି ଦେଖୁଥିଲା ପିଲା; କୋର୍ଟ କହିଲେ, ଜୀବନ ସାରା ଜେଲ୍‌ରେ ରୁହ..

ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ କଲା ମାରାଣାତ୍ମକ ଆକ୍ରମଣ। ସ୍ତ୍ରୀର ପେଟ ଚିରି କରୁଥିଲା ଲିଙ୍ଗ ନିରୂପଣ। କୋର୍ଟ ଦେଲେ ଆଜୀବନ କାରାଦଣ୍ତ ଦଣ୍ତାଦେଶ।

Aadhar Card
ଜୁନ୍‌ ୧୪ ପରେ ଅଚଳ ହୋଇଯିବ କି ଆଧାର କାର୍ଡ ? UIDAI ଦେଲା ସ୍ପଷ୍ଟୀକରଣ..ଜାଣନ୍ତୁ

୧୦ ବର୍ଷ ହେଲା ଯଦି ଆପଣ ନିଜ ଆଧାର କାର୍ଡ ଅପଡେଟ କରିନାହାନ୍ତି। ତେବେ ଜୁନ୍‌ ୧୪ ପରେ ଅଚଳ ହୋଇଯିବ ଆଧାର କାର୍ଡ। ଏମିତି କିଛି ଖବର ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

Chopper Goes Into Tailspin
ଘୁରି ଘୁରି ତଳେ ପଡ଼ିଲା ହେଲିକପ୍ଟର; ଭୟରେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଭିଡ଼ିଓ...

ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଜଣେ ପାଇଲଟଙ୍କ ସହ ୬ ଯାତ୍ରୀ । 

dog stolen
ଜଜ୍‌ଙ୍କ ଘରୁ କୁକୁର ଗାଏବ; ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା

ଚୋରି ହେଲା ଜଜ୍‌ଙ୍କ କୁକୁର । ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଉତ୍ତର ପ୍ରଦେଶର ଜଣେ ଜଜ୍‌ଙ୍କ ଘରୁ ତାଙ୍କ ପୋଷା କୁକୁରକୁ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।

Encounter
ଛତିଶଗଡ଼ରେ ପୁଣି ବଡ଼ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ନକ୍ସଲ

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ଟଳିପଡିଛନ୍ତି। ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

Divorce
ଅଜବ ଘଟଣା: କ୍ଷୀରରେ ପାଣି ମିଶାଇ ବିକ୍ରି କରୁଥିଲା ସ୍ୱାମୀ, ସ୍ତ୍ରୀ ମାଗିଲା ଛାଡ଼ପତ୍ର...

ସ୍ୱାମୀର ଠକେଇ ବିଷୟରେ ଥାନାରେ ଅଭିଯୋଗ କଲା ସ୍ତ୍ରୀ । ଘଟଣା ଏମିତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

 Indian Air Force
ବାୟୁସେନାକୁ ବଡ଼ ସଫଳତା; ନାଇଟ୍‌ ଭିଜନ୍‌ ଗଗଲ୍ସ ସହାୟତାରେ ଅବତରଣ କଲା ବିମାନ... 

ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା । ନାଇଟ୍‌ ଭିଜନ୍‌ ଗଗଲ୍ସ ସହାୟତାରେ ରାତି ସମୟରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ଭାରତୀୟ ବାୟୁସେନାର ସି-୧୩୦ଜେ (C130-J) ବିମାନ।

Viral Video
ଫିଲ୍ମ ଷ୍ଟାଇଲ୍‌ରେ AIIMS ଏମର୍ଜେନ୍ସି ୱାର୍ଡ ଭିତରେ ପଶିଲା ପୋଲିସ ଗାଡ଼ି..!

ହସ୍ପିଟାଲ ଗାର୍ଡ ହୁଇସିଲ୍‌ ଫୁଙ୍କି ଷ୍ଟ୍ରେଚର ହଟାଇବା ପରେ ଅଭିଯୁକ୍ତଙ୍କୁ ଧରି ପୋଲିସ୍‌ ସେଠାରୁ ଚାଲି ଯାଇଥିଲା। ଏପରି ଏକ ଘଟଣା ଋଷିକେଶର AIIMSରେ ଦେଖିବାକୁ ମିଳିଛି।

Shah Rukh Khan
ହିଟ୍ ଷ୍ଟ୍ରୋକ୍-ଡିହାଇଡ୍ରେସନ୍‌ରୁ ଅସୁସ୍ଥ ହେଲେ ଶାହରୁଖ

ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

Indian Army Duty In Desert
ଏତେ ଖରା ଗରମରେ କେମିତି କରୁଛନ୍ତି ଡ୍ୟୁଟି ! ଦେଖନ୍ତୁ ଭିଡିଓ...

