ଭୋଟ୍ ବେଳେ ମହାଗଡ଼ବଡ଼। ସମସ୍ତଙ୍କ ପାଇଁ କେବଳ ଜଣିଏ ଦେଇଦେଲେ ଭୋଟ୍...ଯିଏ ଗଲା ୟାଙ୍କ ହାତକୁ ବାଲାଟ୍ ପେପର ଦେଇଦେଲା...ତା’ପରେ ଦେଖୁନୁ କଣ ହେଉଛିରେ ନାରଣ...
ମନ୍ଦିରର ଫାଟକ ପାଖରେ ବସିଛି ଏକ କୁକୁର। ଯିଏ ତା’ ପାଖକୁ ଆସୁଛି ଆଉ ତାକୁ ନମସ୍କାର କରୁଛି ସିଏ ତାଙ୍କୁ ଆଶୀର୍ବାଦ ଦେଉଛି। ଲୋକେ ବି କୁକୁରକୁ ଭଗବାନଙ୍କ ଦୂତ ବୋଲି ବିବେଚନା କରି ନମସ୍କାର କରୁଛନ୍ତି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ…
ଭାରତରେ ଧିରେ ଧିରେ ଚାଷର ପଦ୍ଧତି ବଦଳୁଛି, ବର୍ତ୍ତମାନ କୃଷକମାନେ ସେହି ଫସଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହା କମ୍ ସମୟ ମଧ୍ୟରେ ଅଧିକ ଲାଭ ଦେଉଛି। ଏଭଳି ଫସଲରେ ରହିଛି କଖାରୁ। ତେବେ ଏହାକୁ କେବେ ଓ କିପରି ଚାଷ କରାଯାଏ ଆସନ୍ତୁ ଜାଣିବା।
କଦଳୀ ଏକ ଲାଭଜନକ ଚାଷ। ଏହା ଏପରି ଏକ ଫଳ ଯାହାର ଚାହିଦା ବର୍ଷସାରା ରହିଥାଏ। ଏହା ପାଚିଲା ଖାଇବା ବ୍ୟତୀତ ତରକାରୀ ଏବଂ ଚିପ୍ସ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ଯଦି ଆପଣ କଦଳୀ ଚାଷ କରିବାକୁ ଯୋଜନା କରୁଛନ୍ତି, ତେବେ ଏହାକୁ ଭଲଭାବେ ପଢି ନିଅନ୍ତୁ, ଏଥିରୁ ଆପଣ ଯଥେଷ୍ଟ ସୂଚନା ପାଇଯିବେ।
କାକୁଡିକୁ ଏକ ଖରା ଦିନିଆ ଫଳ ଭାବେ ବ୍ୟବହାର କରାଯାଏ। ଏନେଇ ଫେବୃଆରୀ-ମାର୍ଚ୍ଚ ମାସ କାକୁଡି ଚାଷ ପାଇଁ ଖୁବ ଭଲ। ଏହା ସମଗ୍ର ଦେଶରେ ଚାଷ କରାଯାଏ।
ଜାଗର ଯାତ୍ରା ହେଲା ଶେଷ ଯାତ୍ରା । କିଛି ଦିନ ତଳେ ଅଗ୍ନିକୁ ସାଖି ରଖି ଏକାଠି ବଞ୍ଚିବାର ଶପଥ ନେଇଥିଲେ. ଏବେ କିନ୍ତୁ ଅଧା ବାଟରେ ହାତ ଛାଡି ଚାଲିଗଲେ ସ୍ତ୍ରୀ ।
ଗଛରେ ପିଟି ହେଲା କାର୍: ୬ ମୃତ, ୩ ଗୁରୁତର
ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡ୍ ଲାଇନ୍ । ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣମୀ, ହୋଲି ପାଳନ ନେଇ ଗାଇଡ୍ଲାଇନ୍ରେ ମିଳିଲା ଅନୁମତି । ମହାଶିବରାତ୍ରୀ ଏବଂ ଦୋଳ ପୂର୍ଣ୍ଣମୀ କୋଭିଡ୍ ଗାଇଡ୍ଲାଇନ୍ ଭିତରେ ପାଳନ କରାଯିବ । ଘର ଭିତରେ କେବଳ ପରିବାର ସଦସ୍ୟଙ୍କ ସହ ହୋଲି ପାଳନ ପାଇଁ ଅନୁମତି ମିିଳିଛି ।
ସର୍ବସାଧାରଣ ସ୍ଥାନ, ରାସ୍ତାଘାଟରେ ହୋଲି ପାଳନ ହୋଇପାରିବ ନାହିଁ । ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ, କ୍ରୀଡ଼ାକୁ ଅନୁମତି ମିଳିଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ, ମେଳା ଆଦି କୋଭିଡ୍ କଟକଣା ଭିତରେ କରାଯାଇପାରିବ ।
ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି। ହେଲେ ଏସବୁ ବଡ଼ ପରିବର୍ତ୍ତନ ଓ ନୂଆ ନିୟମ ବିଷୟରେ ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ। ଜାଣନ୍ତୁ, ଆପଣ କେମିତି ପାଇବେ ଲାଭ...
