ଡାକ୍ତରଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।
କୋଦଳା ଥାନା ବେରୁହାବାଡ଼ି ଗାଁର ଦଣ୍ଡପାଣି ବେଳେହାଙ୍କ ଘରେ ବିସ୍ଫୋରଣ
ଗୋବରୀ ନଦୀ ପୁନରୁଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାରୁ ସିଧାସଳଖ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଗ୍ରାମବାସୀ । ଲୋକଙ୍କ ଗାଧୋଇବା, ପାଣି ସାରବାର କରିବା, ଚାଷ ଜମିକୁ ପାଣି ମାଡ଼ିବା ସବୁ କାର୍ଯ୍ୟରେ ଅସୁବିଧା ହେଉଛି ।
ଗାଧୋଇବା ହେଲା କାଳ। ସ୍ନାନ ଯାତ୍ରା ଦେଖିବାକୁ ଯାଇ ନରେନ୍ଦ୍ର ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଗଲେ ଯୁବକ ।
ପୂର୍ବତନ ସାଂସଦ ତଥାଗତ ସତପଥୀ ବହୁତ ଚେଷ୍ଟା କଲେ । କିନ୍ତୁ ପାରିଲେନି । ଜିତିଗଲେ ଜଣେ ବିଧାୟକ । ଏଥିପାଇଁ ସୁର ଭାଇ ଦାୟୀ ନା କେନ୍ଦ୍ର ଦାୟୀ ।
ଯୁବତୀଙ୍କ ଫ୍ଲାଇଙ୍ଗ୍ କିକ୍ରେ ଘାଇଲା ୬ ଯୁବକ , ମାଡ଼ ଖାଇ ଘାଇଲା ରୋଡ୍ ରୋମିଓ
ଅସ୍ତରଙ୍ଗ ଉପକୂଳରୁ ଏକ ଭାସମାନ ଦିଗ ନିର୍ଣ୍ଣୟ ଯନ୍ତ୍ର ମିଳିଛି। ଅସ୍ତରଙ୍ଗ ଉପକୂଳ ଅଣକଣ ତଣ୍ଡାରେ ଏହା ଲାଗିଥିବା ଦେଖିବାକୁ ମିଳିଛି।
ଦେଶର ସବୁଠୁ ଲମ୍ୱା ଦାନ୍ତ ଥିବା ହାତୀର ମୃତ୍ୟୁ ଘଟିଛି । ସୋସିଆଲ୍ ମିଡିଆରେ ୟୁଜର୍ସଙ୍କ ଦୁଃଖ ପ୍ରକାଶ...
ପୂରା ଦେଶୀ ଷ୍ଟାଇଲ୍। ଗୋଟିଏ ଶଗଡ଼ ଚକ, ଦୌଡ଼ି, ଟିଣକୁ ବ୍ୟବହାର କରି କୂଅରୁ ଖାଲି ହୋଇଗଲା ସବୁ ପଙ୍କ। ବିନା କୌଣସି ଖର୍ଚ୍ଚରେ ନିଜସ୍ୱ ବୁଦ୍ଧିରେ କୂଅରୁ ବାହାରିଲା ପଙ୍କ। ଦେଶୀ ଯୁଗାଡ଼କୁ ଦେଖିବା ପାଇଁ ଲୋକଙ୍କର ଲାଗିଲା ଗହଳି...ଦେଖନ୍ତୁ କେମିତି କଢା ଯାଉଛି ପଙ୍କ
୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।
ଇଏ ୱାଗ୍ନର ନା ଅଟୋ ? ଦେଖନ୍ତୁ ଭିଡ଼ିଓ...
ପ୍ରବଳ ଗୁଳୁଗୁଳି, ପ୍ରଚଣ୍ଡ ତାତି। ତାପମାତ୍ରା ପାଖାପାଖି ୪୨ ଡିଗ୍ରୀ ହେବ। ହେଲେ ଓଡିଶାର ଏଇଠି ପ୍ରଚୁର ପରିମାଣରେ ଫଳୁଛି ଆପେଲ। ପେନ୍ଥା ପେନ୍ଥା ଝୁଲିଛି ସେଓ। ଲାଲ ଟହଟହ ସେଓ ଦେଖିଲେ ଆପଣଙ୍କ ପାଟିରେ ବି ଆସିଯିବ ଲାଳ। ଜାଣନ୍ତୁ ଏତେ ଖରାରେ କେମିତି ହେଉଛି ଆପେଲ ଚାଷ।
ୟାକୁ କହନ୍ତି ବୁଦ୍ଧିର କରାମତି । ବିନା ମୋଟର ବିନା ଇଲେକ୍ଟ୍ରିରେ ଘରକୁ ଅନବରତ ଆସୁଛି ପାଣି । ଆଉ ନାହିଁ ପୂର୍ବର ଜଳକଷ୍ଟ । ଇଏ ପୁଣି ଆଦିବାସୀ ଇଲାକାରେ ।
ଖୁବ୍ କମ୍ ସମୟ ଭିତରେ ରାହୁଲ ଉଦ୍ଧାର ହେବ ବୋଲି ଆଶ କରାଯାଉଛି । ତେବେ ରାହୁଲକୁ ଉଦ୍ଧାର କିରବା ପରେ ଗ୍ରୀନ୍ କରିଡର ଜରିଆରେ ବିଳାସପୁର ନିଆଯିବ ବୋଲି ସୂଚନା ମିଳିଛି ।
ହାତୀ-ମଣିଷ ଲଢେଇ ରୋକିବେ ମହୁମାଛି । ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ରେଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟରେ ଗାଁ ମୁହାଁ ହାତୀଙ୍କୁ ଘଉଡାଇବା ସହଜ ହେବ ବୋଲି ଆଶା ରଖିଛି ବନ ବିଭାଗ ।
୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବାସନ୍ତୀ।
୨୨ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୫, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ କୁପୋଷଣକୁ ଦାୟୀ କଲେ ବିଶେଷଜ୍ଞ । ପଛୁଆ ଓ ଆଦିବାସୀ ଜିଲ୍ଲାରେ ସ୍ଥିତି ସଂଗୀନ ।
ମହାନତା ଦେଖାଇଲେ ମନମୋହନ। ମାଟ୍ରିମୋନିରୁ ଫଟୋ ଦେଖି ପସନ୍ଦ ହେବା ପରେ ଦୃଷ୍ଟିବାଧିତ ସୁଜାତାଙ୍କୁ ପ୍ରେମ ନିବେଦନ କରିଥିଲେ ମନମୋହନ। ହେଲେ ପ୍ରଥମେ ଅରାଜି ହେଲେ ସୁଜାତା। କିନ୍ତୁ ପିଛା ଛାଡ଼ିନଥିଲେ ମନମୋହନ। ଦୀର୍ଘ ୩ ବର୍ଷ ପରେ ସୁଜାତାଙ୍କ ହାତ ଧରି ସମାଜ ପାଇଁ ଉଦାହରଣ ସାଜିଲେ ମନମୋହନ ।
ମତେ ପଲଟିକାଲ ମର୍ଡର କରାଯାଇଛି। ସୁନ୍ଦର ନାରୀର ସୌନ୍ଦର୍ଯ୍ୟ ହେଉଛି ନିଜ ସୁନ୍ଦର। ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ମାରିବା ଠିକ୍ ନୁହେଁ। ମୋ ଟିକେଟ୍ କଟିଲା କାହିଁକି ମୁଁ ଜାଣେ...ହେଲେ ପରିପ୍ରକାଶ କଲେନି। କୋହ ନଥିଲେ ମଣିଷ ହେବା କେମିତି? ଶୁଣନ୍ତୁ ଖୋଲାକଥାରେ ଆଉ କଣ ମନଖୋଲି କହୁଛନ୍ତି ପାଟ୍ଟଶାଣୀ
ସନ୍ଦେହ ଭାଙ୍ଗିଦେଲା କି ସମ୍ପର୍କ? ସ୍ୱାମୀଙ୍କ ବିରୋଧରେ ମାମଲା କଲା ପରେ ଏବେ ବଢିଯାଇଛି ଅଶାନ୍ତି...କାହିଁକି ଶାଶୂ ବୋହୂ ମଧ୍ୟରେ ହେଲା ମାରପିଟ୍? ଭିନେ ହେବା ପାଇଁ କାହିଁକି ରାଜି ହେଲେନି ସ୍ୱାମୀ? ଦେଖନ୍ତୁ କଣ ଥିଲା ପୂରା ଘଟଣା
ଚେଇଁ ଶୋଇଛି ପ୍ରଶାସନ। ୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ପ୍ରକଳ୍ପର କାମ। ହେଲେ ଏପର୍ଯ୍ୟନ୍ତ ସରିଲାନି ଓଭରବ୍ରିଜର କାମ। ତେଜୁଛି ଅସନ୍ତୋଷ....
ଯେସାକୁ ତେସା ନୀତି। ବିଜୁଳି ମ୍ୟାନ୍ର ଚାଲାଣ କାଟିଦେଲା ପୋଲିସ...ଫାଇନ ଦେବା ପରେ ଥାନାର ଲାଇନ୍ କାଟିଦେଲେ ବିଜୁଳି ମ୍ୟାନ୍। ଆଉ ତା’ପରେ ହେଲା କ’ଣ?
ସାବଧାନ ! ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ଏଇ ଲିଙ୍କରେ କ୍ଲିକ କରିବା ମାତ୍ରେ ଆକାଉଣ୍ଟ ହୋଇଯିବ ଖାଲି...ଜାଣିରଖନ୍ତୁ କେମିତି ବଞ୍ଚିବେ ଏଇ ଠକାମୀରୁ
ମହାନତା ଦେଖାଇଲେ ମନମୋହନ। ମାଟ୍ରିମୋନିରୁ ଫଟୋ ଦେଖି ପସନ୍ଦ ହେବା ପରେ ଦୃଷ୍ଟିବାଧିତ ସୁଜାତାଙ୍କୁ ପ୍ରେମ ନିବେଦନ କରିଥିଲେ ମନମୋହନ। ହେଲେ ପ୍ରଥମେ ଅରାଜି ହେଲେ ସୁଜାତା। କିନ୍ତୁ ପିଛା ଛାଡ଼ିନଥିଲେ ମନମୋହନ। ଦୀର୍ଘ ୩ ବର୍ଷ ପରେ ସୁଜାତାଙ୍କ ହାତ ଧରି ସମାଜ ପାଇଁ ଉଦାହରଣ ସାଜିଲେ ମନମୋହନ...ଦେଖନ୍ତୁ ବାହାଘର ସମୟର କିଛି ଦୃଶ୍ୟ....
୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଏମିତି ଘରେ ଜୀବନ ବିତାଉଛନ୍ତି ବାସନ୍ତୀ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏଇ ସ୍ୱତନ୍ତ୍ର ରିପୋର୍ଟ.....