• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Paddy Procurement In Odisha

Irregularities in paddy procurement in Bhadrak, farmers suffer
ହଜାର ହଜାର କ୍ୱିଣ୍ଟାଲ ଧାନ ରେକର୍ଡରୁ ଗାଏବ, ଯାଞ୍ଚ ବେଳେ ଧରାପଡ଼ିଲା ସତ...

କେଉଁଠି ଅଭାବୀ ବିକ୍ରିର ଶିକାର ହେଉଛି ଅନ୍ନଦାତା ତ ପୁଣି କେଉଁଠି ଋଣ ଭାର ଶୁଝିବାକୁ ବର୍ଷକର ଅମଳକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ସରକାରୀ ଧାନ କିଣା ପ୍ରକ୍ରିୟା ଫେଲ୍ ଯୋଗୁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। 

Irregularities Alleged In Paddy Supply
ରାଜ୍ୟରୁ କେବେ ଦୂର ହେବ ମଣ୍ଡି ଅବ୍ୟବସ୍ଥା ?

ଚାଷୀଙ୍କୁ ଘାରିଛି ମଣ୍ଡି ଅବ୍ୟବସ୍ଥା । ମଣ୍ଡିରେ ଶହଶହ ବସ୍ତା ଧାନ ପଡି ପଡି ଗଜା ହେଉଥିବାବେଳେ ମିଲର ଧାନ ଉଠାଉନଥିବାରୁ ସୋସାଇଟି ମଧ୍ୟ ଧାନ କିଣୁନାହାନ୍ତି । ଏହାର ଫାଇଦା ଉଠାଇ ଅସାଧୁ ଧାନ ବେପାରୀ କମ୍ ଦାମରେ ଚାଷୀଙ୍କ ଧାନ କିଣି ମାଲାମାଲ୍ ହେଉଛନ୍ତି । ଭଦ୍ରକ ଜିଲ୍ଲ ପଳାଶପୁର ସୋସାଇଟିରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

Special Story | Balasore Woman Collects Over 1000 Types Of Paddy Seeds, Helps Farmers
ଧାନ ବିହନର ମାଆ କୁସୁମ ମିଶ୍ର, ୧୮ ବର୍ଷରେ ସାଇତିଛନ୍ତି ୧୦୫୫ କିସମ ବିହନ

ସେ ଧାନକୁ ନିଜ ପିଲାମାନଙ୍କ ପରି ପାଳନ୍ତି। ଅନେକ କିସମ ଧାନ ବିହନ ଆଉ ଦେଖିବାକୁ ମିଳୁନି। କିନ୍ତୁ ତାହା ସାଇତା ହୋଇ ରହିଛି କୁସୁମ ମିଶ୍ରଙ୍କ ଧାନ ବ୍ୟାଙ୍କରେ। ଯାହାକୁ ଦେଖିଲେ ଆପଣଙ୍କ ମନ ପୂରି ଉଠିବ।