ଘିକୁଆରୀର ଚାହିଦା ବଢି ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କୃଷକ ଭାଇମାନେ ବହୁ ପରିମାଣରେ ଘିକୁଆରୀ ଚାଷ କରି ଭଲବାନ ହେଉଛନ୍ତି। ତେବେ ଆସନ୍ତୁ ଘିକୁଆରୀ ଚାଷ କେବେ ଏବଂ କିପରି କରାଯାଏ ସେ ବିଷୟରେ ଜାଣିନେବା।
ପାରମ୍ପରିକ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ କ୍ଷତିରେ ପଡୁଥିବା ବେଳେ ଦିବ୍ୟରାଜ ଏହି ଅତ୍ୟାଧୁନିକ ପଦ୍ଧତିରେ ଚାଷ କରି ଲାଭବାନ ହେଉଥିବା କୁହନ୍ତି। ତାଙ୍କର ଏହି ଯୋଜନା କେବଳ ତାଙ୍କରି ପେଟ ପୋଷୁନି, ଏହା ସହ ଦିବ୍ୟରାଜ କେତେକ ସ୍ଥାନୀୟ ଲୋକଙ୍କୁ ନିଜ ଫାର୍ମ ହାଉସ୍ରେ ନିଯୁକ୍ତି ମଧ୍ୟ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଏନ୍ଏଚ୍-୧୪୯ରେ ଏକ ଟ୍ରକ୍ ଛିଡ଼ା ହୋଇଥିଲା । ଆଉ ଏହି ସମୟରେ ଏକ ଦ୍ରୁତଗାମୀ କାର୍ ଆସି ଟ୍ରକ୍କୁ ଧକ୍କା ଦେଇଥିଲା ।
ଯୁଦ୍ଧ ବିଭୀଷିକା ଭିତରେ ଫସି ରହିଥିବା ଜଣେ ଓଡ଼ିଆ ଛାତ୍ରଙ୍କ ଦୁର୍ଦ୍ଦଶାର କାହାଣୀରେ ଦେଖିବାକୁ ମିଳିଛି ଯେ, ଖାଇବାକୁ ନାହିଁ, ପିଇବା ପାଣି ନାହିଁ, ବିଜୁଳି ନଥିବାରୁ ୪ ଦିନ ହେଲା ବଙ୍କର ଭିତରେ ଘନ ଅନ୍ଧକାର ।
ପେଟ ରୋଗ ପାଇଁ ପୋଦିନା ରାମବାଣ ଭଳି କାମ କରେ। ଏହାକୁ ଖାଇବା ଦ୍ୱାରା ଗ୍ରୀଷ୍ମ ପ୍ରବାହକୁ ମଧ୍ୟ ଏଡାଯାଇପାରିବ। କୃଷକ ଭାଇମାନେ ପୋଦିନା ଚାଷ କରି ଖୁବ କମ ସମୟ ମଧ୍ୟରେ ଭଲ ଅର୍ଥ ଉପାର୍ଜନ କରୁଛନ୍ତି। ତେବେ ଆସନ୍ତୁ ଏହାକୁ କେତେବେଳେ ଓ କିପରି ଚାଷ କରିବେ ସେ ବିଷୟରେ ଜାଣିନେବା।
ତୁଳସୀ ଏକ ଲାଭଜନକ ଫସଲ। ଖୁବ୍ କମ ଖର୍ଚ୍ଚରେ ଏଥିରୁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା। ତେବେ ଆସନ୍ତୁ ଜାଣିବା ଏହାର ଚାଷ ପ୍ରଣାଳୀ।
ଆଜିକାଲି ଶିକ୍ଷିତ ପିଲାମାନେ ଚାଷ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ସମସ୍ତେ ଚାହାନ୍ତି ସରକାରୀ ଚାକିରୀ। କିନ୍ତୁ ଏମିତି ମଧ୍ୟ ଅନେକ ଯୁବକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସେମିତି ଜଣେ ଯୁବକ ହେଲେ ରତନଲାଲ ପଣ୍ଡା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।
ବ୍ରୋକୋଲିରୁ ଭଲ ପରିମାଣର ମ୍ୟାଗ୍ନେସିୟମ୍, ଫସ୍ଫରସ୍, ଜିଙ୍କ୍ ଓ କ୍ୟାଲ୍ସିୟମ୍ ମିଳିଥାଏ, ଯାହା ଶରୀରର ହାଡକୁ ମଜବୁତ୍ କରିଥାଏ। ଏହା ବ୍ୟତୀତ ବ୍ରୋକୋଲିରେ ପ୍ରୋଟିନ୍ର ପରିମାଣ ମଧ୍ୟ ବହୁତ ଅଧିକ। ତେଣୁ ଏହାର ବଜାର ମୂଲ୍ୟ ମଧ୍ୟ ବହୁତ ଭଲ। ତେବେ ଆସନ୍ତୁ ଏହି ବ୍ରୋକୋଲି ଚାଷ କରିବାର ପ୍ରଣାଳି ବିଷୟରେ ଜାଣିନେବା।
