ଭ୍ୟାକ୍ସିନ କଭର ଉପରୁ ତାରିଖ ଆଉ ଦାମ୍ ଚିରି ଦେଇଥିବା ଅଭିଯୋଗ।
ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।
ବାପା ବଞ୍ଚିଥିବା ବେଳେ ମଧ୍ୟ ଆଜିକାଲି ପୁଅମାନେ ପଚାରୁ ନାହାନ୍ତି । କିନ୍ତୁ ଢ଼େଙ୍କାନାଳର ଜଣେ ଯୁବକ ତାଙ୍କ ବାପାଙ୍କ ପାଇଁ ତିଆରି କରିଛନ୍ତି ଉଦ୍ୟାନ ।
ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ ।
କେନ୍ଦୁଝର ଏସପି ଅଫିସ୍ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ପୋଲିସ୍ ଉଦ୍ଧାର କରିଛି ।
ଇଏ କେମିତିକା ଆଇନ? ଘର ବାବଦରେ ଲୋକଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଲେ ପୌର ଅଧିକାରୀ। ପଇସା ନଦେବାରୁ ନୋଟିସ୍ ଦେବାର ୩ ଦିନ ମଧ୍ୟରେ ଜେସିବି ଲଗାଇ ଲୋକଙ୍କ ଘର ଭାଙ୍ଗିଦେଲେ ବଡ଼ବାବୁ। ଯେତେ କାକୁତିମୀନତି ହେଲେ ବି ଶୁଣିଲେ ଏମାନଙ୍କ ଦୁଃଖ ।
ସାପକୁ ଗିଳିଲା ସାପ, ଦେଖନ୍ତୁ ଏହି ଅଦ୍ଭୁତ ଦୃଶ୍ୟ...
କିଲୋ ପିଛା ୨୩ ହଜାର ଟଙ୍କାରେ ବିକ୍ରି ହେଲା ତେଲିଆ ବୋରେଇ ମାଛ...
ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ତଟରକ୍ଷା ବାହିନୀ ।
ନିଆରା ପରମ୍ପରା। ରଜ ଉତ୍ସବରେ ଏଇଠି ଝିଅକୁ ବାହା ହୁଏ ଝିଅ। ବରଯାତ୍ରୀ ରୋସଣି କରି ଆସେ, କନିଆଁ ଘରେ ଭୋଜି ଭାତର ଆସର ଜମେ। ପୂରା ଧୁମଧାମ୍ରେ ହୁଏ ବାହାଘର। ଛୁଆ ବରକୁ ଛୁଆ କନିଆର ବାହାଘର ପାଇଁ ଲୋକଙ୍କ ଜମେ ଭିଡ଼
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଯେଉଁ ବୋରୱେଲ୍ ଭିତରେ ରାହୁଲ ପଡ଼ିଯାଇଥିଲା, ଖୋଳା ଯାଉଥିବା ସମୟରେ ସେ ଗାଁରେ ହିଁ ନଥିଲା
ଇଡଲି ତଥା ଦୋସା ଲାଗି ଆବଶ୍ୟକ ହେଉଥିବା ମୋଟା ଚାଉଳ ଯୋଗୁଁ ଆକାଶଗଙ୍ଗା ଓ ୧୦୧ ଭେରାଇଟି ଧାନକୁ ଚାଷୀଙ୍କୁ ଟିକେ ଅଧିକା ପଇସା ଦେଇ କିଣି ନେଉଛନ୍ତି ଦଲାଲ । ଆଉ ଏପଟେ ମଣ୍ଡିରେ ନୟାନ୍ତ ହେବା ଅପେକ୍ଷା ଅଧିକ ଦିପଇସା ପାଇ ଚାଷୀ ବି ବେଶ୍ ଖୁସ୍ ।
ପୁଅର ସୁରକ୍ଷିତ ଉଦ୍ଧାରଠୁ ନେଇ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତିକୁ ଦେଖି ରାହୁଲର ବାପା କହିଛନ୍ତି ‘କେବଳ ଜଗନ୍ନାଥଙ୍କ ପାଇଁ ଏସବୁ ସମ୍ଭବ ହୋଇଛି । ପୁଅ ଭଲ ହେଲେ ଖୁବ୍ଶୀଘ୍ର ତାକୁ ନେଇ ଶ୍ରୀକ୍ଷେତ୍ର ଯିବି ।’
ସୁନ୍ଦରଗଡ଼ ଜିଲ୍ଲାପାଳ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି ହୋଇଛି । ସେ କଟକ ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
କେମିତି ଉଦ୍ଧାର ପାଇଥିଲା ରାହୁଲ ? ଛୋଟ ପିଲା ତାଙ୍କୁ ଉଦ୍ଧାର କରିଥିଲା ନା ଉଦ୍ଧାରକାରୀ ଦଳ ?
ଚାହିଦାରେ ଆକାଶଗଙ୍ଗା, ୧୦୧ ଭେରାଇଟି । କାରଣ ଇଡଲି, ଦୋସା ଲାଗି କୁଆଡ଼େ ବେଶ୍ ଉତ୍ତମ ଏହି ଦୁଇ ଭେରାଇଟି ଧାନର ଚାଉଳ ।
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ୩ ଟି ଶଦ୍ଦର ଇସ୍ତଫା ପତ୍ର....
ମୃତଦେହ ଆଣିବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି , ବାଧ୍ୟ ହୋଇ ପରିବାର ଲୋକ ଅଟୋରେ ଆଣିଲେ ।
ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ ।
ବଲାଙ୍ଗିର ଜିଲ୍ଲା ମହାଦେବ ମନ୍ଦିର ଛକଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇ ପରେ ରାସ୍ତାକଡ଼ରେ ଥିବା ଦୋକନ ଉପରେ ମାଡ଼ି ଯାଇଛି।
ଯେଉଁ ଦିନ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମୋ ପୁଅକୁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ଉଦ୍ଧାର କରିକି ଆଣିଦେଲେ। ୮୦ଫୁଟ ଗଭୀର ବୋରୱେଲ୍ ଭିତରୁ ୧୦୪ ଘଣ୍ଟା ପରେ ୧୦ ବର୍ଷର ବାଳକ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।
ସୋସିଆଲ ମିଡିଆରେ ୱାର୍ ପରେ ଏବେ ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ଫେରାଦ୍ ହୋଇଛନ୍ତି ଅନୁଭବ। ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜ୍ରେ ନିଜର ଏକାଧିକ ଏବଂ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଏବଂ କଳାଟଙ୍କା ରଖିଥିବା ଅଭିଯୋଗ କରିଛନ୍ତି ଅନୁଭବ।
ଵିପର୍ଯ୍ୟନ୍ତ ଆଇନ ଶୃଙ୍ଖଳା, ଦିଵାଲୋକରେ ପ୍ରତିଦିନ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଜନଜୀବନକୁ ଆତଙ୍କିତ କରିଥିବା ଵେଳେ ପୋଲିସ ନୀରଵ ଦ୍ରଷ୍ଟା ସାଜିଛି। ଏହାର ପ୍ରତିଵାଦରେ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି।