ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ଅନ୍ୟ ସ୍କୁଲ୍ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ।
କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା
ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ା ଖୋଳାଯାଇଛି ବିରାଟ ବିରାଟ ଗାତ, ବନ୍ଧା ଯାଇଛି ଲୁହାରଡ଼, ଚାଲିଛି କଂକ୍ରିଟ୍ ନିର୍ମାଣ।କୁହାଯାଉଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ତିଆରି ହେଉଛି, ଇଲେକ୍ଟ୍ରିକାଲ୍ ରୁମ, ସେଲଟର ରୁମ୍ ଓ ଶୌଚାଳୟ।
ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଶୁଣାଇଛି ଜଗନ୍ନାଥ ସେନା।
ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ବୋଲି କହିଥିଲା ଏନ୍ଏମ୍ସି।
ନିଜେ କାଉଣ୍ଟରରେ ଟିକେଟ୍ କାଟିଲେ ପରେ ମେଟ୍ରୋ ଟ୍ରେନ୍ରେ ସାଧାରଣ ଲୋକଙ୍କ ସହ ଯାତ୍ରା କଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଘଟଣା ଦେଖିବାକୁ ମିଳିଛି, ଆଜି ପୁଣେ ସହରରେ । ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।
ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀ ଆତଙ୍କ । ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ସାଇବର ଅପରାଧୀମାନେ ‘ଅଶ୍ଳୀଳ ଚାର୍ଟକୁ ଆୟୁଧ କରୁଛନ୍ତି । ଏହି ପରିପେକ୍ଷୀରେ ଡିଜିଟାଲ ସୁନ୍ଦରୀଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଓଡ଼ିଶା ପୋଲିସ ଲୋକଙ୍କୁ ସତର୍କ କରାଇଛନ୍ତି । ଏନେଇ ଓଡ଼ିଶା ପୋଲିସ୍ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।
ଛେଳି ଚୋରିକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ । ଆନ୍ଧ୍ରର ଘଟଣା ଓ ଆନ୍ଧ୍ରର ଚୋରକୁ ଓଡ଼ିଶା ପୋଲିସ ବାନ୍ଧି ପାରିବ ନାହିଁ ବୋଲି କହି ଆନ୍ଧ୍ର ପୋଲିସର ଅତିକ୍ରମଣକୁ ଓଡ଼ିଶା ପୋଲିସ ବିରୋଧ କରିଛି ।
ଭାରି ବୁଦ୍ଧିଆ ମଙ୍ଗଳା । ଲୁକ୍ ଯେମିତି ଅଭିନୟ ସେମିତି। ନିଜ ଆଖିର ଯାଦୁଗରୀରେ ଦର୍ଶକଙ୍କୁ ଦେଉଛନ୍ତି ହାଣି...ଦେଖୁନାହାନ୍ତି କେମିତି ଦେଉଛନ୍ତି ଲୁକ୍
ମାମୁଁ ଲୋ...ତୁ ଏମିତି କାହିଁ ହେଉଛୁ? ତୁମେ ପୁଲିସ୍ ବୋଲି ଗୋଟିଏ ବାଇକ୍ରେ ୪ ଜଣ ବସିକି ଯିବ। ଆମେ ଗଲେ ତୁମେ ଚାଲାଣ କାଟିବ...ସବୁ ଦେଖୁଥାଆରେ ନାରଣ..
ଭାଇରାଲ ଭାଉଜଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ସେଦିନ ସେହି ହଳଦିଆ ଶାଢୀର ଆଜି ବି ସୋସିଆଲ ମିଡ଼ିଆରେ ହେଉଛି ଫଟୋ ଭାଇରାଲ । ଏବେ ତ ତାଙ୍କ ସହ ଫଟୋ ଉଠାଇବାକୁ ଭୋଟରଙ୍କ ମଧ୍ୟରେ ଲାଗିଲାଣି ପ୍ରତିଯୋଗିତା ।
ସାଇବର ଲୁଟେରା ମାନେ ପ୍ରଥମେ ମହିଳାଙ୍କ ନାମରେ କିମ୍ବା ଅନେକ ଫେକ୍ ଆକାଉଣ୍ଟ ଜରିଆରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ପରେ ଭିଡିଓ କଲ୍ କରି ଅଶ୍ଳୀଳ ଭିଡିଓ କରିବାକୁ ପ୍ରବର୍ତ୍ତାଉଛନ୍ତି । କୌଣସି ବ୍ୟକ୍ତି ତାଙ୍କ କଥାରେ ଥରେ ପଡ଼ିଗଲେ ଜୀବନ ନର୍କ ହୋଇଯାଉଛି ।
