ପୂର୍ବତନ ସାଂସଦ ତଥାଗତ ସତପଥୀ ବହୁତ ଚେଷ୍ଟା କଲେ । କିନ୍ତୁ ପାରିଲେନି । ଜିତିଗଲେ ଜଣେ ବିଧାୟକ । ଏଥିପାଇଁ ସୁର ଭାଇ ଦାୟୀ ନା କେନ୍ଦ୍ର ଦାୟୀ ।
Published: Otv Khabar Bureau
Last updated: 15 June 2022, 01:34 PM IST
ଯାହା ଚଳି ଆସୁଛି ତାହା ହିଁ ପରମ୍ପରା । ଏଇ ମହିଳାମାନେ ଜୀବନରେ ଥରେ ଗାଧାନ୍ତି । କିନ୍ତୁ ବର୍ଷସାରା ବାମ୍ଫ ନିଅନ୍ତି । ଯେଉଁଦିନଠୁ ପିଲା କଥା ଭାବନ୍ତି, ସେଇ ଦିନକୁ ପାଳନ କରନ୍ତି ପିଲାର ଜନ୍ମଦିନ ।