• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: International Women Day 2022

Top 5 Strongest Women in the World
ଏମାନେ କେମିତି ହେଲେ ବିଶ୍ୱର ସଶକ୍ତ ମହିଳା ?

ବଦଳୁଛି ସମୟ, ବଦଳୁଛନ୍ତି ସମାଜ । ଏବଂ ତା ସହ ତାଳ ଦେଇ ନୂଆ ପରିବର୍ତ୍ତନକୁ ଆପଣାଉଛନ୍ତି ଲୋକେ । ଫଳରେ ବର୍ତ୍ତମାନ ଯୁଗରେ ମହିଳା ଆଉ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହିନାହାନ୍ତି ବରଂ ସମାଜରେ କିଛି କରି ଦେଖାଇ ଦୁନିଆରେ ସୁପରିଚିତ ହୋଇପାରିଛନ୍ତି । ସେହିମାନଙ୍କ ମଧ୍ୟରୁ ବିଶ୍ୱରେ ଏପରି ୫ ଜଣ ସଶକ୍ତ ମହିଳା ଅଛନ୍ତି ଯେଉଁମାନେ ନିଜ କଳ, ବଳ ଓ କୌଶଳ କ୍ରମେ ଜୀବନର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରି ମଧ୍ୟ ଅନେକ କିଛି କରି ଦେଖାଇପାରିଛନ୍ତି ।

These are films shows woman empower
ଫିଲ୍ମ କୁହେ ସମାଜ ଓ ପରିବାରରେ ଥିବା ମହିଳାଙ୍କ ଗୁରୁତ୍ୱର କାହାଣୀ

ନାରୀର ସମାଜରେ ଅନେକ ଭୂମିକା ରହିଛି। ସେ କେତେବେଳେ ମା’ ହୋଇ ସନ୍ତାନର ପେଟର ଚିନ୍ତା କରିଛି ତ ପୁଣି କେତେବେଳେ ପତ୍ନୀ ହୋଇ ସ୍ୱାମୀ ସହ ପାଦ ମିଳେଇ ଚାଲିଛି। ସେ ପୁଣି ହାତରେ ଶାସ୍ତ୍ର ଧରିଛି ଆଉ ଦରକାର ପଡିଲେ ଶସ୍ତ୍ର ବି ଉଠେଇଛି। ଆସନ୍ତୁ ଏହି ଫିଲ୍ମରେ ଦେଖିବା ସମାଜ ପ୍ରତି ଥିବା ନାରୀର ଭୂମିକା।

5 most powerful woman in the world
୫ ସଶକ୍ତ ମହିଳା; ଯାହାଙ୍କୁ ଜାଣେ ସାରା ଦୁନିଆ

ମହିଳାମାନେ ଆଉ ଘର କଣରେ ସୀମିତ ନାହାନ୍ତି। ନିଜର ଶକ୍ତିକୁ ଦୁନିଆକୁ ଦେଖେଇ ସାରିଲେଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସ ଅବସରରେ, ବିଶ୍ୱର ଏପରି ପାଞ୍ଚ ଜଣ ସଶକ୍ତ ମହିଳାଙ୍କ ବିଷୟରେ ଜାଣିନେବା ଯେଉଁମାନେ କେବଳ ନିଜ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ।

5 female politician in India
ରାଜନୀତିର ମଙ୍ଗୁଆଳ ସାଜିଥିବା ୫ କ୍ଷମତାଶାଳୀ ମହିଳା

ଆଗକୁ ବଢୁଛନ୍ତି ନାରୀ। କିଛି ବଡ ବଡ ରାଜନୈତିକ ଦଳର ଜାତୀୟ ସଭାପତି ନେତୃତ୍ୱ ନେଉଥିବାବେଳେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜନୈତିକ କ୍ଷେତ୍ରରେ ଥିବା ଏହି ମହିଳାମାନେ ଆଜି ପାଉଛନ୍ତି ସମ୍ମାନ।

ମନୋରଞ୍ଜନ ଓ ଫ୍ୟାଶନ୍ ଜଗତ ଏହି ୫ ମହିଳା ସାରା ବିଶ୍ୱରେ ପରିଚିତ
ମନୋରଞ୍ଜନ ଓ ଫ୍ୟାଶନ୍ ଜଗତର ଏହି ୫ ମହିଳା ସାରା ବିଶ୍ୱରେ ପରିଚିତ

