• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Unique Teaching Style

Unique Teacher
ପିଲାଙ୍କୁ ଆକୃଷ୍ଟ କରୁଛି କାହ୍ନୁ ସାରଙ୍କ ଛତା ପାଠପଢ଼ା

ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ବୋଇପାରିଗୁଡ଼ା ସିଆରସିସି କାହୁଁ ଚରଣ ବେହେରାଙ୍କ ନିଆରା ପ୍ରୟାସ। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କାହ୍ନୁ ସାରଙ୍କ ଛତା ପାଠପଢ଼ାକୁ ନେଇ ଏବେ କୋରାପୁଟ ଜିଲ୍ଲାରେ ବେଶ ଚର୍ଚ୍ଚା।

unique Teacher
ଦୀପକ ସାରଙ୍କ ନିଆରା ପାଠଶାଳା

ଏଯାଏଁ ନିଜେ ନିଜ ଭବିଷ୍ୟତକୁ ଗଢ଼ି ସାରି ନାହାନ୍ତି, କିନ୍ତୁ ଅତି ନିଆରା ଢଙ୍ଗରେ ଅନ୍ୟ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିପଡ଼ିଛନ୍ତି। ଆମେ କହୁଛୁ ଭଦ୍ରକ ସନ୍ଥରାର ସମସ୍ତଙ୍କ ସାର୍ ୨୬ ବର୍ଷୀୟ ଦୀପକ ସାରଙ୍କ କଥା।

A teacher who is giving education by dancing the music
ଶିକ୍ଷାର ନୂଆ ଦିଗ ଜିତେନ୍ଦ୍ର ଶାର୍ଦ୍ଦୁଲ; ଶିକ୍ଷା ପ୍ରତି ଆଗ୍ରହୀ ହେଉଛନ୍ତି ଗରିବ ପିଲା

ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଜଣେ ଶିକ୍ଷକଙ୍କ ଅଭିନବ ପ୍ରୟାସ। ସେ ନାଚ, ଗୀତ ମାଧ୍ୟରେ ପିଲାମାନଙ୍କୁ ପାଠ ପଢଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ୍‌ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି।