ଚାଷୀଙ୍କୁ ଘାରିଛି ମଣ୍ଡି ଅବ୍ୟବସ୍ଥା । ମଣ୍ଡିରେ ଶହଶହ ବସ୍ତା ଧାନ ପଡି ପଡି ଗଜା ହେଉଥିବାବେଳେ ମିଲର ଧାନ ଉଠାଉନଥିବାରୁ ସୋସାଇଟି ମଧ୍ୟ ଧାନ କିଣୁନାହାନ୍ତି । ଏହାର ଫାଇଦା ଉଠାଇ ଅସାଧୁ ଧାନ ବେପାରୀ କମ୍ ଦାମରେ ଚାଷୀଙ୍କ ଧାନ କିଣି ମାଲାମାଲ୍ ହେଉଛନ୍ତି । ଭଦ୍ରକ ଜିଲ୍ଲ ପଳାଶପୁର ସୋସାଇଟିରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଭାରତରେ ୭୦% ଲୋକ ମାଛ ଖାଆନ୍ତି l ମାଛ ପ୍ରୋଟିନ ଓ ଭିଟାମିନଯୁକ୍ତ ଭୋଜନ ଅଟେ l ଏହି ସବୁ କାରଣ ଯୋଗୁଁ ବଜାରରେ ମାଛର ଚାହିଦା ଅଧିକ ଥାଏ । ତେବେ ଆପଣ ବଜାରରେ ମାଛ ବିକ୍ରି କରି ଭଲ ରୋଜଗାର କରିପାରିବେ l ମାଛ ଚାଷ ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ଅନ୍ୟ ବ୍ୟବସାୟ ପରି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବନି ।
ଦୁଇ ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଚାଲିଗଲା ମାଆ। ୪ ବର୍ଷ ହେଲାଣି ବାପା ମରିଗଲେଣି....ଭୋକ ଉପାସରେ କଟୁଛି ଦିନ। ଦିନେ ଖାଇଲେ ଦୁଇଦିନ ମିଳୁନି....କବାଟ ନାହିଁ କି ଝରକା ନାହିଁ ତଥାପି ଏଇ ଘରେ ରହୁଛନ୍ତି ଦୁଇ ଭଉଣୀ…ସାହାଯ୍ୟ ଅପେକ୍ଷାରେ ଏମାନେ
କାଳ ହେଲା ଅନଲାଇନ୍ ଚାକିରି। ଆକାଉଣ୍ଟକୁ ଟଙ୍କା ଆସିବ କଣ? ଓଲଟି ଟଙ୍କା ନେଇଗଲେ ସାଇବର ଲୁଟେରା...ଫେସବୁକ୍ରୁ ତଥ୍ୟ ପାଇ ହରାଇଲେ ଟଙ୍କା....
ଆଲୋ ହେ...ତୁ କିଏ ଲୋ? ତୋ ପାଦ ତଳେ ମୋ ଗେରସ୍ତ କାହିଁ ମୁଣ୍ଡ କାଟି ଥୋଇବ? ମୁଁ କଣ ତୋ ପାଇଁ ବିଧବା ହେବି? ଅନେଇଲୁ...
ଋଷିଆ-ୟୁକ୍ରେନ ଯୁଦ୍ଧରେ ଭିତରେ ପରମାଣୁ ଆକ୍ରମଣ ହେଲେ...ମାତ୍ର ଅଧଘଣ୍ଟାରେ ମରିବେ କୋଟି କୋଟି ଲୋକ। ୧୮ ହଜାର ବର୍ଷ ପଛକୁ ପଳାଇବ ପୃଥିବୀ, ଏହାସହ....
ଲୋ ବୋଉଲୋ...କି ନାଚଲୋ...ଖାଲି ଅଣ୍ଟା ଦୋହଲୁଛି। ଇଏ କଣ ନିର୍ବାଚଳ ଫଳର ନାଚ ନାଁ ଆଉ କିଛି କିରେ ନାରଣ? ହେ...ସେଗୁଡ଼ା ତୁ ବୁଝି କଣ କରିବୁ? ଦେଖ୍ ଦେଖ୍ ନାଚ ଦେଖ୍...
