ରାତି ପାହିଲେ ଜୁଲାଇ ୧। ଏଇ ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି...
Published: Otv Khabar Bureau
Last updated: 30 June 2022, 01:58 PM IST
ଏହି ଫଟୋ ଦେଖି ଆପଣଙ୍କ ପାଟିରୁ ବି ଲାଳ ଗଡୁଛି ନାଁ.. ହଁ..ଇଏ ହେଉଛି ଚକୋଲେଟ୍ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ । ମାର୍କେଟରୁ ଆପଣ ବିଭିନ୍ନ ପ୍ରକାରର ଚକୋଲେଟ୍ କିଣି ଖାଇଥିବେ । ହେଲେ କେବେ ଭାବିଛନ୍ତି ଏହା କିପରି ତିଆରି ହୁଏ, କିଭଳି ଏହା ଭିତରର ମିଠାଜ୍ ଆପଣଙ୍କ ମନକୁ ମିଠା କରିଦିଏ।