କଲରାରେ ଅଧିକ ଲୌହ ଭିଟାମିନ ଏବଂ ଅନେକ ଔଷଧୀୟ ଗୁଣ ଭରି ରହିଛି । ମଧ୍ୟମେହ ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । ଜଳବାୟୁ ସାଧାରଣତଃ ଶୀତଦିନ ବ୍ୟତୀତ ଅନ୍ୟ ସମସ୍ତ ସମୟ ଯଥା ଖରାଦିନେ ଏବଂ ବର୍ଷାଦିନେ କଲରା ଚାଷ କରାଯାଇପାରିବ ।
ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଦିନକୁ ଦିନ ଏହିସବୁ ଔଷଧୀୟ ବୃକ୍ଷ ଗୁଡିକ ନଷ୍ଟ ହୋଇଯାଉଥିବାରୁ ବର୍ତ୍ତମାନ ସ୍ଥିତିରେ ଔଷଧୀୟ ବୃକ୍ଷ ଓ ଏହାର ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ କେତେକ ଉଦ୍ୟୋଗୀର ଚାହିଦା ମେଣ୍ଟାଇବା ପାଇଁ ଏହାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି ।
ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ଵର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରିଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆ ମହାଦେଶରୁ ହୋଇଛି । ବର୍ତ୍ତମାନ ଗୋଲାପ ଲଗାଇବା ପାଇଁ ଉପଯୁକ୍ତ ସମୟ । ଜଳସେଚନର ସୁବିଧା ଥିଲେ,ଏହା ସବୁ ସମୟରେ ଲଗାଯାଇପାରିବ । ତେବେ ଆଜି ଜାଣିବା ଗୋଲାପ ଚାଷ କିପରି କରାଯାଏ ।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା । ଦିନେ ଚିନ୍ତା କଲେ ନିଜ ଗାଁ ପେଣ୍ଡରେନରେ ତାଙ୍କର ଅନେକ ଜମି ଅଛି । କିନ୍ତୁ ଚାଷବାସ ନ ହୋଇ ପଡିଆ ପଡୁଛି
ଛତୁ ଚାଷ ଏମିତି ଏକ ଅର୍ଗାନିକ ଚାଷ ଯାହାକୁ ଆପଣ ନିର୍ଭୟରେ କରିପାରିବେ । ଆଜି ଆମେ ଜାଣିବା କେମିତି ଅର୍ଗାନିକ ଉପାୟରେ ଆପଣ କିଭଳି ଛତୁ ଚାଷ କରିପାରିବେ । ଏଥିପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ମାତ୍ର ୭ ହଜାର ଟଙ୍କାରେ ଆପଣ ଛତୁ ଚାଷ କରି ଭଲ ଲାଭବାନ ହୋଇପାରିବେ ।
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ସହୃଦୟ ଓ ସ୍ନେହଭରା ଭିଡ଼ିଓ। ୟୁକ୍ରେନରେ ଫସିଥିବା ଭାରତୀୟ ଯୁବତୀ ମାଆଙ୍କୁ ମେସେଜ୍ରେ କହିଲେ, ଯୁଦ୍ଧ ବେଳେ ଏମାନଙ୍କୁ ଛାଡ଼ି ମୁଁ ଯାଇପାରିବିନି। ମୁଁ ନିଜେ ବି ଜାଣିନି ମିଜାଇଲରୁ ନିଜକୁ କେତେ ଦିନ ପର୍ଯ୍ୟନ୍ତ କରିପାରିବି ରକ୍ଷା...