ଅସହ୍ୟ ଗରମ ସତ୍ତ୍ୱେ ସୁରକ୍ଷାରେ ନିୟୋଜିତ ଯବାନ । ତାତିକୁ ଖାତିର ନ କରି ଡ୍ୟୁଟି କରୁଥିବାରୁ ସାଲ୍ୟୁଟ୍ କରୁଛି ଦେଶ ।

ECI
ବିଜେପି ଓ କଂଗ୍ରେସକୁ ECIଙ୍କ ତାଗିଦ, ସମାଜ ବିଭାଜନକାରୀ ଭାଷଣ ନ ଦେବାକୁ ନିର୍ଦ୍ଦେଶ

ବିଜେପି ଓ କଂଗ୍ରେସକୁ କଡ଼ା ତାଗିଦ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ପାଳନ କରିବାକୁ ଏବଂ ଭାଷା ସଂଯମତା ରକ୍ଷା ପାଇଁ ଷ୍ଟାର୍ ପ୍ରଚାରକଙ୍କୁ ନିର୍ଦ୍ଦେଶ ଦେବାକୁ ଉଭୟ ଦଳକୁ କହିଛନ୍ତି ଭାରତୀୟ ଇଲେକ୍ସନ୍ କମିଶନ ।

Indigo
ବିମାନରେ ମିଳିଲାନି ସିଟ୍‌, ଠିଆ ହେଲେ ଯାତ୍ରୀ, କାହିଁକି ଏମିତି ହେଲା, ଜାଣନ୍ତୁ...

ଏହି ବିମାନ ମୁମ୍ବାଇରୁ ବାରାଣାସୀ ଯିବାର ଥିଲା । ବିମାନଟି ଉଡ଼ାଣ ଭରିବାର ଠିକ୍ ପୂର୍ବରୁ, ଜଣେ କ୍ରୁ ସଦସ୍ୟ ବିମାନରେ ଠିଆ ହୋଇଥିବା ଜଣେ ଯାତ୍ରୀଙ୍କୁ ଦେଖିଲେ ।

Ysr Congress Party MLA
ପୋଲିଂ ବୁଥରେ ବିଧାୟକଙ୍କ ଦାଦାଗିରି; କଚାଡ଼ି ଭାଙ୍ଗିଦେଲେ EVM..ଭିଡିଓ ଭାଇରାଲ

ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍‌କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

Instagram Reels
ଭ୍ୟୁଜ୍ ପାଇବା ପାଇଁ ୧୦୦ ଫୁଟ୍ ଉଚ୍ଚରୁ ଡେଇଁଲେ ଯୁବକ, ତା’ପରେ ଯାହା ହେଲା...

ରିଲ୍ସ କରିବା ପାଇ ଜଣେ ୧୮ ବର୍ଷୀୟ ଯୁବକ ଗଭୀର ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି । ଗତକାଲି ଏହି ଘଟଣା ଘଟିଛି । ରିନ୍ସ କରିବା ଚକ୍କରରେ ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି ଯୁବକ ।

Manish Sisodia
ସିସୋଦିଆଙ୍କୁ ହାଇକୋର୍ଟ ଝଟକା, ମିଳିଲାନି ଜାମିନ !

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମିଳିଲାନି ବେଲ୍ । ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଆମ୍ ଆଦମୀ ପାର୍ଟି ।

Accident
କାର ଚଢ଼ାଇ ନେଇଥିଲା ୨ ଜୀବନ, ସଡ଼କ ଦୁର୍ଘଟଣା ରଚନା ଲେଖିବାରୁ ଜାମିନ ଦେଲେ କୋର୍ଟ !

ନାବାଳକ ବୋଲି ଜାମିନ୍, କି ଧନୀ ବାପାର ପୁଅ ବୋଲି ମିଳିଲା ଜାମିନ୍ । ଦୁର୍ଘଟଣାରେ ଚାଲିଗଲେ ଦମ୍ପତ୍ତି । କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଗଲା ଜାମିନ୍ । ବୟସ ମାତ୍ର ୧୭ ବର୍ଷ ।

  • Tuesday, 21 May 2024
Driving License
ବଦଳିଲା ନିୟମ, ଜୁନ ପହିଲାରୁ ନୂଆ ପ୍ରଣାଳୀରେ ହେବ ଆବେଦନ; ଜାଣନ୍ତୁ...

ବଦଳିଲା ଡ୍ରାଇଭିଂ ଲାଇସେନ୍ସ ପ୍ରଣାଳୀ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି ।

Iran President
ଇରାନ୍ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଭାରତରେ ଶୋକ, ଅର୍ଦ୍ଧନମିତ ହେଲା ଜାତୀୟ ପତାକା

ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି ।

Celebrity Vote
ଶାହରୁଖଙ୍କଠାରୁ ଆମୀର, ହ୍ରିତିକଙ୍କଠାରୁ ସଚିନ; ମାୟାନଗରୀ ଦେଲା ଭୋଟ୍

ମତଦାନ କେନ୍ଦ୍ରରେ ସେଲିବ୍ରିଟିଙ୍କ ଖଚାଖଚ ଭିଡ । ପରିବାର ସହ ପୋଲିଂ ବୁଥରେ ପହଁଚିଛନ୍ତି ଅଭିନେତା, ଅଭିନେତ୍ରୀ । ପଂଚମ ପର୍ଯ୍ୟାୟରେ ଭୋଟ୍ ଦେଇଛି ମାୟାନଗରୀ ।

Accident
ଓଲଟିଲା ପିକ୍‌‌ଅପ୍ ଭ୍ୟାନ୍, ଅକାଳରେ ଚାଲିଗଲା ୧୮ ଜୀବନ

ଦୁର୍ଘଟଣା ପାଇଁ ଅକାଳରେ ଲିଭିଗଲା ୧୮ ଜୀବନ । ଜୀବିକା ପାଇଁ ଯାଇ ଜୀବନ ଦେଇ ଫେରିଲେ । କର୍ମକ୍ଷେତ୍ରରୁ ଫେରିବା ବେଳେ ସତେ ଯେପରି ଆଁ କରି ରହିଥିଲା ମୃତ୍ୟୁ, ଗିଳି ଦେଇଗଲା ।