ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼।
ଭୀମଭୋଇ ମେଡ଼ିକାଲ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍ ଆସିଛି। ଓଟିଭି ହାତରେ ଲାଗିଥିବା ନିଶାନ୍ତଙ୍କ ମୃତ୍ୟୁ ବେଳର ଭିଜୁଆଲ ଏବେ ସାମ୍ନାକୁ ଆସିଛି।
ଏ ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ..
ବିଭିନ୍ନ ସ୍ତରରେ ସାହିତ୍ୟିକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କର ମତ ସଂଗ୍ରହ କରାଯାଇ ପୁରସ୍କାରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିବାରୁ ମହାସ୍ନାନ କରାଯାଇଛି । ତେବେ ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି ହେବ । ଏନେଇ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗୁପ୍ତ ସେବା ନୀତି ପାଇଁ ଦିନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।
କଳିଙ୍ଗର ଗର୍ବ ଆଉ ଗୌରବର କାହାଣୀ ବର୍ଣ୍ଣନା କରେ ଓଡ଼ିଆଙ୍କ ଏହି ପାରମ୍ପରିକ କଳା । କେତେ ବୀର ଥିଲେ ଆମ ପୂର୍ବଜ, କେତେ ସମୃଦ୍ଧ ଥିଲା ଆମ ସଂସ୍କୃତି ।
ଇ-ଫାଇଲିଙ୍ଗ ପୋର୍ଟାଲରେ ୭ କୋଟି ୧୪ ଲକ୍ଷ ଅଧିକ ଆୟକର ରିଟର୍ନ ଭରିଛନ୍ତି ଆୟକର ଦାତା ।
ଇଏ କାଳେ ଆମ ସ୍ୱାସ୍ଥ୍ୟ ସେବା !! ରୋଗୀ ପଛେ ଯନ୍ତ୍ରଣାରେ ଛଟପଟ ହେଉଥାଉ, ହେଲେ ଏମାନେ ଆଗେ ମୋବାଇଲ ବନ୍ଧକ ନରଖିଲେ ମିଳିବନି ଷ୍ଟ୍ରେଚର? ଏଇଟା ମେଡ଼ିକାଲ ନା ମୋବାଇଲ ବନ୍ଧକ ବ୍ୟାଙ୍କ?
ଦେଖିବାକୁ କିନି ପିଲା ହୋଇଥିଲେ ବି ଲୋକକଳାକୁ ବଂଚାଇ ରଖିବାକୁ କରିଛନ୍ତି ପ୍ରୟାସ। ଗଂଜାମର ଅନନ୍ୟ ଲୋକକଳା ରଣପା ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ ନାଚି କରିଛନ୍ତି ରେକର୍ଡ। ଜାଣନ୍ତୁ, ବିଭୂଦତ୍ତ ସାହୁ ଓ ବିଭାସ ସାହୁଙ୍କ ସଫଳତାର କାହାଣୀ.
ପରିବହନ ନିଗମର ଲାଭ କମିବାର କାରଣ କଣ? କାହିଁକି ଏମିତି ଦେବାଳିଆ ସ୍ଥିତିରେ ନିଗମ? ଘରୋଇ ବସ ଗୁଡିକ ଲାଭରେ ଚାଲୁଥିବା ବେଳେ କାହିଁକି କ୍ଷତି ସହୁଛି ପରିବହନ ନିଗମ ? ଭିତ୍ତିଭୂମିର ଅଭାବ ନା ରହୁଛି ସରକାରଙ୍କ ଆନ୍ତରିକତା ଅଭାବ ?
ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର ।
ଇଏ ଏମିତି ଜଣେ ଯବାନ ଯାହାଙ୍କ କାମକୁ ନେଇ ପୂରା ଦେଶରେ ଚର୍ଚ୍ଚା। ଦିଲ୍ଲୀରେ ଅର୍ଦ୍ଧସାମରୀକ ବାହିନୀରେ କାମ କରୁଛନ୍ତି..ହେଲେ ଛୁଟିରେ ଯେତେବେଳେ ଆସନ୍ତି, ଗାଁ ଟୋକାଙ୍କୁ ସ୍କୁଲ ପଡ଼ିଆରେ ଏମିତି ଟ୍ରେନିଂ ଦିଅନ୍ତି। ଟ୍ରେନିଂ ପାଇବା ପରେ ଅନେକ ପିଲା ସେନାରେ ଚାକିରି ମଧ୍ୟ କରିଛନ୍ତି.
