ଜନବସତି ଆଡକୁ ମାଡ଼ି ଆସୁଛି ସମୁଦ୍ର । ଭୟଭୀତ ଅବସ୍ଥାରେ ଏରସମା ଶିଆଳି ବେଳାଭୂମି ନିକଟସ୍ଥ ଗ୍ରାମବାସୀ । ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନର ନିଘା ନଥିବା ଅଭିଯୋଗ ହେଉଛି।
ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି। ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ।
ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବେଳାଭୂମିରେ ଏହି କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଅସ୍ତରଙ୍ଗ ଉପକୂଳରୁ ଏକ ଭାସମାନ ଦିଗ ନିର୍ଣ୍ଣୟ ଯନ୍ତ୍ର ମିଳିଛି। ଅସ୍ତରଙ୍ଗ ଉପକୂଳ ଅଣକଣ ତଣ୍ଡାରେ ଏହା ଲାଗିଥିବା ଦେଖିବାକୁ ମିଳିଛି।
ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ...
ଆମ ପୁରୀ ବେଳା ଭୂମି ଗୋଟେ ପାର୍କ ନୁହେଁ କି? ଏଠି କଣ ତମେ ଆଉ ବାଡ଼ ପକେଇବ? ଏଠି ଆମେ ଶଙ୍ଖ ବିକିବୁ, ମୁଢ଼ି ବିକିବୁ, ତମେ କଣ ବ୍ଲ୍ୟୁ ଫ୍ଲାଗ୍ ବିଚ୍ କରିବ କହୁଛ?
ଏବେ ବି ବିଶ୍ୱରେ ୩ କୋଟି ୭୭ ଲକ୍ଷ ଲୋକ ଏଡସ୍ ସହ ସଂଗ୍ରାମ କରୁଛନ୍ତି.. କରୋନା ମହାମାରୀ ପରେ ଏଡସ୍ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି..
ବେଳାଭୂମୀରୁ ଉଦ୍ଧାର ହୋଇଥିବା ଦମ୍ପତିଙ୍କ ମିଳିଲା ପରିଚୟ। ବ୍ରହ୍ମପୁରରେ ସେମାନଙ୍କ ଘର, ୧୨ ତାରିଖରୁ ଉଭୟ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା
ଆନ୍ଧ୍ରପ୍ରଦେଶ ବଙ୍ଗୋପସାଗରରେ ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ । ୨ କିଲୋମିଟର ପଛକୁ ଚାଲିଗଲା ସମୁଦ୍ର ଲହଡ଼ି । ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ଥିବା ବଙ୍ଗୋପ ସାଗର ଅଂଚଳରେ ସମୁଦ୍ର କିଛି ସମୟ ଲାଗି ୨ କିଲୋମିଟର ଦୂରକୁ ଚାଲି ଯାଇଥିଲା ।