ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି କାଲି ଭୋଟ ବାକ୍ସ ଖୋଲିବା ପରେ ସ୍ପଷ୍ଟ ହେବ।
ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ହେମାନନ୍ଦ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ଏବେ ଚିନ୍ତାରେ ପଡିଛନ୍ତି ୟୁକ୍ରେନରେ ରହୁଥିବା ଲୋକଙ୍କ ସଂପର୍କୀୟ । ୟୁକ୍ରେନରେ ଫସିଥିବା ଭାରତୀୟ ଭିତରେ ରହିଛନ୍ତି ସୋନପୁର ସହରର ଜଣେ ମେଡିକାଲ ଛାତ୍ର ।
ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପ୍ରଦୂଷିତ ସହର ତାଲିକା ମଧ୍ୟରେ ରହିଛି ତାଳଚେର ଓ ଅନୁଗୋଳ ସହର । ପ୍ରଦୂଷଣରେ ଅଣିନିଶ୍ଵାସୀ ଜନସାଧାରଣ । ଜଳ,ବାୟୁ,ମୃତ୍ତିକା ସବୁକିଛି ପ୍ରଦୂଷିତ । ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ସହ ଅନୁଗୋଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ, ଏହା ସହ ରହିଛି ଅନେକ ଖଣି ଖାଦାନ ।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ୱତନ୍ତ୍ର ସହାୟତା ସେଲ୍ ଜାରି ହୋଇଛି।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି।
ଆଉ ୩ ଦିନ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଉ ୩ ଦିନ ରିମାଣ୍ଡରେ ନେବ ମହିଳା ଥାନା । ପୋଲିସ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ମହିଳା ଥାନା ପୋଲିସ ।
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସିନ୍ଧେକେଲା ପୋଲିସ ବଙ୍ଗମୁଣ୍ଡା JMFC କୋର୍ଟରେ ଚାର୍ଜସିଟର କମିଟମେଣ୍ଟ କରାଯାଇଛି । ଆଗକୁ ଏହି ମାମଲାର ADJ କଣ୍ଟାବାଂଜିରେ ଶୁଣାଣି ହେବ ।
୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ। ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ରିଚାର୍ଜ ହେଇଯିବ।
ଗୋଡ଼ କଟିଯିବା ପରେ ଭୋକ ଉପାସରେ ଥିଲା ଚାଣ୍ଡାଳଙ୍କ ପରିବାର। ଓଟିଭିରେ ଖବର ବାଜିବା ପରେ ଏବେ ଛୁଟିଛି ସାହାଯ୍ୟର ସୁଅ। କିଏ ହ୍ୱିଲ ଚେୟାର ଦେଲାଣି ତ ଆଉ କିଏ ଖାଇବାକୁ...
ଚେକ୍ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା। ନାଁ ଚେକ୍ ଡ୍ୟାମ ହେଲେ ରହୁନି ମୁନ୍ଦାଏ ପାଣି। ଚାଷୀ ପାଣି ପାଉନି କି ଗାଈଗୋରୁ ପାଣି ବି ପିଇପାରୁନାହାନ୍ତି। ଉପରେ ଚକ୍ ଚକ୍ ହେଲେ ଭିତରେ ପୂରା ଖୋଳ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ
ଲୋନ୍ କରିବାକୁ ଯାଇଥିଲେ ଆଉ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା। ବେପାର କରିବେ କ’ଣ? ଏବେ ଯୋଗାଡ଼ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ...
ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି ପଶ୍ଟିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କୁ ଘାରିଛି ଅଜଣା ଭୟ। ଯେଉଁଥି ପାଇଁ ଆଉ ରାସ୍ତାରେ ବୁଲି ବୁଲି ବାଦାମ ବିକିବେନି ଭୁବନ। ଜାଣନ୍ତୁ, ଆଉ କଣ ନିଷ୍ପତ୍ତି ନେଇଛନ୍ତି ‘କଚ୍ଚା ବାଦାମ’ ଗୀତର ଗୀତିକାର...
ଭୟଙ୍କର ପ୍ରଦୂଷଣ। ଗଛର ରଙ୍ଗ କଳା, ଆଉ ଆକାଶର ରଙ୍ଗ ଧଳା। ପ୍ରଦୂଷଣର ଆଁରେ ପୂରା ଅନୁଗୁଳ ସହର...ଯେଉଁଠିକୁ ଚାହିଁବେ କେବଳ ଦେଖିବେ ଧୂଳି ଆଉ ଧୂଳି...
ୟୁକ୍ରେନ ସହ ଯୁଦ୍ଧ ଘୋଷଣା ହେବା ପୂର୍ବରୁ ସକାଳୁ ସକାଳୁ ଏହି ନେତାଙ୍କୁ ଫୋନ୍ କରିଥିଲେ ପୁଟିନ୍। ବେଶ୍ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କଥାବାର୍ତ୍ତା...ପରେ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍। ଜାଣନ୍ତୁ କାହାକୁ ଥିଲା ସେହି ଫୋନ୍ କଲ?
ଭୋଟ ପୂର୍ବରୁ ଭୋଟରଙ୍କ ପାଖରେ ଲାଗି ହେଉଛି ଶୁଖିଲା ଭୋଗ। ବରା, ବାଇଗଣୀ, ଗରମ ଗରମ ଆଳୁଚପ୍...କିଏ କ’ଣ ଖାଇବ ଖାଇଯାଅରେ ନାରଣ...ଏ ଭୋଗ ପାଂଚ ବର୍ଷରେ ଥରେ ପା’ ଲାଗେ...
ଭାରତ ଛୋଟ ଛୋଟ ସହରେ ଆମେ ପ୍ରାୟ ଗୋଟିଏ ବୋତଲ ପାଣିର ମୂଲ୍ୟ ୩୦ ଟଙ୍କା ପର୍ଯ୍ୟନ୍ତ ଦେଇଥାଉ। କିନ୍ତୁ ଏଠି ଏମିତି ବି ଜାଗା ଅଛି ଯେଉଁଠି ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ପାଣିର ରହସ୍ୟ କ’ଣ ଓ ଏହା କେଉଁଠି ମିଳେ ଆସନ୍ତୁ ଜାଣିବା।
କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ । ବୟସ ୨୫ ବର୍ଷ । ବୃତ୍ତିରେ ଜଣେ ଶିକ୍ଷକ । ବିବାହ ପାଇଁ ଲଗ୍ନ ସ୍ଥିର ହୋଇସାରିଥିଲା । କିଛି ଦିନ ପରେ ହାତରୁ ଦିହାତ ହୋଇ ଥାଆନ୍ତେ
ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି
ମୋବାଇଲ ଫାଟି ଯିବା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ପକେଟ୍ରେ ଥିବା ମୋବାଇଲ ଫୋନ୍ ଫାଟି ଯାଇଥିଲା।
ଢେଙ୍କାନାଳ ଗୋବିନ୍ଦପୁରର ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନରେ ମେଡିକାଲ ପାଠ ପଢ଼ିବାକୁ ଯାଇଛନ୍ତି। ବାରମ୍ବାର ଭିଡିଓ କଲ୍ କଲା ପରେ ବି ଲାଗୁ ନ ଥିଲା। ଏବେ ଦେଖନ୍ତୁ କଣ ରହିଛି ସ୍ଥିତି।
ୟୁକ୍ରେନ୍ରେ ଫସି ରହିଛନ୍ତି ଢେଙ୍କାନାଳ ଗୋବିନ୍ଦପୁରର ସୁପ୍ରିତ ସ୍ୱାଇଁ । ଯେ କୌଣସି ମୂହୂର୍ତ୍ତରେ ସୁପ୍ରିତ ସ୍ୱାଇଁଙ୍କୁ ଫ୍ଲାଇଟରେ ପଠାଯିବାର ବ୍ୟବସ୍ଥା କରାଯାଇପାରେ ବୋଲି ମାଆ ସଂଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଲୋଚନା ବେଳେ ଭିଡିଓ କଲରେ କହିଛନ୍ତି ସୁପ୍ରିତ ।
ବାପା ନିର୍ବାଚନ ପାଇଁ ବ୍ୟସ୍ତ ରହିବା ଯୋଗୁ ପୁଅ ପାଇଁ ଆଉ ବିରିୟାନୀ ଆଣି ପାରିନଥିଲେ। ଶେଷରେ ବିରିୟାନୀ ପାଇଁ ପୁଅ ଜୀବନ ହାରିଛି।
କିଏ କହୁଛନ୍ତି ଏହାଙ୍କ ବୟସ ୧୬୩ ବର୍ଷ। ୟୁଜର୍ସଙ୍କୁ ଚକିତ କରୁଥିବା ଏହି ଭିଡିଓଟିକୁ ନେଇ ସବୁ ଆଡେ ଚର୍ଚ୍ଚା। କିଏ କଲା ଏହି ଭିଡିଓ ରେକଡିଂ? ସତରେ କ’ଣ ଏତେ ବୟସରେ ପାଦ ଦେଲେଣି ଏହି ବୌଦ୍ଧ ଭିକ୍ଷୁ ?
୨ ଶିଶୁଙ୍କ ସଲିଳ ସମାଧି । ପୋଖରୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଶିଶୁକନ୍ୟା । ମାଲକାନଗିରି ଚାଲାଣଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।