ସେ ଥିଲେ ଭାରତର ପ୍ରଥମ ମହିଳା ପାଇଲଟ୍। ଶାଢୀ ପିନ୍ଧି ବିମାନ ଉଡ଼ାଇଥିଲେ। ତାଙ୍କ ଜୀବନ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ଅଧା ବାଟରେ ସ୍ୱାମୀ ହାତ ଛାଡିଦେଇଥିଲେ। କିପରି ଥିଲା ପରବର୍ତ୍ତୀ ଜୀବନ ଆସନ୍ତୁ ଜାଣିବା।
ୟୁକ୍ରେନ୍ ସଂକଟ ବେଳେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓ ଏକ ହସ୍ପିଟାଲ ଭିତରୁ ଆସିଛି, ଯେଉଁଠାରେ ହଳେ ଯୁବ ପ୍ରେମୀ ବିବାହ କରୁଥିବା ଦେଖାଯାଉଛି। ବିବାହ କରୁଥିବା ଏହି ଦମ୍ପତି ବୃତ୍ତିରେ ଡାକ୍ତର ବୋଲି ଜଣାଯାଇଛି।
ଷ୍ଟେସନରେ ଅସମ୍ଭବ ଭିଡ଼ ଥିଲା, ସମସ୍ତେ ଫେରିବାକୁ ଚାହୁଁଥିଲେ।
କମ୍ ପରିଶ୍ରମରେ ଅଧିକ ରୋଜଗାର କରିବା ପାଇଁ ସଜନା ଛୁଇଁ ଚାଷ ହେଉଛି ଏକ ଉତ୍ତମ ବିକଳ୍ପ । ଏହି ଚାଷ କରୁଥିବା ଚାଷୀମାନେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।
ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା ଏହିପରି ଏକ ଫୁଲ ହେଉଛି 'ଗେଣ୍ଡୁ' ଯାହାର ଅନେକଗୁଡିଏ ଭଲ ଗୁଣ ଅଛି । ଏହା ଶୀଘ୍ର ନଷ୍ଟ ହୁଏ ନାହିଁ, ଅପେକ୍ଷାକୃତ ଭାବେ ଟାଣ, ଶସ୍ତା, ସୁନ୍ଦର ଓ ସହଜରେ ମିଳିଥାଏ । ଆଜିକାଲି ଏହି ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଛି ।
ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ପ୍ରାୟତଃ ସମସ୍ତେ ଚାହାନ୍ତି । ସେଥିପାଇଁ ଆମ ଘର ମାନଙ୍କରେ ଆମେ ବିଭିନ୍ନ ଗଛ ଲଗାଇଥାଉ । କିନ୍ତୁ ଯଦି ଘରର କମ୍ ସ୍ଥାନ ଯୋଗୁଁ ଆମେ ଘର ଭିତରେ ଗଛ ଲଗେଇ ପାରିନଥାଉ । କିନ୍ତୁ ଆପଣ ଚାହିଁଲେ ଅଳ୍ପ ସ୍ଥାନ ଓ ଯାଗାରେ ଝୁଲନ୍ତା ଗଛ ଲଗାଇ ଉଦ୍ୟନଟିଏ ତିଆରି କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପଦ୍ଧତି ।
କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଡାକ୍ତରୀ ଛାତ୍ରୀ ଜ୍ୟୋତିର୍ମୟୀ । ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକମାତ୍ର ଝିଅ । ଜ୍ୟୋତିର୍ମୟୀ ୟୁକ୍ରେନର କାରକିଭ ନ୍ୟାସନାଲ୍ ୟୁନିଭର୍ସିଟି ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ।
ବର୍ତ୍ତମାନ ସମୟରେ ପନିପରିବାର ଦର ଦାମ୍ ବୃଦ୍ଧି ହେଉଥିବା ବେଳେ ବହୁତ କମ୍ ଯାଗାରେ ଲୋକମାନେ କିଚେନ୍ ଗାର୍ଡେନ ପାଇଁ ମନବଳେଇଲେଣି । ଆଜି ଆମେ ଜାଣିବା ଛାତ ଉପରେ କିଭଳି କରିବା ‘କିଚେନ୍ ଗାର୍ଡେନ୍‘ ।
ରାଜଧାନୀରୁ ନକଲି ସାମ୍ରାଜ୍ୟ ଠାବ । ଭୁବନେଶ୍ୱର ବରମୁଣ୍ଡା ଏବଂ ବଡଗଡବ୍ରିଟ କଲୋନୀରେ ଥିବା ଗୋଦାମ ଉପରେ ଚଢାଉ ଫଳରେ ବିପୁଳ ପରିମାଣର ଅଗରବତୀ ସହ କଞ୍ଚାମାଲ, ଯନ୍ତ୍ରପାତି ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ ହୋଇଛି ।
୧୨ କୋଟି ଟଙ୍କାର ସୁନା ଜବତ ।
ବିନା ହଳରେ କମ୍ ଖର୍ଚ୍ଚ, କମ୍ ସାର ଓ କମ୍ ପରିଶ୍ରମରେ କରାଯାଉଛି ଆଳୁ ଚାଷ । କଟକ ଜିଲ୍ଲା ତିହୁଡ଼ି ଗାଁରେ ଏହି ଭିନ୍ନ ଚାଷ କରାଯାଇଥିବାର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏକ ନୂତନ ପ୍ରଣାଳୀରେ ଆଳୁ ଚାଷ କରାଯାଉଛି ।
ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଏଣିକି ହାର୍ଟ ଆଟାକ୍ ଆସିବାର ୩ ବର୍ଷ ପୂର୍ବରୁ ଜାଣିପାରିବେ ରୋଗୀ…କମିଯିବ ମୃତ୍ୟୁହାର, କେବଳ ଏହି ଔଷଧ ବଂଚାଇପାରିବ ଜୀବନ, ଦେଖନ୍ତୁ ଏହି ଭିଡ଼ିଓ…
ଓଡ଼ିଆ ପ୍ରେମରେ ଓଡ଼ିଶା ରାଜ୍ୟପାଳ । ଓଡ଼ିଆରେ ଗୀତ ଗାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବେ ପୁଣି ଏକ ଓଡ଼ିଆ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଛନ୍ତି । ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ କଟକର ଏକ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ କରାଯାଇଛି ।
ଭୋଟ୍ ବେଳେ ମହାଗଡ଼ବଡ଼। ସମସ୍ତଙ୍କ ପାଇଁ କେବଳ ଜଣିଏ ଦେଇଦେଲେ ଭୋଟ୍...ଯିଏ ଗଲା ୟାଙ୍କ ହାତକୁ ବାଲାଟ୍ ପେପର ଦେଇଦେଲା...ତା’ପରେ ଦେଖୁନୁ କଣ ହେଉଛିରେ ନାରଣ...
ମନ୍ଦିରର ଫାଟକ ପାଖରେ ବସିଛି ଏକ କୁକୁର। ଯିଏ ତା’ ପାଖକୁ ଆସୁଛି ଆଉ ତାକୁ ନମସ୍କାର କରୁଛି ସିଏ ତାଙ୍କୁ ଆଶୀର୍ବାଦ ଦେଉଛି। ଲୋକେ ବି କୁକୁରକୁ ଭଗବାନଙ୍କ ଦୂତ ବୋଲି ବିବେଚନା କରି ନମସ୍କାର କରୁଛନ୍ତି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ…
ଭାରତରେ ଧିରେ ଧିରେ ଚାଷର ପଦ୍ଧତି ବଦଳୁଛି, ବର୍ତ୍ତମାନ କୃଷକମାନେ ସେହି ଫସଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହା କମ୍ ସମୟ ମଧ୍ୟରେ ଅଧିକ ଲାଭ ଦେଉଛି। ଏଭଳି ଫସଲରେ ରହିଛି କଖାରୁ। ତେବେ ଏହାକୁ କେବେ ଓ କିପରି ଚାଷ କରାଯାଏ ଆସନ୍ତୁ ଜାଣିବା।
କଦଳୀ ଏକ ଲାଭଜନକ ଚାଷ। ଏହା ଏପରି ଏକ ଫଳ ଯାହାର ଚାହିଦା ବର୍ଷସାରା ରହିଥାଏ। ଏହା ପାଚିଲା ଖାଇବା ବ୍ୟତୀତ ତରକାରୀ ଏବଂ ଚିପ୍ସ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ଯଦି ଆପଣ କଦଳୀ ଚାଷ କରିବାକୁ ଯୋଜନା କରୁଛନ୍ତି, ତେବେ ଏହାକୁ ଭଲଭାବେ ପଢି ନିଅନ୍ତୁ, ଏଥିରୁ ଆପଣ ଯଥେଷ୍ଟ ସୂଚନା ପାଇଯିବେ।
କାକୁଡିକୁ ଏକ ଖରା ଦିନିଆ ଫଳ ଭାବେ ବ୍ୟବହାର କରାଯାଏ। ଏନେଇ ଫେବୃଆରୀ-ମାର୍ଚ୍ଚ ମାସ କାକୁଡି ଚାଷ ପାଇଁ ଖୁବ ଭଲ। ଏହା ସମଗ୍ର ଦେଶରେ ଚାଷ କରାଯାଏ।