ଵିପର୍ଯ୍ୟନ୍ତ ଆଇନ ଶୃଙ୍ଖଳା, ଦିଵାଲୋକରେ ପ୍ରତିଦିନ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଜନଜୀବନକୁ ଆତଙ୍କିତ କରିଥିବା ଵେଳେ ପୋଲିସ ନୀରଵ ଦ୍ରଷ୍ଟା ସାଜିଛି। ଏହାର ପ୍ରତିଵାଦରେ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି।