କଦଳୀ ଗଛ ଯେମିତି, କଦଳୀ କାନ୍ଧି ବି ଠିକ୍ ସେମିତି । ଦିନେ ଯେଉଁ ଜମିରେ ପାରମ୍ପରିକ ଚାଷ କରି ବାରମ୍ବାର କ୍ଷତି ସହୁଥିଲେ । ଏବେ ସେଇ ଜମି ଆକବରଙ୍କୁ ଲକ୍ଷପତି କରିଛି ।
ଆଜିକାଲି, ବଜାରରେ ଫଳର ଚାହିଦା ବୃଦ୍ଧି ହେତୁ ସେଗୁଡିକୁ ପଚେଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ବିଶେଷକରି କଦଳୀକୁ ଶୀଘ୍ର ପଚେଇବା ପାଇଁ ଫଳ ଚାଷୀମାନେ କାର୍ବାଇଡ୍ ବ୍ୟବହାର କରୁଛନ୍ତି। ଯଦି ଏହା ଆପଣଙ୍କ ପେଟକୁ ଯାଏ, ଏହା ବିଷ ପରି କାମ କରିବ।
ଭାଗ୍ୟ ବଦଳାଇ ଦେଲା କଦଳୀ ଚାଷ। ନୀଳ ଜହର ମୋହରେ ବାୟା ନହୋଇ ପାଳରେ କଲେ କଦଳୀ ଚାଷ॥ ଏତେ ମାତ୍ରାରେ ଫଳୁଛି ଯେ, ପୂରା ପକେଟ୍ ହୋଇଯାଉଛି ଗରମ। କେବଳ ପାଣି ଆଉ ଟିକିଏ ସୁବିଧା ହେଲେ...
କଦଳୀ ଏକ ଲାଭଜନକ ଚାଷ। ଏହା ଏପରି ଏକ ଫଳ ଯାହାର ଚାହିଦା ବର୍ଷସାରା ରହିଥାଏ। ଏହା ପାଚିଲା ଖାଇବା ବ୍ୟତୀତ ତରକାରୀ ଏବଂ ଚିପ୍ସ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ଯଦି ଆପଣ କଦଳୀ ଚାଷ କରିବାକୁ ଯୋଜନା କରୁଛନ୍ତି, ତେବେ ଏହାକୁ ଭଲଭାବେ ପଢି ନିଅନ୍ତୁ, ଏଥିରୁ ଆପଣ ଯଥେଷ୍ଟ ସୂଚନା ପାଇଯିବେ।
କଦଳୀ ଗଛରୁ ତିଆରି ହେଉଛି ବଡ଼ି, ପାମ୍ପଡ଼ ସହ ଅନେକ ଘରକରଣା ସାମଗ୍ରୀ। ହେଲେ କେମିତି? କଦଳୀ କଟା ହେବା ପରେ ଗଛକୁ ବିକ୍ରି କରି ଟଙ୍କା ରୋଜଗାର କରୁଛନ୍ତି ଏଠାକାର ଚାଷୀ।