ଗାଈ ଚାଷ, ଛେଳି ଚାଷ ସହ କୁକୁଡ଼ା ଚାଷ ହେଉଛି। ଗୋଟିଏ ସ୍ଥାନରେ ଖାଇବାଠୁ ବୁଲିବା ପର୍ଯ୍ୟନ୍ତ ସବୁ ସୁବିଧାରେ ମିଳୁଛି। ଏବେ ଚର୍ଚ୍ଚାରେ ଶୀତିକଣ୍ଠଙ୍କ ଏଗ୍ରି ଇକୋ ଟୁରିଜିମ୍। ଦେଖନ୍ତୁ ଏହି ଭିଡ଼ିଓ ।
ସାତ ପିଢି ପରେ ଝିଅ ଜନ୍ମ । ଜନ୍ମଦିନରେ ମିଳିଲା ଜହ୍ନରେ ଜମି । ସାତ ପିଢି ପରେ ଘରେ ଜନ୍ମ ହେଲା ଝିଅ, ଜହ୍ନରେ ଜମି କିଣିଦେଲେ ବାପା-ମା । ଏହି ଖବର ଜାଣିବା ପରେ ଏବେ ସବୁଆଡେ ଚର୍ଚ୍ଚା ।
ବିଧାନସଭାରେ ଚଠି ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ବାଚସ୍ପତି ।
ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ । ଭଦ୍ରକର ଜଣେ ଚାଷୀ ଏକର ଏକର ଜମିରେ ଫଳାଇ ପାରିଛନ୍ତି ଥାଇଲାଣ୍ଡ କାଶ୍ମୀର ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀର ସେଓ ଭଳି ଦିଶୁଛି । ତେଣୁ ଏପରି ନାମକରଣ କରାଯାଇଛି । ଚାଷୀ ଜଣଙ୍କ ତାଙ୍କ ଜମିରେ ମଧ୍ୟ ଲଗାଇଛନ୍ତି ଅନେକ ବିଦେଶୀ ଫଳ ଗଛ । ଏମିତିକି ବିଭିନ୍ନ କିସମର ପିଜୁଳି ଚାଷ କରି ଲାଭବାନ ହୋଇପାରିଛନ୍ତି ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର, ଜଙ୍ଘାର, ସରେଇଁ, ହାତିବନ୍ଧା, ସାଳବଣି ଆଦି ଗାଁ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଧାର କରଜ କରି ଏକର ଏକର ଜମିରେ କରିଥିଲେ ଟୋମାଟୋ ଚାଷ । ସାର, କୀଟନାଶକ ଔଷଧ ବାବଦରେ ଖର୍ଚ୍ଚ ବି କରିଥିଲେ । ହେଲେ ଯେଉଁ ଦରରେ ବିଲାତି ବିକ୍ରି ହେଉଛି, ଲାଭ ତ ଦୂରର କଥା, ଖର୍ଚ୍ଚ ମଧ୍ୟ ଉଠିବନି
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ବସନ୍ତିଆ ପଞ୍ଚାୟତ ସିଲନ୍ଧି ଗ୍ରାମର ଉଦୟନାଥ କର । ୧୯୯୫ ମସିହାରେ ମେକାନିକାଲ ଇଂଜିନିୟର ପାଠ ପଢି ସାରିବା ପରେ ଏକ କମ୍ପାନୀରେ ଚାକିରୀ କରିଥିଲେ । ପରେ କିନ୍ତୁ ଚାକିରି ଛାଡିଥିଲେ ଓ ଗାଁ କୁ ଫେରିଆସି ବିଭିନ୍ନ କାର୍ଯ୍ୟରେ ମନୋନିବେଶ କରିଥିଲେ ।
ସାମ୍ନାକୁ ଆସିଲେ ପୁଟିନ୍ଙ୍କ ବଣ୍ଡ୍ ଗାର୍ଲ। ପରଦା ପଛରେ ରହି ପୁଟିନଙ୍କ ପାଇଁ କାମ କରୁଛନ୍ତି ଏହି ଯୁବତୀ। କିଏ ଏହି ଯୁବତୀ, ସେ କ’ଣ କରନ୍ତି ଆସନ୍ତୁ ଜାଣିବା।
ଚାରିଜଣ ବୈଜ୍ଞାନିକ ଯେଉଁମାନେ ୫୦ ବର୍ଷରୁ କମ୍, ସେମାନେ ଦେଶର ବିକାଶ ଏବଂ ପ୍ରଯୁକ୍ତିବିଦ୍ୟାରେ ପରିବର୍ତ୍ତନ ଆଣିବା ପାଇଁ କାମ କରୁଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା
ସାମ୍ନାକୁ ଆସିଛି ଏକ ଅଜବ ଖବର। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଖାଦ୍ୟର ବାସ୍ନା କିମ୍ବା ସ୍ୱାଦ ବାରିବା ପରେ ପାଟିରୁ ଲାଳ ଗଡିବା ବଦଳରେ ଆଖିରୁ ବାହାରୁଛି ଲୁହ। କାହିଁକି ଏମିତି ହଉଛି ଜାଣିବା ପାଇଁ ପଢନ୍ତୁ…
ଅନେକ ମହିଳା ସେଲିବ୍ରିଟିଙ୍କ ନାମ ବିଦେଶୀ ପ୍ରଶଂସକଙ୍କ ଜିଭରେ ରହିଲାଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସରେ, ଫ୍ୟାଶନ୍ ଓ ମନୋରଞ୍ଜନ ଜଗତ ସହିତ ଜଡିତ ଭାରତର ଏହି ପାଞ୍ଚଜଣ ମହିଳାଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ନାମ ସମଗ୍ର ବିଶ୍ୱରେ ଜଣାଶୁଣା।
ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିଲା।
ପୂର୍ବରୁ କଂଗ୍ରେସ, ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।