• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Water Scarcity Haunts Villagers

Water scarcity haunts
ପାଣି ଟୋପେ ପାଇଁ ହିନସ୍ତା କାଠକଟାବାସୀ

ଗାଁରେ ପାନୀୟ ଜଳ ସଂଯୋଗ ପାଇଁ ନଳ ବସିଛି । ହେଲେ ପାଣିର ଦେଖାନାହିଁ । ଏମିତି ଚାଲିଛି ସରକାରୀ ଯୋଜନାରେ ପାନୀୟ ଜଳ ଯୋଗାଣ । ଏ ହେଉଛି କେନ୍ଦୁଝର ଆନନ୍ଦପୁର ବ୍ଲକ ଅନ୍ତର୍ଗତ କାଠକଟା ଗାଁର ଦୃଶ୍ୟ । ଆଦିବାସୀ ବହୁଳ ଏହି ଗାଁରେ ପାଣି ଟୋପେ ପାଇଁ ବେଶ ହିନସ୍ତା ହେବାକୁ ପଡ଼େ ଗାଁର ମହିଳାମାନଙ୍କୁ ।

Water Scarcity
ନଳକୂପ କାମରେ ଆସୁନି, ଚୂଆ ପାଣି ଗାଁ ଲୋକଙ୍କ ସାହା ଭରଷା

ଉତ୍କଟ ହୋଇଛି ପାଣି ସମସ୍ୟା। ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ..