ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର- କୁମ୍ଭ ରାତ୍ରି ୦୮.୫୮ ଗତେ ମୀନ,ତିଥି- ୩ୟା ଦିବା ୧୧.୩୮ ଗତେ ୪ର୍ଥୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ରାତ୍ରି ୦୮.୫୮ ଗତେ ଧନୁ ରାଶିର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୨.୩୨ ଗତେ ୧ପାଦ-କୃଷିହାନି-ଭୂମିଦାନ
Also Read
ଶୁଭସମୟ:
ଦିବା- ୧୦.୩୬ ରୁ ୦୧.୦୭
ରାତ୍ରି- ୦୮.୦୯ ରୁ ୧୦.୪୩
ରାତ୍ରି- ୧୨.୨୫ ରୁ ୦୨.୦୮
ରାତ୍ରି- ୦୨.୫୯ ରୁ ୦୪.୪୨
ଅଶୁଭସମୟ:
ରାହୁକାଳ- ଦିବା ୦୯.୧୨ ରୁ ୧୦.୩୬
କାଳବେଳା- ପ୍ରାତଃ ୦୬.୨୫ ରୁ ୦୭.୪୯
ଦିବା ୦୪.୧୧ ରୁ ୦୫.୩୫
ବାରବେଳା- ଦିବା ୦୧.୨୪ ରୁ ୦୨.୪୭
କାଳରାତ୍ରି- ସନ୍ଧ୍ୟା ୦୫.୩୫ ରୁ ୦୭.୧୧
ନିଶାନ୍ତ ୦୪.୪୮ ରୁ ୦୬.୨୫