• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha
ସରକାର ସାହାଯ୍ୟ କଲେନି, ରାଷ୍ଟ୍ରପତିଙ୍କୁ ମାଗିଲେ ଇଚ୍ଛାମୃତ୍ୟୁ

୨୦୦୯ ମସିହାରେ ଏକ ଦୁର୍ଘଟଣାରେ ଅମିତଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା । ଆଉ ପରେ ପରେ ଗୋଟିଏ ହାତ ବି କାମ ଦେଲାନି l

accident
ସଡ଼କ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

କେନ୍ଦୁଝର କୋଡ଼ପଡ଼ା ନିକଟରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍

KOTIA
ଅମାନିଆ ଆନ୍ଧ୍ର ! ପୁଣି କୋଟିଆରେ ପଶି କଲା ନିର୍ମାଣ କାମ

କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । 

 blast
କବାଡ଼ି ଖାନାରେ ବିସ୍ଫୋରଣ : ଜଣେ ମୃତ, ଜଣେ ଗୁରୁତର

ବିସ୍ଫୋରଣ ଯୋଗୁ କବାଡ଼ିଖାନାରେ ଥିବା ଜିନିଷ ଛିନଛତ୍ର ହୋଇ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା ।

  • Thursday, 21 April 2022
  • Blast
Buy mobile and accessories get free lemon and petrol
୫୦ ଟଙ୍କାର ମୋବାଇଲ ଆସେସୋରିଜ୍ କିଣିଲେ ୪ଟା ଲେମ୍ବୁ ଫ୍ରି

ଯଦି କେହି ଏହି ଦୋକାନରୁ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଆସେସୋରିଜ୍ କିଣନ୍ତି, ତେବେ ସେ ମାଗଣା ପେଟ୍ରୋଲ ଏବଂ ଲେମ୍ବୁ ପାଇବେ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଦୋକାନ।

sri mandira
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କଲା କେନ୍ଦ୍ରୀୟ ଟିମ୍

ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ କିନ୍ତୁ ନିର୍ମାଣାଧୀନ କାମ ପାଇଁ ଏଏସ୍‌ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି ।

school
କ’ଣ ହେବ ଭବିଷ୍ୟତ ? ସ୍କୁଲରେ ପାଚିକା ନଥିବାରୁ ନିଜେ ରୋଷେଇ କରୁଛନ୍ତି ପିଲା

ଛାତ୍ରାବାସରେ ୭୦ରୁ ଅଧିକ ପିଲା ନିଜେ ରୋଷେଇ କରି ଖାଉଛନ୍ତି

Water Scarcity Haunts Villagers In Keonjhar District
ନଳକୂପ କାମରେ ଆସୁନି, ଚୁଆ ପାଣି ଗାଁ ଲୋକଙ୍କ ସାହା ଭରଷା

ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ...

special report
ହାତର ଯାଦୁ ଦେଖି ଚକିତ ହୋଇଗଲା ସାରା ବିଶ୍ୱ, ରେକର୍ଡ କଲେ ଓଡ଼ିଆ ଝିଅ...

କରୋନା ପାଇଁ ଦୁଇ ବର୍ଷ ସ୍କୁଲ ବନ୍ଦ ହୋଇଯିବା ଯୋଗୁ ସୁଦୀକ୍ଷାକୁ ବହୁତ ସମୟ ମିଳିଥିଲା। ପାଠ ପଢିବା ସହିତ ପ୍ରତିମୂର୍ତ୍ତି ତିଆରି କରିବାରେ ଲାଗି ପଡିଥିଲେ। ଯେଉଁ ନିଶା ଆଜି ତାଙ୍କୁ ସମ୍ମାନ ଦେଇଛି।

Water Scarcity
ନଳକୂପ କାମରେ ଆସୁନି, ଚୂଆ ପାଣି ଗାଁ ଲୋକଙ୍କ ସାହା ଭରଷା

ଉତ୍କଟ ହୋଇଛି ପାଣି ସମସ୍ୟା। ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ..

SCB Medical College & Hospital
ମୋବାଇଲ ବନ୍ଧକ ଦିଅ, ଷ୍ଟ୍ରେଚର ନିଅ : କଟକ ବଡ଼ ମେଡିକାଲରେ ଅବ୍ୟବସ୍ଥା

ଜରୁରୀ ବ୍ୟବହାର ପାଇଁ ରୋଗୀଙ୍କୁ ସହଜରେ ମିଳୁନି ଷ୍ଟ୍ରେଚର

Russia-Ukraine War
ମହାଯୁଦ୍ଧ ବେଳେ ୟୁକ୍ରେନ୍‌ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍‌, ଜାଣନ୍ତୁ କେମିତି?

