• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Marigold

ଚାଷରେ ଏତେ ଲାଭ ?
Marigold Cultivation: ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ

ପରିଶ୍ରମ ତୁଳନାରେ ସେମାନଙ୍କୁ ସେତିକି ଲାଭ ମିଳୁନଥିଲା । ହେଲେ ଏବେ ତିନି ମାସରେ କମ୍ ପରିଶ୍ରମରେ ଗେଣ୍ଡୁଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଯାହା କି ଏହି ଫୁଲ ଚାଷ ଏବେ ସେମାନଙ୍କ ମନରେ ଆନନ୍ଦ ଆଣି ଦେଇଛି ।

Marigold flower cures many diseases
Health Tips: ରୁପି ହେଉଥିଲେ, ଚୁଟି ଝଡୁଥିଲେ ଏମିତି ବ୍ୟବହାର କରନ୍ତୁ ଗେଣ୍ଡୁ ଫୁଲ; ଦୂର ହେବ ସମସ୍ୟା

ଲୋକମାନେ ସାଧାରଣତଃ ଘର ସଜାଇବା ପାଇଁ ଫୁଲ ବ୍ୟବହାର କରନ୍ତି। କିନ୍ତୁ ଏଠାରେ ଏମିତି ଅନେକ ଫୁଲ ଅଛି ଯାହା ଔଷଧୀୟ ଗୁଣରେ ଭରପୂର। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହା ବିଷୟରେ ଜାଣନ୍ତି ନାହିଁ। ସେଥିମଧ୍ୟରୁ ଗେଣ୍ଡୁଫୁଲ ଗୋଟିଏ।

Marigold Farming
ମାଲେମାଲ କରିଦେଲା ଗେଣ୍ଡୁ ଚାଷ...ରୋଜଗାର ଦେଖିଲେ

କେମିତି ରୋଜଗାର କରିବେ ବୋଲି ଭାବୁଥିଲେ, ଚିନ୍ତିତ ଥିଲେ । ଏବେ ଗେଣ୍ଡୁ ଚାଷ କରି ମାଲେମାଲ ହେଲେ । ମାସକୁ ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

marigold Farmer
ଭାଗ୍ୟ ପରିବର୍ତ୍ତନ କରିଦେଲା ଗେଣ୍ଡୁ ଚାଷ

ଚାଷ କଲେ ଭଲ ଦୁଇ ପଇସା ଲାଭ ହେବ । କିଛି ଏମିତି ଭାବି ଆରମ୍ଭ କରିଦେଲେ ଚାଷ । ବାସ୍‌ ଏହାପରେ ବହୁମାତ୍ରାରେ ଫୁଲ ଫୁଟୁଛି । ଗୋଟିଏ କ୍ଷେତରେ ସ୍ୱାମୀ,ସ୍ତ୍ରୀ, ବାପା-ମାଆଙ୍କ ସହ ୬ ଜଣ ଦିନ ମଜୁରିଆ ଭାବରେ ନିର୍ଦ୍ଧୁମ ଖଟୁଛନ୍ତି । ଆଉ ଯେତିକି ରୋଜଗାର ହେଉଛି ସେତିକିରେ ନିଜେ ଲାଭବାନ ହେବା ସହିତ ଲୋକଙ୍କୁ ଦେଉଛନ୍ତି ନିଯୁକ୍ତି ।

Make a profit by growing marigold
ବୈଜ୍ଞାନିକ ପଦ୍ଧତିରେ କରନ୍ତୁ ଗେଣ୍ଡୁଫୁଲ ଚାଷ

ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା ଏହିପରି ଏକ ଫୁଲ ହେଉଛି 'ଗେଣ୍ଡୁ' ଯାହାର ଅନେକଗୁଡିଏ ଭଲ ଗୁଣ ଅଛି । ଏହା ଶୀଘ୍ର ନଷ୍ଟ ହୁଏ ନାହିଁ, ଅପେକ୍ଷାକୃତ ଭାବେ ଟାଣ, ଶସ୍ତା, ସୁନ୍ଦର ଓ ସହଜରେ ମିଳିଥାଏ । ଆଜିକାଲି ଏହି ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଛି ।