ତାଙ୍କର ପ୍ରତିଟି କଥା ଅନ୍ୟକୁ ପ୍ରେରଣା ଦେଇଥାଏ।
ଓଡ଼ିଆ ପ୍ରେମରେ ଓଡ଼ିଶା ରାଜ୍ୟପାଳ । ଓଡ଼ିଆରେ ଗୀତ ଗାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବେ ପୁଣି ଏକ ଓଡ଼ିଆ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଛନ୍ତି । ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ କଟକର ଏକ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ କରାଯାଇଛି ।