• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Ants commit robbery of gold chain? Netizens in SHOCK after viral video surfaces | WATCH
ସୁନା ଚେନ୍‌ ଚୋରାଇ ନେଲେ ଜନ୍ଦା, ଦେଖନ୍ତୁ ଭିଡ଼ିଓ...

ସୁନା ଚେନ୍‌ ଚୋରି କରୁଛନ୍ତି ଯନ୍ଦା ଦଳ...

Volunters Open Shelter For Stray Cattle
ଏଣିକି ଆଉ ରାସ୍ତାରେ ବୁଲିବେନି ଗାଈଗୋରୁ

କୌଣସି ସରକାରୀ ନୁହେଁ ବରଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଛି ଗୋସେବା ା ଏଇଠି ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ସୁବିଧା ରହିଛି। 

We believe more and more devotees will take part in Rath Yatra this year: Puri King
ଏଥର କରୋନା ଡର ନାହିଁ, ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ଯେଉଁମାନେ ପୁରୀ ଯାଇପାରୁଛନ୍ତି, ସେମାନେ ଯାଆନ୍ତୁ। ଜଗନ୍ନାଥ ଭାବର ଠାକୁର...ଟିଭିରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ କୋଟି କୋଟି ଲୋକ ଦେଖୁଛନ୍ତି। ଏ ମହାନ୍‌ ଯାତ୍ରା ବହୁ ପ୍ରାଚୀନ....: ଗଜପତି ମହାରାଜା

Ashara Alok | Misunderstanding ruins family
ଦିଅର ଆସି ଘରେ ରହିଲା...ବୋହୂର ଚରିତ୍ରକୁ ନେଇ ଶାଶୂଙ୍କ ସନ୍ଦେହ ବଢିଲା

ଆଶ୍ଚର୍ଯ୍ୟ !! ଘର ଛାଡ଼ି ପଳାଇଲା ସ୍ତ୍ରୀ...ଜାଣିପାରିଲାନି ସ୍ୱାମୀ? ଆଇ ଶାଶୂ ଚାଲିଯିବା ପରେ ଦିଅର ଆସି ଘରେ ରହିଲେ...କିନ୍ତୁ ବୋହୂ ଉପରେ କାହିଁକି ସନ୍ଦେହ କଲେ ଶାଶୂ? ମାଉସୀ ପୁଅଙ୍କ ସହ ଭାଉଜର ସମ୍ପର୍କକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦେଖାଗଲା ଫାଟ

Special Story | No PAN-Aadhaar link, then be prepared to pay fine of Rs1000
କାଲିଠାରୁ ଏଇ ସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ....ପାନ-ଆଧାର ଲିଙ୍କ୍‌ ହୋଇନଥିଲେ ୧ ହଜାର ଦେବେ ଫାଇନ୍‌

ରାତି ପାହିଲେ ଜୁଲାଇ ୧। ଏଇ ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି...

Special Story | Nuapada man digs up pond on his own, solves villagers’ year-long water problem
ନିଆଁ ଲିଭାଇବା ପାଇଁ ଜଙ୍ଗଲ ଯାଇଥିଲେ, ସେଇ ଗାଁରେ ପୋଖରୀ ଖୋଳି ଦେଲେ

“ସେ ଫରେଷ୍ଟର ନୁହଁ ଜଳଦେବତା”....ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ...ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା.....ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ

Special Story | Sonepur artist makes Lord Jagannath from cycle spare parts
ଶିଳ୍ପୀର ଭକ୍ତିରେ ସ୍ପେୟାର ପାର୍ଟ୍ସରେ ଜଗନ୍ନାଥ… ଶୋଭା ପାଉଛନ୍ତି କାଳିଆ ସାଆନ୍ତ