ୟୁକ୍ରେନ-ଋଷିଆ ମହାଯୁଦ୍ଧ ବେଳେ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍‌। ଋଷ୍‌ର ପ୍ରଚଣ୍ଡ ଆକ୍ରମଣରେ ଆକ୍‌ଚାମାକ୍‌ଚା ହେଉଥିଲେ ସୈନ୍ୟ...ଏତିକି ବେଳେ ଛାତିରେ ବାଜିଥିଲା ଗୁଳି, ହେଲେ ପକେଟ୍‌ ଭିତରେ ଥିବା ମୋବାଇଲ ପାଇଁ ଅଳ୍ପକେ ବର୍ତ୍ତିଗଲା ପ୍ରାଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

CYBER CRIME
ରିଚାର୍ଜ କରୁ କରୁ ଟଙ୍କା ଗାଏବ

ଅନଲାଇନରେ ଟିଭି ରିଚାର୍ଜ କରୁଥିଲେ, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା। ସାଇବର ଠକଙ୍କ ଅନ୍ଧାରି ଜାଲ ସମ୍ପର୍କରେ ଟେର୍‌ ପାଇଲେନି, ବରଂ ଟଙ୍କା ହରାଇଲେ। ଏହାପରେ ହେଲା କଣ?

 Fine Of Rs 2.33 Lakh On A School Bus
ସ୍କୁଲ୍‌ ବସ୍‌କୁ ୨ ଲକ୍ଷ, ଅଟୋକୁ ୨୭ ହଜାର ଟଙ୍କା ଫାଇନ୍‌

ଭୁବନେଶ୍ୱରରେ ଏକ ସ୍କୁଲ୍‌ ବସ୍‌କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରିଛି। ଭୁବନେଶ୍ୱର ଡମଣା ଛକରେ ଯାଞ୍ଚ ବେଳେ ଆରଟିଓ-୨ ଏହି ଫାଇନ୍‌ କାଟିଛି।

naba das
ନବ ଦାସଙ୍କ ରୋଷେୟା ପାଖକୁ କିଏ ପଠେଇଥିଲା ଟଙ୍କା? ମିଳିଲା ସୁରାକ୍...

ରୋଷେୟା ଲଳିତ ସାହୁ ପାଖକୁ ଏତେ ଟଙ୍କା କିଏ ଓ କାହିଁକି ପଠାଇଥିଲା? କେଉଁ ଆକାଉଣ୍ଟରୁ ଆସିଥିଲା ଟଙ୍କା? ଲଳିତଙ୍କ ଫୋନ କିଏ କଲା ଲକ୍? ଏସବୁ ପ୍ରଶ୍ନର ଉତ୍ତର କହିବ ମୃତ୍ୟୁର ରହସ୍ୟ...

Mahisamardini Idol Emerges During ASI Dig In Sari Temple
ଖନନ ବେଳେ ମନ୍ଦିର ଗର୍ଭଗୃହରୁ ମିଳିଲା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି

ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି। ଶାରୀ ମନ୍ଦିର ପରିସରରୁ ଗତକାଲି ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି। ଖନନ ସମୟରେ ମନ୍ଦିରର ଗର୍ଭଗୃହରୁ ଚାରିଭୁଜ ଥିବା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି। 

Hill Tunnel Link Planned For Jeypore-Koraput Stretch In Odisha
ନିର୍ମାଣ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ୬ ଲେନ୍ ବିଶିଷ୍ଟ ଟନେଲ

ବଦଳିବ ଜୟପୁର-କୋରାପୁଟ ଘାଟିର ରୁପ ରେଖ । ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ଟନେଲ । ଏହାର ସଫଳ ରୂପାୟନ ହେଲେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ସମୟ ବଞ୍ଚିବା ସହ ବାରମ୍ବାର ଘାଟିରେ ଘଟୁଥିବା ଦୁର୍ଘଟଣାକୁ ରୋକାଯାଇପାରିବ। ଏନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ୬ଲେନ୍ ବିଶିଷ୍ଟ ଅତ୍ୟାଧୁନିକ ଜ୍ଞାନକୌଶଳ ଟନେଲ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ପ୍ରସ୍ତାବ ଦେଇଛନ୍ତି ପରିବହନ ମନ୍ତ୍ରଣାଳୟକୁ। ଯଦି ଘାଟିରେ ଟନେଲ ନିର୍ମାଣ ହୁଏ ତେବେ ଓଡ଼ିଶା ସଡକ ନିର୍ମାଣ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ।

Daspalla lankapodi
ଦଶପଲ୍ଲାର ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା

ନୟାଗଡ଼ ଦଶପଲ୍ଲାରେ ଆୟୋଜିତ ହୋଇଛି ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା କାହିଁ କେତେକାଳରୁ ଚାଲି ଆସୁଥିବା ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ଶେଷ ଦିନରେ ରାବଣ ପୋଡ଼ି ସହ ଜମିଥିଲା ଆତସବାଜି କାର୍ଯ୍ୟକ୍ରମ...

Orissa High Court
ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ସମୟ ନେଲା ASI

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ପୁନଃ ନିର୍ଦ୍ଦେଶ ଦେଇଛନ୍ତି।

jayeshbhai jordaar trailer
ଛୁଟିରେ ଯାଇଛି କି ବଲିଉଡ୍‌? ନହେଲେ ତିନି ତିନୋଟି ସାଉଥ୍‌ ଫିଲ୍ମ ସାରା ଭାରତରେ ଚର୍ଚ୍ଚା

ଛୁଟିରେ ଯାଇଛି କି ବଲିଉଡ୍‌? ନହେଲେ ତିନି ତିନୋଟି ସାଉଥ୍‌ ଫିଲ୍ମ ସାରା ଭାରତରେ ଚର୍ଚ୍ଚା

  • Thursday, 21 April 2022
Air Hostess’ Emotional Speech On Last Day At Work
ବିଦାୟ ବେଳେ ବିମାନ ଭିତରୁ ଶେଷବାର୍ତ୍ତା ଦେଇ ଭୋ ଭୋ କାନ୍ଦିଲେ ଏୟାରହୋଷ୍ଟେସ୍‌....

ଆଜିଥିଲା କର୍ମଜୀବନର ଶେଷ ଦିନ। ବିମାନରୁ ବାହାରିବା ପୂର୍ବରୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଶେଷ ବାର୍ତ୍ତା ଦେଉଥିଲେ ଏୟାରହୋଷ୍ଟେସ୍‌। ବାସ୍‌ କୋହ ସମ୍ଭାଳିପାରିଲେନି.....ଭୋ ଭୋ ହୋଇ କାନ୍ଦିଲେ। ଦେଖନ୍ତୁ ଏହି ଭିଡ଼ିଓ

Viral Video
ମାଡ଼ି ଆସୁଥିଲା ଜେସିବି...ଡେଣା ମେଲାଇ ଗର୍ଜନ କଲା, ଛୁଆର ଜୀବନ ବଞ୍ଚାଇଲା ଏଇ ଚଢେଇ

ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

Boy promotes his father’s roadside haleem stall in Hyderabad, netizens turn up in big number
ରାତାରାତି ବାପାଙ୍କୁ ସୋସିଆଲ୍ ମିଡିଆରେ ପପୁଲାର୍‌ କଲା ପୁଅ

ରାତିରାତି ବାପାଙ୍କୁ ଫେମସ କଲା ପୁଅ । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା।

Jajpur Boy Runs 10-12 KMs
ବୟସ ମାତ୍ର ୮...ଧୁ ଧୁ ଖରାରେ ଦିନକୁ ଦୌଡ଼ୁଛନ୍ତି ୧୦ କିମି ରାସ୍ତା...

ଆଉ ଜଣେ ବୁଦ୍ଧିଆ ସିଂ। ବୟସ ମାତ୍ର ୮...ହେଲେ ଧୁ ଧୁ ଖରାରେ ପାଦରେ ଜୋତା ମୁଣ୍ଡରେ ଟୋପି ପିନ୍ଧି ଦିନକୁ ଦୌଡ଼ୁଛନ୍ତି ୧୦ କିମି ରାସ୍ତା। ବଡ଼ ହେଲେ ପୋଲିସ ଅଫିସର ହେବାକୁ ରଖିଛନ୍ତି ଇଚ୍ଛା

Making News
ସଞ୍ଜ ହେଲେ ତ ପଡ଼ିଆକୁ ଡାକୁଛନ୍ତି ସାହି ପିଲା, ସୁଲୁସୁଲିଆ ପବନ ସାଙ୍ଗକୁ....

ହେ ନାଇଁ ମ...ମୁଁ କଣ କରିବି ଯେ? ସଞ୍ଜ ନଇଁଲେ ପାଖ ପଡ଼ିଆକୁ ତ ସାହି ଟୋକା ଡାକିନେଉଛନ୍ତି। ସୁଲୁସୁଲିଆ ପବନ ସାଙ୍ଗକୁ ଖାଲି....। ଦିନ ୪ଟାରୁ ଭାଉଜ ଡାକୁଛନ୍ତି ମୁଁ କ’ଣ କରିବି?