ମଝି ରାସ୍ତାରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ଷ୍ଟିଅରିଂ ଉପରେ ଜୀବନ ଯିବା ପୂର୍ବରୁ ଅଟକାଇଦେଲେ ବସ୍। ବଞ୍ଚିଗଲା ୬୫ ପର୍ଯ୍ୟଟକଙ୍କ ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏ କାହାଣୀ, ସତ ଡ୍ରାଇଭରଙ୍କ ସତସାହସ।
ଭଗବାନଙ୍କ ଦ୍ୱିତୀୟ ଅବତାର ଯେବେ ନିଜ ଦାୟିତ୍ୱ ଭୁଲିଯାନ୍ତି। ନିଶାରେ ଚୁର ହୋଇ ଗୁରୁତର ରୋଗୀ ପାଖକୁ ନ ଆସନ୍ତି। ତାହାଲେ ରୋଗୀ କ’ଣ ଆଉ ବଞ୍ଚିବ ?
ବର୍ତ୍ତମାନ, ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ୍ ଆସିଛି, ଅର୍ଥାତ୍ ବର୍ତ୍ତମାନ କେବଳ ଆଇଫୋନ୍ ବ୍ୟବହାରକାରୀମାନେ ନିଜେ ହ୍ୱାଟ୍ସଆପ୍ରେ ନିଜର ଷ୍ଟିକର୍ ତିଆରି କରିପାରିବେ। ଯଦି ଆପଣଙ୍କର ମଧ୍ୟ ଏକ ଆଇଫୋନ୍ ଅଛି ତେବେ ଷ୍ଟିକର୍ କିପରି ତିଆରି କରିବେ ଜାଣନ୍ତୁ।
ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଗେଟ ବଜାର ଠାରେ ଏକ ଓଭରବ୍ରିଜ ନିର୍ମାଣ ଲାଗି ଓଡ଼ିଶା ଷ୍ଟେଟ ବିଲଡିଂ କର୍ପୋରସେନ ସାନି ଟେଣ୍ଡର ଆହ୍ୱାନ କରିଛି । ୨ବର୍ଷ ଭିତରେ କାମ ଶେଷ କରିବାକୁ ଟେଣ୍ଡରରେ ଉଲ୍ଲେଖ ରହିଛି ।
ସବୁ କଳ୍ପନାଜଳ୍ପନା ପରେ ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ ସଫାରୀ । ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ନାଇଟ୍ ସଫାରୀ ।
ନେତାଏ କାନ ଖୋଲି ଶୁଣନ୍ତୁ..ଏମାନେ ହେଲେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋପାଳପୁର ବେଗୁନିଆପଦା ଗାଁର ଲୋକ.. ଆପଣଙ୍କର ଭୂମିହୀନ ଭୋଟର୍..
ପରିଶ୍ରମରେ ଯଦି ସ୍ତ୍ରୀଙ୍କ ସହଯୋଗ ମିଳିଗଲା ତାହାଲେ ତାକୁ ହିଁ କୁହନ୍ତି ଭାଗ୍ୟ.. ଏମିତି ଜଣେ ପରିଶ୍ରମୀ ଭାଗ୍ୟବାନ ହେଉଛନ୍ତି ସହଦେବ ପରିଡା.. ଉପାୟ ଖୋଜୁ ଖୋଜୁ ସାଧନ ସହ ମିଳିଗଲା ସ୍ତ୍ରୀ କୃଷ୍ଣପ୍ରିୟାଙ୍କ ସହଯୋଗ..ଆଉ ତା ପରେ..
ଗରିବଙ୍କୁ ପ୍ରତିଶ୍ରୁତି ଦିଅ.. ସେମାନେ ଭୋଳିଯିବେ.. ପ୍ରତିଶ୍ରୁତି ପୂରା ନ କଲେ ଲଢିପାରିବେନି..ହୁଏତ ଏୟା ଭାବି ଗରିବ ଲୋକଙ୍କୁ ପ୍ରଶାସନଠାରୁ ନେଇ ସରକାର, ନେତାଙ୍କ ଠାରୁ ନେଇ ପ୍ରାଇଭେଟ୍ କମ୍ପାନୀ ସମସ୍ତେ ମିଛ ପ୍ରତିଶ୍ରୁତି ଦେଇ ନିଜ ଫାଇଦା ହାସଲ କରିଥାନ୍ତି..
ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି.. ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି.. ସେଥିପାଇଁ ଶ୍ରାବଣ ହେଉ କି ସୋମବାର
ଏପଟେ ଜଙ୍ଗଲ..ସେପଟେ ନଈ.. ମଝିରେ ଆମେ ଅଲୋଡ଼ା ସରକାର ପାଇଁ..