ଅନେକ ମହିଳା ସେଲିବ୍ରିଟିଙ୍କ ନାମ ବିଦେଶୀ ପ୍ରଶଂସକଙ୍କ ଜିଭରେ ରହିଲାଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସରେ, ଫ୍ୟାଶନ୍ ଓ ମନୋରଞ୍ଜନ ଜଗତ ସହିତ ଜଡିତ ଭାରତର ଏହି ପାଞ୍ଚଜଣ ମହିଳାଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ନାମ ସମଗ୍ର ବିଶ୍ୱରେ ଜଣାଶୁଣା।

These 5 women who made Indian army proud
ଭାରତୀୟ ସେନାର ଗୌରବ ବଢେଇଥିବା ୫ ମହିଳା

ଭାରତୀୟ ସେନାରେ ଆଜି ଅନେକ ମହିଳା ଯୋଗ ଦେଇଛନ୍ତି। ଅନେକ ମହିଳା ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ଉଡ଼ାଇବାର ଦାୟିତ୍ୱ ତୁଲାଉଛନ୍ତି। ତେବେ ଏମିତି କିଛି ଆସନ୍ତୁ ସାହସୀ ମହିଳା ଅଛନ୍ତି ଯେଉଁମାନେ ଦେଶର ସୈନ୍ୟବାହିନୀରେ ଯୋଗ ଦେଇ ଦେଶକୁ ଗୌରବାନ୍ୱିତ କରିବା ସହ ପ୍ରତ୍ୟେକ ନାରୀ ପାଇଁ ଏକ ଆଦର୍ଶ ହୋଇଯାଇଛନ୍ତି।

Know five Indian women rights
ଆଜି ବି ଅନେକ କ୍ଷେତ୍ରରେ ମହିଳାଙ୍କୁ ଅଣଦେଖା; ଜାଣନ୍ତୁ ଏହି ୫ ମହିଳା ଅଧିକାର

ସମାଜରେ ମହିଳାମାନଙ୍କୁ ସମ୍ମାନ ଏବଂ ସୁରକ୍ଷିତ ବାତାବରଣ ଦେବା ପାଇଁ ଭାରତୀୟ ସମ୍ବିଧାନରେ କିଛି ଅଧିକାର ଦିଆଯାଇଛି। ଅନେକ ମହିଳା ସେମାନଙ୍କର ଅଧିକାର ବିଷୟରେ ଅବଗତ ନୁହଁନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ପରିସ୍ଥିତିର ସାମ୍ନା କରିବାକୁ ପଡେ ଯାହା ସେମାନଙ୍କ ସହ ନହେବା ଉଚିତ।

International Women Day-2022
ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ମାର୍ଚ୍ଚ ୮ କାହିଁକି?

ପ୍ରତିବର୍ଷ ମାର୍ଚ୍ଚ ୮ରେ ମହିଳା ଦିବସ ଅବସରରେ ବିଶ୍ୱର ସମସ୍ତ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେବେ ଆପଣ ଜାଣନ୍ତି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କେବେ ଏବଂ କେଉଁଠାରୁ ଆରମ୍ଭ ହୋଇଥିଲା? ଆନ୍ତର୍ଜାତୀୟ ମହିଳା ଦିବସ କେବଳ ମାର୍ଚ୍ଚ ୮ରେ କାହିଁକି ପାଳନ କରାଯାଏ?

Sarla Thakral the first woman pilot of India
ଭାରତର ପ୍ରଥମ ମହିଳା ପାଇଲଟ୍‌ଙ୍କ ସଂଘର୍ଷର ଜୀବନ

ସେ ଥିଲେ ଭାରତର ପ୍ରଥମ ମହିଳା ପାଇଲଟ୍। ଶାଢୀ ପିନ୍ଧି ବିମାନ ଉଡ଼ାଇଥିଲେ। ତାଙ୍କ ଜୀବନ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ଅଧା ବାଟରେ ସ୍ୱାମୀ ହାତ ଛାଡିଦେଇଥିଲେ। କିପରି ଥିଲା ପରବର୍ତ୍ତୀ ଜୀବନ ଆସନ୍ତୁ ଜାଣିବା।