କେବଳ ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ.
ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...
ମା’ର ମମତା ତୁଚ୍ଛ ହେଲା, ଜୀବନରୁ ମାରିଦେଲା ପୁଅ ।
କଥାରେ ଅଛି, କନ୍ୟା ଦାନଠାରୁ ମହତ କାମ ଆଉ କିଛି ନାହିଁ। ଆଉ ଯିଏ, ଦୁଇଟି କନ୍ୟାର ପିତା ସେ ନିଜକୁ କେତେ ଭାଗ୍ୟବାନ ମନେ କରୁ ନଥିବ ଏଥିରୁ ଆପଣ ଜାଣୁଥିବେ। କିନ୍ତୁ ଯଦି ସେଇ କନ୍ୟାରତ୍ନ ଅକାଳରେ ଝଡ଼ି ପଡେ, ତାହାଲେ ସେ ବାପା-ମାଙ୍କୁ କେତେ କଷ୍ଟ ହେଉନଥିବ… ଦୁଇ ଉଚ୍ଚ ଶିକ୍ଷିତା ଝିଅଙ୍କୁ ଏକା ସଙ୍ଗେ ହରାଇ ମ୍ରିୟମାଣ ପୂରା ପରିବାର। ହେଲେ ଏଭଳି ମହତ କାମ ପାଇଁ ଚର୍ଚ୍ଚାରେ ଏ ଅଟୋ ଚାଳକ...
ଓଟିଭି ମଂଚରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି। ଦୀର୍ଘ ୨୫ ବର୍ଷର ସୁଦୀର୍ଘ ଯାତ୍ରାକୁ ନେଇ ଓଟିଭି’ର ଥିମ୍ ସଙ୍ଗ୍ ‘ସଂପର୍କ ଏ ଭରସାର’ ଗୀତକୁ ମଂଚରେ ଗାଇଲେ। ଥରେ ଶୁଣନ୍ତୁ ସେ ଗୀତଟି...
ଆସନ୍ତା ୨୯ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ତାନ କରିବେ।
କିଏ ଜାଣିଥିଲା ଏମିତି ହେବ ବୋଲି। ଦିନେ ଜଙ୍ଗଲରେ ବୁଲି ବୁଲି ପୋଲିସ ବିରୋଧରେ ସଂଗ୍ରାମ କରୁଥିଲେ। ଆଜି ସେହି ପୋଲିସ ଉପସ୍ଥିତିରେ ହାତକୁ ଦି’ହାତ ହୋଇଛନ୍ତି ଏହି ଦୁଇ ନକ୍ସଲ। ଦେଖନ୍ତୁ କେମିତି ହେଲା ଏହି ବାହାଘର..
ଝାଡ଼ଖଣ୍ଡର କୁର୍ଡେଗକୁ ବାହାଘର ପାଇଁ ଯାଇଥିବା ବରଯାତ୍ରୀ ଗାଡ଼ିକୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ଚେକିଂ ବେଳେ ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।
ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ?
ବାହାଘର ଭୋଜି ହେଲା କାଳ । ବାହାଘର ଭୋଜି ଖାଇ କନ୍ୟାପକ୍ଷ ଅସୁସ୍ଥ ହୋଇଛନ୍ତି । ଗତକାଲି ୧୬ ଜଣ ଅସୁସ୍ଥ ହୋଇ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଘରେ ରହୁଥିଲେ, କିନ୍ତୁ ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ ଓ ରାଜକୁମାରୀମାନେ। କିଏ ଏହି ପରମ୍ପରା ଆରମ୍ଭ କରିଥିଲେ। କେଉଁ ମହିଳା ପାଉଥିଲେ ସବୁଠାରୁ ଅଧିକ ଟଙ୍କା, ଜାଣିବା ପାଇଁ ପଢନ୍ତୁ…
କାର୍କୁ ହେଇଗଲା ହେଲିକପ୍ଟର। ଏନେଇ ଖର୍ଚ୍ଚ ହେଲା ସାଢେ ୩ ଲକ୍ଷ ଟଙ୍କା। କାର୍କୁ ଦେଖିବାକୁ ଜମୁଛି ଲୋକ ଭିଡ। ଲୋକମାନେ ଏହାକୁ ବିବାହ ପାଇଁ ବୁକିଂ ମଧ୍ୟ କରୁଛନ୍ତି। ଗୋଟିଏ ଭଡାକୁ ୧୧ ହଜାର ଟଙ୍କା।
ତାଙ୍କ ବୟସ ମାତ୍ର ଅଢେଇ ବର୍ଷ ହୋଇଥିବା ବେଳେ ସେ ୭୨ଟି ଅଦ୍ଭୁତ ଚିତ୍ର ତିଆରି କରି ତାଙ୍କ ନାମରେ ଏକ ଚମତ୍କାର ରେକର୍ଡ ତିଆରି କରିଛନ୍ତି। ୱାର୍ଲ୍ଡ ରେକର୍ଡ ସହିତ ଇଣ୍ଡିଆ ରେକର୍ଡ ମଧ୍ୟ କରିସାରିଲେଣି।
ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର । ସେହିପରି ଫଗୁଣସିନେରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ବଲଙ୍ଗୀରର ପାଟଣାଗଡ଼ ଗଞ୍ଜାମର ପୋଲସରା ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଅନ୍ୟଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଥାନ ଭିନ୍ନ ହେଲେ ବି ଘଟଣା କିନ୍ତୁ ସମାନ ।
ମୁଁ ଚାର୍ଟଡ୍ ଆକାଉଣ୍ଟାଣ୍ଟ ହେବି ମୋ ବାପାର କଷ୍ଟ ଦୂର କରିବି। ଆଉ ମୋ ବାପା ଅଟୋ ଚଲେଇବେନି, କି ଆମେ ଆଉ ଏହି ଛୋଟିଆ ଘରେ ରହିବୁନି। ହେଲେ ବିଡ଼ମ୍ବନା, ଅଧୁରା ରହିଗଲା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଶୁଭଲକ୍ଷ୍ମୀ ସାହୁଙ୍କର ଏ ଇଚ୍ଛା।
ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମୋବାଇଲ ଓ ମହମବତୀରେ ମହିଳାଙ୍କ ଡେଲିଭରି ।
ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ।
କୋଟିଆ ଦଖଲ ଅଭିଯାନ କ୍ରମରେ ଚଳିତ ମାସ ପହିଲାରେ କୋଟିଆର ୨୮ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ନକ୍ସାରେ ସାମିଲ କରିଛି ଆନ୍ଧ୍ର ।
ମୃଦଙ୍ଗ ତିଆରି କରି ନାଁ କମାଇବା ସହ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଦୁଇ କାରିଗର ।
ପୋଲିସ୍ ଠାରୁ ନ୍ୟାୟ ନମିଳିବାରୁ ବାପ, ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ମାଉସୀ ମାଉସୀ, ପୁଅ ଟା ବିଗିଡିଗଲା। ଇଏ କୋଉ ଉତୁପାତିଆ ଗୋଷ୍ଠୀର କିରେ !! ଲୋ ବୋଉ...ଦେଖୁନାହାନ୍ତି କେମିତି ଓଭରବ୍ରିଜ୍ ଉପରେ ଗୋଡ଼ ଟେକି ଥେଇ ଥେଇ ନାଚୁଛନ୍ତି
ଜୈବିକ ସାରରେ ଉତ୍ପାଦିତ ପନିପରିବା ପାଉଥିବାରୁ ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି ।