Shimilipal
ଶିମିଳିପାଳକୁ କ ଜାତୀୟ ଉଦ୍ୟାନ ମାନ୍ୟତା କେବେ। ଜାତୀୟ ଉଦ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପକ୍ଷରୁ ଗତ ଜାନୁଆରୀ ୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯିବା ପରେ କୁହାଯାଉଛି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ହସ୍ତକ୍ଷେପ ପରେ ଏହି ବିଜ୍ଞପ୍ତି କୁ ପୁଣି ସ୍ଥଗିତ କରାଯାଇଛି। ପରିବେଶ ବିତ କହଲେ ଜାତୀୟ ଉଦ୍ୟାନ ନିହାତି ଆବଶ୍ୟକ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)