ମୟୁରଭଞ୍ଜ ବିଶୋଇ ଥାନା ନୂଆଗାଁ ନିକଟ ୪୯ ନମ୍ବର ଜାତୀୟ ପଥରେ ରବିବାର ବିଳମ୍ବିତ ରାତିରେ ଟ୍ରକ ଚାପାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ।
ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ରର ଦୁରୁପଯୋଗ କରି ୧୨୪ କୋଟି ଟଙ୍କାର GST ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି।
ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିଲା ଓଟିଭିର ପ୍ରସାରଣ । ଏହାମଧ୍ୟରେ କେବୁଲରୁ ସାଟେଲାଇଟ ଏବଂ ସାଟେଲାଇଟରୁ ଡିଜିଟାଲ୍ ଯାହା ସଠିକ, ଯାହା ଆପଣ ଚାହୁଁଛନ୍ତି, ଆପଣଙ୍କ ପାଇଁ ଏବଂ ଓଡିଶାର ସ୍ୱାର୍ଥ ପାଇଁ ଯେଉଁଟା ଠିକ୍ ସେସବୁ ଦେଖାଇ ଚାଲିଛି
୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।
ଭଗବାନ ଜଣେ ମହିଳାଙ୍କୁ ଏତେ ବଡ଼ ପାଟି ଦେଇଛନ୍ତି ଯେ ସେ ଗୋଟିଏ କାମୁଡ଼ାରେ ମ୍ୟାକଡୋନାଲ୍ଡର ଗୋଟିଏ ବରଗର ଏବଂ ଗୋଟିଏ ଥରରେ ମଧ୍ୟମ ଆକାରର ଫ୍ରେଞ୍ଚ୍ ଫ୍ରାଇଜ୍କୁ ଖାଇଦେଉଛନ୍ତି। ଖାଲି ସେତିକି ନୁହେଁ, ସେ ବଡ ବଡ ଗ୍ଲାସ୍କୁ ବି ପାଟି ରଖିଦିଅନ୍ତି।
ଆଡଭେଞ୍ଚର ଓ ହାଇକିଙ୍ଗକୁ ଦୁଃସାହସିକ ଲୋକଙ୍କ କାମ ବୋଲି କୁହାଯାଏ। ବେଳେବେଳେ ଶାରୀରିକ ଭାବେ ଶକ୍ତିଶାଳୀ ଥିବା ଲୋକଙ୍କ ପାଇଁ ବି ହ୍ୟାକିଂ ଓ ଟ୍ରାକିଂ କଷ୍ଟକର ହୋଇପଡେ। ବର୍ତ୍ତମାନ ଜଣେ ୬୨ ବର୍ଷ ବୟସ୍କା ମହିଳା ପାଶ୍ଚାତ୍ୟ ଘାଟର ଶିଖରରେ ଚଢି ପ୍ରମାଣ କରିଦେଇଛନ୍ତି ଯେ ମନୋବଳ ଆଗରେ ବୟସ ବାଧା ସୃଷ୍ଟି କରିପାରିବ ନାହିଁ।
ସାଧାରଣ ଲୋକଙ୍କ ଅପେକ୍ଷା କିନ୍ନରମାନେ ଅଧିକ ଦିନ ବଞ୍ଚନ୍ତି। ଏକ ଗବେଷଣାରୁ ଏମିତି ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହା ପଛର କ’ଣ କାରଣ ଆସନ୍ତୁ ଜାଣିବା।
୮୩ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳୁଛି।
ଥମୁନି ୟୁକ୍ରେନ-ଋଷ୍ ଯୁଦ୍ଧ। ଏନେଇ ବଢୁଛି ଚିନ୍ତା। ୬ ବର୍ଷିଆ ମେଡିକାଲ ସାଇନ୍ସ କୋର୍ସ ଅଧାରୁ ପାଠପଢ଼ା ଛାଡ଼ି ଆସିବା ପରେ ଏବେ ପ୍ରାକ୍ଟିକାଲ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ।
ସୁରଟରେ ନିଆରା ଫ୍ୟାସନ୍ ଶୋ। ଏଥିରେ ସୁନ୍ଦର ସୁନ୍ଦର ମଡେଲ ନୁହଁନ୍ତି, ବରଂ ରାମ୍ପ୍ ୱାକ୍ କରିଥିଲେ ବୟସ୍କ ବ୍ୟକ୍ତି ଏବଂ ମହିଳାମାନେ
ଏହି ଯୋଜନା କେବଳ ବିଛିନ୍ନାଞ୍ଚଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ସେ କହିଛନ୍ତି।
ରଞ୍ଜିତଙ୍କ ଜୀବନରେ ବି ଆଉ କେବେ ଆସିବେ ନାହିଁ ସିମରନ। କାରଣ ବୈତରଣୀରେ ନିଜ ଭଲ ପାଇବାକୁ ଜଳାଞ୍ଜଳି ଦେଇ ସେ ନିଜକୁ ଶେଷ କରି ଦେଇଛନ୍ତି। ପ୍ରେମିକ ରଞ୍ଜିତଙ୍କ ଜୀବନରୁ ଦୂରେଇ ଯିବା ପୂର୍ବରୁ ନିଜ ମନର କଥାକୁ ଏମିତି ଚିଠି ଲେଖି ଦେଇଛନ୍ତି ସିମରନ ଜେନା।
ମୟୂରଭଞ୍ଜ ଏବଂ କେନ୍ଦୁଝର ସୀମାର ଆଦିପୁର, ପଦ୍ମପୁର ସ୍ଥିତ ବୈତରଣୀ ଏବଂ ଭଣ୍ଡନ ନଦୀର ମିଶ୍ରଣ ସ୍ଥଳ । ଦୁଇଟି ନଦୀର ମୁହାଣ ମିଶି ଥିବାରୁ ଏହାକୁ ଦୋ-ମୁହାଣୀ ବୋଲି ସ୍ଥାନୀୟ ଲୋକେ କହନ୍ତି ।
କିଏ ଜାଣିଥିଲା ଏମିତି ହେବ ବୋଲି। ସେଦିନ କୁମ୍ଭୀରକୁ ଖାଇବାକୁ ଦେଉଥିଲେ ଯୁବତୀ। ହଠାତ୍ ହାତକୁ ମାଡି ବସିଲା କୁମ୍ଭୀର। ପାଣିକୁ ଭିଡି ନେଇ ପାଟିରେ ପୂରାଇବା ବେଳେ ହେଲା . ...
ନୂଆପଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକଙ୍କୁ ଖରା ୨ ମାସ ଅର୍ଥ ଯୋଗାଇ ଥାଏ ମହୁଲ । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ସ୍ଥାନୀୟ ବ୍ୟବସାୟୀଙ୍କୁ କମ୍ ଦାମରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି ।
ନୂଆ ଲୁକରେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ। ମଥାରେ କୁମକୁମ୍ ଓ ସିନ୍ଥିରେ ସିନ୍ଦୁର ଲଗାଇ ବୋହୂ ବେଳରେ ସଜେଇ ହୋଇ ଗୀତ ଗାଇଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି...
ବାଟବଣା ସ୍ୱଚ୍ଛ ଭାରତ ଯୋଜନା। ଶୌଚାଳୟ ନିର୍ମାଣରେ ବଡ଼ ଘୋଟାଲା...ଗାଁ ଆରମ୍ଭରୁ ଶେଷ ସବୁଆଡ଼େ ବାହ୍ୟମଳମୁକ୍ତର ବୋର୍ଡ଼ ଲାଗିଛି, ହେଲେ କାହା ଘରେ ପାଇଖାନା ନାହିଁ।
‘ମୋତେ କୁକୁର ଇଞ୍ଜେକ୍ସନ ଫୋଡ଼ିଦେଲେ..’
ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ। ଗଛକୁ ହାଣିଲା ବେଳକୁ ଜୋରସୋରରେ ବାହାରୁଛି ପିଇବା ପାଣି...ସ୍ୱାଦ ପୂରା ମିଠା ମିଠା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...
ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି।
୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତର ଅନ୍ତର୍ଗତ ବନ୍ଦାଳ ଗ୍ରାମରେ ଘର । ଭଲରେ ଚାଲି ପାରୁନଥିଲେ ସୁଦ୍ଧା ପରିଣତ ବୟସରେ ଲୋକଙ୍କ ଚିନ୍ତା ଘାରିଛି
ସରକାରଙ୍କ ଏହି ନିୟମ କିନ୍ତୁ ସମୁଦ୍ରକୁ ଯାଇ ମାଛମାରି ପରିବାର ଚଳାଉଥିବା ମତ୍ସଜୀବୀଙ୍କ ଉପରେ ବୋଝ ପାଲଟିଛି । ସମୁଦ୍ରକୁ ଯାଇ ମାଛମାରି ଦୁଇ ପଇସା ରୋଜଗାର କରୁଥିବା ମତ୍ସ୍ୟଜୀବି ଏବେ କେମିତି ପରିବାର ଚଳାଇବ ଏବେ ସେହି ଚିନ୍ତାରେ
ଧୋକା ଦେଲା ସାଙ୍ଗ। ଯାହାକୁ ଦିନେ ନିଜ ଜୀବନଠୁ ଅଧିକ ଭଲପାଉଥିଲେ...ନିଜ ପ୍ରେମିକାକୁ ନେଇଗଲା ସେଇ ଧୋକାବାଜ୍ ସାଙ୍ଗ...ସହିପାରିଲେନି ଧୋକା। ଶେଷରେ ନିରାଶ ହୋଇ କରିଦେଲେ ଆତ୍ମହତ୍ୟା, ଲେଖି ଦେଇଗଲେ ଚିଠି...
ମଣିଷକୁ ଦିଆଯାଇଛି ପଶୁଙ୍କ ଲାଗି ଉଦ୍ଧିଷ୍ଟ ଇଞ୍ଜେକ୍ସନ। ତାହା ପୁଣି ଗୋଟିଏ ନୁହେଁ ତିନି ତିନିଟି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ମହୁଲଡିହା ଗାଁରୁ ଏଭଳି ଅଭିଯୋଗ ଆସିଛି।
୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ ।