ଏପଟେ ସରକାର ଦଉଛନ୍ତି। ସେପଟେ ସବୁକିଛି ନେଇ ଯାଉଛନ୍ତି। ମାତ୍ର ୧ ଟଙ୍କାରେ ଚାଉଳ ଦେଇ ୧୦ ଟଙ୍କାରେ ଲେମ୍ୱୁ ଗୋଟିଏ ନେବାକୁ ବାଧ୍ୟ କରୁଛନ୍ତି...
ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଦେଖନ୍ତୁ ଏ ଭିଡିଓ... କେମିତି ବେଲୁନରେ ଉଡି ଉଡି ଆସିଲା କନିଆ...
ପଣସ କଠା ଏବେ ଯାହାକୁ ଯେତେ ମିଳୁଛି। ଘରେ ଘରେ ବିଭିନ୍ନ ରେସିପି ହେଉଛି। ହେଲେ ଆଜି ଘରକୁ କିଛି ଚିଙ୍ଗୁଡ଼ି ଆଣି ତିଆରି କରନ୍ତୁ ବାମ୍ଫ ପଣସ କଠା ଚିଙ୍ଗୁଡ଼ି...
ରାଜ୍ୟକୁ କରୋନାର ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ। ଆଉ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା ବେଳେ ପିଲାଙ୍କ ପାଇଁ ଏହା ବିପଜ୍ଜନକ ନୁହେଁ ବୋଲି କୁହାଯାଉଛି।
ବିବାହ ଉତ୍ସବକୁ କେହି ହାତ ଛଡା କରିବାକୁ ଚାହାଁନ୍ତିନି। ଯେମିତି ଚେନ୍ନାଇ ଟିମ୍। ଡେଭନ କନୱେଙ୍କ ବିବାହ ପୂର୍ବ ଉତ୍ସବରେ ଧୋନୀଙ୍କ ସମେତ ଚେନ୍ନାଇ ଟିମର ଅନେକ ଖେଳାଳି ଗୀତର ତାଳେ ତାଳେ ନାଚିଲେ...
ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...
କିଟି କିଟି ଅନ୍ଧାର ଘର ଭିତରେ ଏ ମହିଳା ଜଣକ କରୁଛନ୍ତି ଚେକିଂ। ହଇରେ ନାରଣ ଏମିତି ତୁ କେବେ ଦେଖିନଥିବୁ। ଅନ୍ଧାର ଘର ଭିତରେ ଲାଇଟ ପକେଇ ଚାଲିଛି ସେବା...
ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ । ୨୦୨୧-୨୨ରେ ରାଜ୍ୟ ସରକାଙ୍କ ଖଣି ରାଜସ୍ୱ ୩୫୦ ପ୍ରତିଶତ ବଢ଼ି ୪୯ ହଜାର କୋଟି ଟଙ୍କାରେ ପହଞ୍ଚିଛି ।
ଜିଲ୍ଲାପାଳଙ୍କ ଗାଡିକୁ ପଥର ମାରି ବନ୍ଧା ହେଲେ । ୯ ଜଣଙ୍କୁ ଗିରଫ କଲା ପୋଲିସ୍ । ଆଗାମୀ ସମୟରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।
ବିଦ୍ୟୁତ କାଟ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ବର ଓଡ଼ିଆ, କନ୍ୟା ସ୍ଲୋଭେନିଆ । ଭୁବନେଶ୍ୱରରେ ଓଡିଆ ରୀତିନୀତିରେ ବାହାଘର ପରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକକୁ ଯାଇଛନ୍ତି ନବ ଦମ୍ପତ୍ତି ।
ମାଓବାଦୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ। ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ବସ୍ରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି।
ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ।
ହନୁମାନ ପଇସା ବିକ୍ରି କରି ଅନେକ ପୋଲିସ୍ ହାତରେ ଧରାପଡିଛନ୍ତି। କୁହାଯାଉଛି ଯେ ଏହି ମୁଦ୍ରାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି। ପୋଲିସ କହୁଛି ଏହା ପଛରେ ରହିଛି ଅନ୍ଧବିଶ୍ୱାସ। ତେବେ ଏହି ହନୁମାନ ପଇସା କ’ଣ? ଏହାର କାହିଁକି ଏତେ ଚାହିଦା ଆସନ୍ତୁ ଜାଣିବା।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବାଙ୍ଗାଲୋର ଏବଂ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ମିଳିତ ଭାବେ ସ୍ପେସ୍ ଇଟା ପ୍ରସ୍ତୁତ କରିଛନ୍ତି। ଏହି ଇଟା ସାହାଯ୍ୟରେ ମଙ୍ଗଳ ଗ୍ରହରେ କୋଠା ନିର୍ମାଣ କରାଯାଇପାରିବ।
ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି।
ହାଇଡ୍ରୋ ପାଓ୍ୱାର ଉତ୍ପାଦନରେ ବିଫଳତା ହିଁ ଏକ ବଡ଼ କାରଣ ବୋଲି କୁହାଯାଉଛି ।
ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...
୪୯ ବର୍ଷରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ ଆଜି ଥାନା ଆଗରେ ଧାରଣା ଦିଆଯାଇଛି
ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍ ଗୁଡ଼ିକର ଫିଟ୍ନେସ୍ ଉପରେ ଗୁରୁତ୍ୱ ଦେବାକୁ STA(State Transport Authority ) ଅପିଲ କରିଛି।
୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା(OAS) ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ବଦଳି କରାଯାଇଛି।
ଯୁଆଡେ ଗଲେ ହୁଏ ଭୁବନେଶ୍ୱର ମ୍ୟାଡମଙ୍କ ଚର୍ଚ୍ଚା। ବ୍ରେକ୍ ଦେବା ବେଳେ ବ୍ରେକ୍ ଦେଉଛନ୍ତି ବିରୋଧୀ। ଏମିତି ବେଳେ ମଂଚ ଉପରକୁ ଆସି ଏକଥା କହିଲେ ମ୍ୟାଡମ୍...
ସବୁ ବେଳେ ରୋହି ଭାକୁର ମାଛ ଖାଇ ଖାଇ ଚିଡିଲାଗିଲାଣି। ଆଜି ଆମିଷ ବାରରେ ମାଗୁର ମାଛ ଆଣି ତିଆରି କରନ୍ତୁ ଏହି ସୁନ୍ଦର ପାଟି ସୁଆଦିଆ ଆଇଟମ୍...