ଓଡ଼ିଶା ମାଟିରେ ବିଦେଶୀ ଫଳ। ଦେଢ ଏକର ଜମିରେ ଫଳିଛି ଡ୍ରାଗନ ଫ୍ରୁଟ୍। ଜଣେ ବିଦେଶ ଫେରନ୍ତା ଉଚ୍ଚଶିକ୍ଷିତ ଯୁବକ କରିଛନ୍ତି ଏହି ଚାଷ।
କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ଦେଖନ୍ତୁ ୟୁଟ୍ୟୁବ ଦେଖି କିପରି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ ।
କ୍ଷେତରେ ଫଳିଛି ଲାଲ ଟହ ଟହ ସ୍ୱାଦିଷ୍ଟ ଡ୍ରାଗନ ଫ୍ରୁଟ। ଦେଖିବାକୁ ଯେମିତି ମନଲୋଭା ସ୍ୱାଦବି ସେମିତି ନିଆରା। ବଗିଚାରେ ଧାଡିକି ଧାଡି ହୋଇ ଲାଗିଛି ଏହି ବିଦେଶୀ ଫଳ। ଏହାକୁ ଚାଷ କରିଛନ୍ତି ଜଣେ ଡ୍ରାଇଭର ।
ବାର୍ଷିକ ଆୟ ଲକ୍ଷ୍ୟ ୭ ରୁ ୮ଲକ୍ଷ ଟଙ୍କା