ଶିଳ୍ପୀର ହାତର ସ୍ପର୍ଶରେ ହସୁଛନ୍ତି କାଳିଆ ସାଆନ୍ତ। ରାତି ପାଇଲେ ରଥ ଯାତ୍ରା । ଏମିତି ଏକ ଦିବ୍ୟ ସମୟରେ ଶିଳ୍ପୀଟେ ତା କାଳିଆ ଠାକୁରକୁ ଆଙ୍କି ଦେଇଛି ସାଇକେଲର ସ୍ପେୟାର ପାର୍ଟ୍ସରେ ଆଉ ଜଗାବି ସେଇଠି ଖିଲିଖିଲି ହସୁଛି । ଦେଖନ୍ତୁ ସୁବର୍ଣ୍ଣପୁରର ଜଣେ ସାଇକେଲ ମେକାନିକର ଅନୁଭବର କାହାଣୀ। ପିଲାଟି ବେଳୁ ଜଗନ୍ନାଥ ପ୍ରେମରେ ବନ୍ଧା ସାଇକେଲ ଦୋକାନୀ

News Fuse | Law Minister performs duties of Education Minister, dons teacher’s hat
ଆଇନମନ୍ତ୍ରୀ...ହେଲେ ସ୍କୁଲରେ ପିଲାଙ୍କୁ ପଢାଉଛନ୍ତି ପାଠ !

ଆଇନ ବିଭାଗରେ ମନ୍ତ୍ରୀ ଅଛନ୍ତି...ହେଲେ ଗଣଶିକ୍ଷାମନ୍ତ୍ରୀଙ୍କ କାମ କରୁଛନ୍ତି। ଆଲୋ ଆଲୋ...ଇଏ ତ ତୁମ ବିଭାଗ ନୁହେଁ, ହେଲେ....ମଲା ତୁମେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବ? ତୁମ ଚାକିରି ରହିବ ଟି?

Special story
ଯେତେ ଚାପ ପ୍ରୟୋଗ କଲେ ମଧ୍ୟ ମୁଁ ନଇଁବି ନାହିଁ : ଅର୍ଦ୍ଧେନ୍ଦୁ ଦାସ

ହସ୍ପିଟାଲ ନେବା ବାଟରେ ଗଣମାଧ୍ୟମ ଆଗରେ ଅର୍ଦ୍ଧେନ୍ଦୁଙ୍କ ପ୍ରତିକ୍ରିୟା

MLA Mohammad Moquim
ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲେନି ସରକାର: ନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

ସରକାର ନ ଶୁଣିବାରୁ ନାଳ ଭିତରେ ପଶି ପ୍ରତିବାଦ କରିଛନ୍ତି ବିଧାୟକ ମହମ୍ମଦ ମୋକିମ।

Special story
ଅନାଥ ଯୁବତୀଙ୍କୁ ସାହା ହେଲେ ଦୁଇ ଯବାନ୍, ଭାଇ ସାଜି ବିବାହ କରାଇଲେ . . .

ନିଜ ଗାଁର ଅନାଥ ଯୁବତୀଙ୍କ ବାହାଘର ଖର୍ଚ୍ଚ ବହନ କଲେ ଯବାନ

Utkal university students stage protest over water shortage
ରାତି ଅଧରେ ବାଲ୍‌ଟି ଧରି ଆନ୍ଦୋଳନକୁ ଓହ୍ଲାଇଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ

ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି। ଫଳରେ ରାତି ଅଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି। 

Single-use plastic ban in India from July 1; implementation on backseat for 3 years in Odisha
ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍: ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ସଂପୂର୍ଣ୍ଣ ନିଷେଧ !

ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍: ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ସଂପୂର୍ଣ୍ଣ ନିଷେଧ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

Family of geologist Satyambada Patra, who died in helicopter crash in Arabian Sea, mourns
ONGC ହେକିକର ଦୁର୍ଘଟଣାରେ ମୃତ ଓଡ଼ିଆ ପୁଅକୁ ଝୁରୁଛି ଜନ୍ମମାଟି

ONGC ହେକିକର ଦୁର୍ଘଟଣାରେ ମୃତ ଓଡ଼ିଆ ପୁଅକୁ ଝୁରୁଛି ଜନ୍ମମାଟି: ଜନ୍ମମାଟି ଭୁବନରୁ-ବାସସ୍ଥାନ ମାଲକାନଗିରି ଯାଏଁ ଶୋକର ଛାୟା...୨୭ ବର୍ଷର ବୈଜ୍ଞାନିକ ପୁଅକୁ ହରାଇ ନିର୍ବାକ ବାପା-ମାଆ

ONGC chopper Crash
ପାଣି ଭିତରେ ବୁଡ଼ିଗଲା ସତ୍ୟମ୍ବଦଙ୍କ ସ୍ୱପ୍ନ, ପୁଅକୁ ହରାଇ ନିର୍ବାକ ବାପା-ମାଆ

ଯେଉଁ ମେଧାବୀ ପୁଅକୁ ନେଇ ସେ ଦିନେ ଗର୍ବ କରୁଥିଲେ, ଆଗକୁ ଆଇଏଏସ ହେବାର ସ୍ୱପ୍ନ ଦେଖୁଥିଲେ, ଶେଷରେ ତାସଘର ଭଳି ଭାଙ୍ଗିଗଲା

human trafficking
ଓଡ଼ିଶାରୁ ମହାରାଷ୍ଟ୍ରକୁ ମାନବ ଚାଲାଣ ସନ୍ଦେହ : ୧୧ ଜଣ ଉଦ୍ଧାର

ରେଲୱେ ଷ୍ଟେସନରେ ହଇଚଇ, ଟ୍ରେନ ଯୋଗେ ମାନବ ଚାଲାଣ ହେଉଥିବା ସନ୍ଦେହ ।

Govt Takes Immediate Action
ଦୃଷ୍ଟିବାଧିତ ଛାତ୍ରଙ୍କ ପ୍ରଶ୍ନ ପରେ ଚେତିଲା ପ୍ରଶାସନ; ନିଯୁକ୍ତ ହେଲେ ୩ ଶିକ୍ଷକ

ବେହେରାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ହେଲେ ୩ ଶିକ୍ଷକ...

Special story
ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ମିଳିଲା ଜାମିନ

ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ଗୋବିନ୍ଦ ।

Special story
ଅଡ଼ୁଆରେ ଟୁଙ୍ଗୁରୁ ଭୋଳ ଓ ବର୍ଷା : ଉଭୟଙ୍କ ବିରୋଧରେ ଥାନାରେ ମାମଲା

ଅଳ୍ପ ଦିନରେ ଷ୍ଟାର ପାଲଟିଥିବା ଟୁଙ୍ଗୁରୁ ଏବେ ଅକଳରେ ପଡ଼ିଛନ୍ତି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଗଲାଣି ।

11 hurt as Bolero rams into roadside tree in Kandhamal
ଗଛରେ ପିଟି ହୋଇ ଓଲଟିଲା ବୋଲେରୋ, ୧୧ ଆହତ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ..

Viral Video
ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ : ବିସ୍କୁଟ୍‌ ଖାଇ ଫେରିଲେ ଛାତ୍ରଛାତ୍ରୀ

ସ୍କୁଲ ଭିତରେ ଦୁଇ ଗୋଷ୍ଠୀର ମହିଳାମାନେ ଭୁଲି ଯାଇଥିଲେ ହିତାହତ ଜ୍ଞାନ

Odisha Assembly
୬ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ : ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଅପରାହ୍ନ ଅଧିବେଶନ ଘଣ୍ଟାଏ ବଢ଼ି ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

Special story
ଭୁଲରେ ଥରକେ ମିଳିଗଲା ୨୮୬ ମାସର ଦରମା : ଟଙ୍କା ମିଳିବା ପରେ କର୍ମଚାରୀ ଫେରାର୍‌

ଏକ ମାସରେ ମିଳିଲା ୨୮୬ ମାସର ଦରମା । ଫେରାଇବା ବଦଳରେ କମ୍ପାନୀକୁ ଚକମା ଦେଇ କର୍ମଚାରୀ ଗାୟବ୍ ।

Special story
କୁନି ଝିଅ ସୋନାଲୀ ସହୁଛି ଅକଥନୀୟ ଯନ୍ତ୍ରଣା : ଅପରେସନ୍‌ ସମୟରେ ରହିଯାଇଛି ସିଲଭର ତାର

ଯିଏ ଦେଖୁଛି ଆହା ପଦେ କହୁଛି, ଶୀଘ୍ର ସୁସ୍ଥ ହେଉ ବୋଲି କାମନା ବି କରୁଛନ୍ତି ।