ଆଜିଥିଲା କର୍ମଜୀବନର ଶେଷ ଦିନ। ବିମାନରୁ ବାହାରିବା ପୂର୍ବରୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଶେଷ ବାର୍ତ୍ତା ଦେଉଥିଲେ ଏୟାରହୋଷ୍ଟେସ୍। ବାସ୍ କୋହ ସମ୍ଭାଳିପାରିଲେନି.....ଭୋ ଭୋ ହୋଇ କାନ୍ଦିଲେ। ଦେଖନ୍ତୁ ଏହି ଭିଡ଼ିଓ
Published: Pallipuspa Samal
Last updated: 21 April 2022, 11:49 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।