• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd Leader Prasanna Pattsani

Khola Katha with senior BJD leader Prasanna Kumar Patasani
ବାବାଙ୍କୁ ପଲଟିକାଲ ମର୍ଡ଼ର କଲା କିଏ? ବିଜେଡ଼ିରେ ପାଟ୍ଟଶାଣୀଙ୍କ ଶତ୍ରୁ କିଏ?

ମତେ ପଲଟିକାଲ ମର୍ଡର କରାଯାଇଛି। ସୁନ୍ଦର ନାରୀର ସୌନ୍ଦର୍ଯ୍ୟ ହେଉଛି ନିଜ ସୁନ୍ଦର। ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ମାରିବା ଠିକ୍‌ ନୁହେଁ। ମୋ ଟିକେଟ୍‌ କଟିଲା କାହିଁକି ମୁଁ ଜାଣେ...ହେଲେ ପରିପ୍ରକାଶ କଲେନି। କୋହ ନଥିଲେ ମଣିଷ ହେବା କେମିତି? ଶୁଣନ୍ତୁ ଖୋଲାକଥାରେ ଆଉ କଣ ମନଖୋଲି କହୁଛନ୍ତି ପାଟ୍ଟଶାଣୀ

BJD leader Prasanna Pattsani
ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ନେତା, କିନ୍ତୁ...

ଦଳରେ ଅସନ୍ତୁଷ୍ଟ ଅଛନ୍ତି କି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ? ଦଳୀୟ କାର୍ଯ୍ୟକଳାପରେ ସେ ଅସନ୍ତୁଷ୍ଟ ନେଇ ଆଭାସ ମିଳିଛି।