ଆଉ ଅଭାବୀ ବିକ୍ରିର ଶିକାର ହେବେନି ତେନ୍ତୁଳି ତୋଳାଳି। ଏଣିକି ଆମାଜନ୍ରେ ଅନଲାଇନ୍ ଅର୍ଡ଼ର କଲେ ଆପଣଙ୍କ ଘର ପାଖରେ ପହଞ୍ଚିଯିବ ତେନ୍ତୁଳି। ଦାମ୍ ରହିଛି ମାତ୍ର ଏତିକି.
ବୟସ ମାତ୍ର ୧୧, କିନ୍ତୁ ସଫଳତା ବହୁର ବଡ। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।
ଆଉ ନାହାଁନ୍ତି ଦୁନିଆର ସବୁଠୁ ବୟସ୍କ ମହିଳା କେନ୍ ତନାକା । ଜାପାନର ବାସିନ୍ଦା କେନ୍ ୧୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
୯ ପତ୍ନୀଙ୍କୁ ଏକାଠି ଖୁସି ରଖିବା ପାଇଁ ଯୁବକ ବିବାହ ପରେ ଏକ ରୁଟିନ୍ କଲେ। ଏଥିରେ ସେ କାହାକୁ ବି ଏକାକୀ ଅନୁଭବ ନ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବର୍ତ୍ତମାନ ଆର୍ଥର୍ ନିଜ ରୁଟିନ୍ରେ ବିରକ୍ତ ହେଉଛନ୍ତି।
ମିଶନ ଶକ୍ତି ଦ୍ୱାରା ର୍ନିମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଉଷା ପାଢ଼ୀ ।
ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିପାଖେ ବେଆଇନ୍ ଖନନକୁ ବିରୋଧ କରି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବାକୁ ସଜବାଜ ହୋଇଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆଇନଶୃଙ୍ଖଳାକୁ ସମ୍ମାନ ଜଣାଇ ଆସନ୍ତାକାଲିର ଶୋଭାଯାତ୍ରାକୁ ସ୍ଥଗିତ ରଖିଛି ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆସନ୍ତାକାଲି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି ।
ଟ୍ୱିଟର କିଣିବା ପରେ ଏହାର କାୟା ପରିବର୍ତ୍ତନ କରିବାକୁ ଚାହୁଛନ୍ତି ନୂଆ ମାଲିକ ଏଲନ ମସ୍କ। ଏବେ ଟ୍ୱିଟରରେ ଆରମ୍ଭ ହେବାକୁ ଯାଉଛି ମସ୍କ ଯୁଗ । ଟ୍ୱିଟରର ମାଲିକାନା ହାତେଇବା ପରେ ୟୁଜର୍ସଙ୍କ ଡିମାଣ୍ଡ ଗୋଟିଏ ପରେ ଗୋଟିଏ ପୂରଣ କରିବାକୁ ଆରମ୍ଭ କରିଛନ୍ତି ମସ୍କ ।
ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ଅନୁମତି ନମିଳିବା ପରେ ଏବେ ଅପରାଜିତା କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।
ବିବାହର କେବେ ଲକ୍ଷ ନଥିଲା ଶରୀରର ସମ୍ଭୋଗ। ବାହାଘରର ଲକ୍ଷ ଥିଲା ସମାଜକୁ ରାମକୃଷ୍ଣ ପରି ସନ୍ତାନଟିଏ ଦେବା
ଖେଳ ପଡ଼ିଆରୁ ଖବର କାଗଜ ବିତରଣ। ଅନେକ ଆଶା ଆଉ ସ୍ୱପ୍ନ ନେଇ ସକାଳୁ ସକାଳୁ ଗଳିକୁ ଗଳି ବୁଲି ଇଏ ବିତରଣ କରନ୍ତୁ ସମ୍ବାଦପତ୍ର। ଦାରିଦ୍ର ସତ୍ୱେ ହାର ମାନିନାହାନ୍ତି ବରଂ ନିଜେ ପରିଶ୍ରମ କରି ପରିବାର ଚଳାଇବାରୁ ଭାର ନିଜ କାନ୍ଧକୁ ନେଇଛନ୍ତି ଶୋଭାରାଣୀ ଦାସ।
ଟଙ୍କିକିଆ ଚାଉଳ ଆଣିବାକୁ ମନାକରିବାର ଅର୍ଥ ଡାଇରେକ୍ଟ ମାଆ ଲକ୍ଷ୍ମୀଙ୍କୁ ଇନସଲ୍ଟ। ନବୀନ ବାବୁ ମାତ୍ର ୧ ଟଙ୍କାରେ ଲକ୍ଷ୍ମୀ ଦେଉଛନ୍ତି ତୁମେ ମନା କରୁଛ...ଆରେ କିଲୋ ଚାଉଳକୁ ୧ ଟଙ୍କା, ଲେମ୍ବୁ ଗୋଟାକୁ ୧୦ ଟଙ୍କା…ଖାଇବୁ କ’ଣ?