Khola Katha with senior BJD leader Prasanna Kumar Patasani
ମତେ ପଲଟିକାଲ ମର୍ଡର କରାଯାଇଛି। ସୁନ୍ଦର ନାରୀର ସୌନ୍ଦର୍ଯ୍ୟ ହେଉଛି ନିଜ ସୁନ୍ଦର। ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ମାରିବା ଠିକ୍ ନୁହେଁ। ମୋ ଟିକେଟ୍ କଟିଲା କାହିଁକି ମୁଁ ଜାଣେ...ହେଲେ ପରିପ୍ରକାଶ କଲେନି। କୋହ ନଥିଲେ ମଣିଷ ହେବା କେମିତି? ଶୁଣନ୍ତୁ ଖୋଲାକଥାରେ ଆଉ କଣ ମନଖୋଲି କହୁଛନ୍ତି ପାଟ୍ଟଶାଣୀ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)