• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fish Farming

fish farming
ମହିଳା SHG ଗ୍ରୁପକୁ ରୋଜଗାର ଦେଉଛି ମାଛଚାଷ

ମସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ଅନେକ୍ ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ବ୍ୟାଙ୍କ ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି। ଯେଉଁଥିରେ ଗ୍ରାମାଞ୍ଚଳର ମହିଳାମାନେ ବେଶ୍ ଉପକୃତ ହେଉଛନ୍ତି। ସକାଳ ପାଇଲେ ଏହି ଗୋଷ୍ଠିର ମହିଳା ମାନେ ପାଳି କରି ତଦାରଖ କରିବାକୁ ପୋଖରୀ ଆଡ଼କୁ ବୁଲି ଆସନ୍ତି l ମାଛକୁ ଦାନା ଦେବା ଠାରୁ ଆରମ୍ଭ କରି ପୋଖରୀର ଜଳ ସ୍ୱଚ୍ଛ ହେବା ପାଇଁ ଚୂନ ପକାନ୍ତି l ଏହାକୁ ନିତିଦିନିଆ କରିଥାନ୍ତି ମହିଳାମାନେ ।

Fish farming
ରୋଜଗାର ଦେଉଛି ମାଛଚାଷ; ସ୍ୱାବଲମ୍ବୀ ହେଉଛନ୍ତି ମହିଳା

ଆସିକା ବ୍ଲକ ହରିଡ଼ାପଦର ପଞ୍ଚାୟତର ବରଗାଁ ଏବଂ ମାଗୁରା ଗାଁ । ଏହି ଦୁଇ ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜସ୍ୱ ଉଦ୍ୟମରେ ଆଜି ଭଲ ଦୁଇ ପାଇସା ରୋଜଗାର କରୁଛନ୍ତି ।

Fish farming
ସ୍ୱାବଲମ୍ବୀ ହେଉଛନ୍ତି ମହିଳା; ରୋଜଗାର ଦେଉଛି ମାଛଚାଷ

ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ମାଛ ଚାଷକରି କରୁଛନ୍ତି ଅର୍ଥ ଉପାର୍ଜନ ।

Fish Farming
ମାଛ ଚାଷ କରି ଲକ୍ଷପତି ! ସ୍ତ୍ରୀଙ୍କ ସହଯୋଗରେ ବନିଗଲେ ମାଛଚାଷୀ

ଲକ୍ଷପତି ମାଛଚାଷୀ ସ୍ୱାମୀ ସ୍ତ୍ରୀଙ୍କ ଏହି ତରିକା, ପରସ୍ପର ପ୍ରତି ସହଯୋଗ ଓ କର୍ମନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।

Fish Farming
ରଙ୍ଗୀନ ମାଛ ରଖିଲେ ବାସ୍ତୁ ଦୋଷ ନିରାକରଣ ହୁଏ ?

ରଙ୍ଗୀନ ମାଛ ଚାଷ କରିବା ଲାଗି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ଏହାପରେ ଇଚ୍ଛୁକ ଥିବା ସଂଘର ସଦସ୍ୟମାନେ ପ୍ରଥମେ ଖଡ଼ିଆଳରେ ତାଲିମ ନେଇଥିଲେ । ତାଲିମ ନେବା ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା

It is beneficial to cultivate fish at a very low cost
ବହୁତ କମ୍ ଖର୍ଚ୍ଚରେ ମାଛ ଚାଷ କରି ହୁଅନ୍ତୁ ଲାଭବାନ୍

ଭାରତରେ ୭୦% ଲୋକ ମାଛ ଖାଆନ୍ତି l ମାଛ ପ୍ରୋଟିନ ଓ ଭିଟାମିନଯୁକ୍ତ ଭୋଜନ ଅଟେ l ଏହି ସବୁ କାରଣ ଯୋଗୁଁ ବଜାରରେ ମାଛର ଚାହିଦା ଅଧିକ ଥାଏ । ତେବେ ଆପଣ ବଜାରରେ ମାଛ ବିକ୍ରି କରି ଭଲ ରୋଜଗାର କରିପାରିବେ l ମାଛ ଚାଷ ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ଅନ୍ୟ ବ୍ୟବସାୟ ପରି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବନି ।

Fish farming in bio flucks techniqe
ଶିକ୍ଷା ତାଙ୍କର ଏମ୍‌ଫିଲ୍‌; ନିଶା କିନ୍ତୁ ମାଛଚାଷ

ପାରମ୍ପରିକ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ କ୍ଷତିରେ ପଡୁଥିବା ବେଳେ ଦିବ୍ୟରାଜ ଏହି ଅତ୍ୟାଧୁନିକ ପଦ୍ଧତିରେ ଚାଷ କରି ଲାଭବାନ ହେଉଥିବା କୁହନ୍ତି। ତାଙ୍କର ଏହି ଯୋଜନା କେବଳ ତାଙ୍କରି ପେଟ ପୋଷୁନି, ଏହା ସହ ଦିବ୍ୟରାଜ କେତେକ ସ୍ଥାନୀୟ ଲୋକଙ୍କୁ ନିଜ ଫାର୍ମ ହାଉସ୍‌ରେ ନିଯୁକ୍ତି ମଧ୍ୟ ଦେଇଛନ୍ତି।

Chartered accountant become successful fish farmer
ଉଚ୍ଚ ଶିକ୍ଷିତ ହୋଇ ବି ଆଦରି ନେଲେ ମାଛ ଚାଷ, ମାସକୁ ୪୦-୫୦ ହଜାର ରୋଜଗାର

ଆଜିକାଲି ଶିକ୍ଷିତ ପିଲାମାନେ ଚାଷ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ସମସ୍ତେ ଚାହାନ୍ତି ସରକାରୀ ଚାକିରୀ। କିନ୍ତୁ ଏମିତି ମଧ୍ୟ ଅନେକ ଯୁବକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସେମିତି ଜଣେ ଯୁବକ ହେଲେ ରତନଲାଲ ପଣ୍ଡା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।