ବେକରେ ଗେଣ୍ଡୁମାଳ ପକାଇ କୁଆଡ଼େ ଆଇଚନ୍ତି ଭାଲୁ ଭାଇନା.. ତାଙ୍କର ଛୁଆ କାଖେଇବା ଅଭ୍ୟାସଟା ଗଲାନି..
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ ମାରିଲେ ସମ୍ପର୍କୀୟ ।
କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା ।
ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼।
ତପ୍ତପାଣିରେ ଉଷ୍ଣପ୍ରସବଣ ମା କନ୍ଧୁଣୀ ଦେବୀଙ୍କ ପୀଠ। ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉ ଥିବା ଏହି ପୀଠ ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅବସ୍ଥିତ ।
‘ଛାତ୍ରଛାତ୍ରୀ ହେଉଛନ୍ତି ମୋ ଜୀବନ। ସେଥିପାଇଁ ମୋ ଜୀବନକୁ ମୁଁ ସରଶ ସୁନ୍ଦର କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛି।‘ ପିଲା ମାନଙ୍କୁ ପାଠ ପଢ଼ା ପ୍ରତି ଆକୃଷ୍ଟ କରିବାକୁ ନାଚ, ଗୀତ. ଗପ ଓ ଅଭିନୟ କରୁଛନ୍ତି ଦୀପକ କୁମାର ଦାସ। ସମସ୍ତେ ତାଙ୍କୁ ଅଞ୍ଚଳରେ ଦୀପକ ସାର ବୋଲି ଜାଣନ୍ତି।
ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି ।
ଶିମିଳିପାଳକୁ କ ଜାତୀୟ ଉଦ୍ୟାନ ମାନ୍ୟତା କେବେ । ଜାତୀୟ ଉଦ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପକ୍ଷରୁ ଗତ ଜାନୁଆରୀ ୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯିବା ପରେ କୁହାଯାଉଛି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ହସ୍ତକ୍ଷେପ ପରେ ଏହି ବିଜ୍ଞପ୍ତିକୁ ପୁଣି ସ୍ଥଗିତ କରାଯାଇଛି ।
ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରାଣୀ ଚିକିତ୍ସାଳୟ ଖୋଲିବା ଲାଗି ଦାବି ହୋଇଛି । ରାଜ୍ୟରେ ଏବେ ମାତ୍ର ୫୪୩ଟି ପ୍ରାଣୀଧନ ଡାକ୍ତରଖାନା ରହିଛି ।
ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହେଉଛି । ୨୦୨୩ ଜାନୁଆରୀ ୨୯ରେ ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା ।
ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଥିବା କିଛି ଟପ୍ ଏବଂ ଖୁବ ଦରକାରୀ ଫିଚର୍ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ଭାରି ଉପଯୋଗୀ ହେବ।
ଯାତ୍ରୀଙ୍କୁ ରାଜାବଗିଚା ପଟୁ ବସଷ୍ଟାଣ୍ଡକୁ ଚାଲି ଚାଲି ଯିବା ଲାଗି ମିଳୁନି ଅନୁମତି, ଫଳରେ ଯାତ୍ରୀ ରାଜାବଗିଚା ପଟୁ ଖାନନଗର ନଦୀବନ୍ଧ ଦେଇ ବସଷ୍ଟାଣ୍ଡକୁ ଆସିଲେ ଅଧିକ ୫୦୦ ମିଟର ଚାଲିବାକୁ ପଡୁଛି।
ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ।
ଅଙ୍କ, ହେଉ କି ଭୁଗୋଳ, ଇତିହାସ ହେଉ କି ବିଜ୍ଞାନ, ସାହିତ୍ୟ ଅବା ସାଧାରଣଜ୍ଞାନ..ଏଠି ଗୀତରେ ଗୀତରେ ସବୁ ପାଠ ସହଜ।
ଏଯାଏଁ ନିଜେ ନିଜ ଭବିଷ୍ୟତକୁ ଗଢ଼ି ସାରି ନାହାନ୍ତି, କିନ୍ତୁ ଅତି ନିଆରା ଢଙ୍ଗରେ ଅନ୍ୟ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିପଡ଼ିଛନ୍ତି। ଆମେ କହୁଛୁ ଭଦ୍ରକ ସନ୍ଥରାର ସମସ୍ତଙ୍କ ସାର୍ ୨୬ ବର୍ଷୀୟ ଦୀପକ ସାରଙ୍କ କଥା।