ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।
ରାଗଚଣା ଖାଇବାକୁ ଲାଗିଲା ବହୁଲୋକଙ୍କ ଭିଡ଼ । କୌଣସି କାମ ଛୋଟ ନୁହେଁ, ବାର୍ତ୍ତା ଦେଲେ ହଳଧର ।
କଥା ରଖିଲେ ରଣଦୀପ ହୁଡ୍ଡା । ରଣବୀରଙ୍କ ମହାନତା । ସରବଜିତ ସିଂଙ୍କ ଭଉଣୀ ଦଲବୀର କୈରଙ୍କ ଶେଷ ରୀତିନୀତି କରିଲେ ରଣବୀର ।
ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍... ଏଇ ଭିଡ଼ିଓରେ ଦେଖନ୍ତୁ ସେଠାରେ କେମିତି ଚାଲିଛି ମନୋରଂଜନ
ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ...
ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ । ବିଜେପି ଓ କଂଗ୍ରେସ ମୁହାଁମୁହିଁ...
ନରସିଂହପୁର ଅନନ୍ତନାରାୟଣ ଉଚ୍ଚବିଦ୍ୟାଳୟ ସ୍କୁଲ ଛାତରୁ ପାଣି ଗଳି ଭାସିଲା ଶ୍ରେଣୀଗୃହ ।
କାଲି ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା
ଯାଜପୁର ରସୁଲପୁର ଖରସ୍ରୋତା ନଦୀରେ ଧୀବରଙ୍କ ଜାଲରେ ପଡ଼ିଲା ୬ଟି ବଡ଼ ମାଛ । ମାଛ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି...
ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ: ପ୍ରଶ୍ନକାଳରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ଆଲୋଚନା ସରଗରମ ହୋଇଛି ।
ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି
ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ । ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା । ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ ।
କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି ।
ଦିନେ ଜଙ୍ଗଲ ଭିତରେ ଲାଲ ଝଣ୍ଡା ଧରି ସରକାରଙ୍କ ବିରୋଧରେ ସ୍ୱର ଉଠାଉଥିଲେ । ଘଞ୍ଚ ଜଙ୍ଗଲରେ ବୁଲି ଶହଶହ ଲୋକଙ୍କ ମୁଣ୍ଡ ବି ଗଡାଉଥିଲେ, ହେଲେ ଅମର-ଆରତୀଙ୍କ ବଦଳି ଯାଇଛି ଜୀବନ ଶୈଳୀ । ଯେଉଁ ହାତରେ ବନ୍ଧୁକ ଧରୁଥିଲେ, ସେଇ ହାତରେ ଛାଣୁଛନ୍ତି ବରା-ପିଆଜି। ୟାଙ୍କ ଜଳିଖିଆ ଦୋକାନ ସାମ୍ନାରେ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍ ।
ରାସ୍ତା କଡର ଉଠା ଦୋକାନୀଙ୍କ ସୁବିଧା ପାଇଁ ତିଆରି ହୋଇଥିଲା ଭେଣ୍ଡିଂଜୋନ । ହେଲେ କାମରେ ଲାଗୁନି ।
ନାଗ ଚୋଟରେ ରକ୍ତାକ୍ତ ହୋଇଥିବା ମଦ୍ୟପ ଯୁବକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସେ ଏବେ ପୋଷାକ ତିଆରି କରି ପେଟ ପୋଷୁଛନ୍ତି ।
ଶୋଇ ଥିବାବେଳେ ଫ୍ଲାଏ ଓଭରରୁ ବାଲି ବୋଝେଇ ହାଇୱା ଖସି ୨ ଜଣଙ୍କ ଜୀବନ ଚାଲି ଯାଇଛି। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଆଜି ପବିତ୍ର ରଥଯାତ୍ରା । ରଥଯାତ୍ରା ଉପଲକ୍ଷେ ଘରେ ପୁରୀ ଖଜା ପ୍ରସ୍ତୁତ କରି ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ । ଖଜାର ଏହି ସୁଆଦିଆ ରେସିପି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି।
କୌଣସି ସରକାରୀ ନୁହେଁ ବରଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଛି ଗୋସେବା ା ଏଇଠି ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ସୁବିଧା ରହିଛି।
ଯେଉଁମାନେ ପୁରୀ ଯାଇପାରୁଛନ୍ତି, ସେମାନେ ଯାଆନ୍ତୁ। ଜଗନ୍ନାଥ ଭାବର ଠାକୁର...ଟିଭିରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ କୋଟି କୋଟି ଲୋକ ଦେଖୁଛନ୍ତି। ଏ ମହାନ୍ ଯାତ୍ରା ବହୁ ପ୍ରାଚୀନ....: ଗଜପତି ମହାରାଜା
ଆଶ୍ଚର୍ଯ୍ୟ !! ଘର ଛାଡ଼ି ପଳାଇଲା ସ୍ତ୍ରୀ...ଜାଣିପାରିଲାନି ସ୍ୱାମୀ? ଆଇ ଶାଶୂ ଚାଲିଯିବା ପରେ ଦିଅର ଆସି ଘରେ ରହିଲେ...କିନ୍ତୁ ବୋହୂ ଉପରେ କାହିଁକି ସନ୍ଦେହ କଲେ ଶାଶୂ? ମାଉସୀ ପୁଅଙ୍କ ସହ ଭାଉଜର ସମ୍ପର୍କକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦେଖାଗଲା ଫାଟ
ରାତି ପାହିଲେ ଜୁଲାଇ ୧। ଏଇ ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି...